Trending
- ଆଜି ଠୁ ଭକ୍ତ ନିବାସରେ ଲାଗୁ ହେବ ହେବ ନୂଆ ପାର୍କିଂ ଫି
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
Browsing Category
National
ଝାଡଖଣ୍ଡରେ ଏନଆରସି ଲାଗୁ ହେବ: ବିଜେପି
ରାଞ୍ଚି: ଯଦି ବିଜେପି ସରକାର ଗଠନ କରେ ତେବେ ଏନଆରସି ଲାଗୁ କରିବ । ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ । କେନ୍ଦ୍ର କୃଷି ମନ୍ତ୍ରୀ ତଥା ଝାଡଖଣ୍ଡର ନିର୍ବାଚନ ଦାୟିତ୍ୱରେ ଥିବା ଶିବରାଜ ସିଂ ଚୌହାନ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଝାଡଖଣ୍ଡରେ ଜାତୀୟ ନାଗରିକତା ରେଜିଷ୍ଟର…
ମେଡିସିନରେ ୨ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଘୋଷଣା
ଚଳିତ ବର୍ଷ ପାଇଁ ମେଡିସିନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଁ ୨ ଜଣ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି । ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋସ ଓ ଗ୍ୟାରି ରୁଭକୁନଙ୍କୁ ମେଡିସନରେ ନୋବେଲ ପୁରସ୍କାର ମିଳିବ । ମାଇକ୍ରୋ ରିବୋନ୍ୟୁକ୍ଲିକ ଏସିଡ (ଆରଏନଏ) ଆବିଷ୍କାର ପାଇଁ ଏହି ଦୁଇ…
ଭାରତୀୟ ପର୍ଯ୍ୟଟକଙ୍କୁ ପାଇଁ ସ୍ବର ନରମ କଲେ ମାଲଦ୍ୱୀପ ରାଷ୍ଟ୍ରପତି !
ଭାରତ ଗସ୍ତରେ ଥିବା ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବର୍ତ୍ତମାନ ନିଜର ସ୍ବର ପରିବର୍ତ୍ତନ କରିଛନ୍ତି। ମୁଇଜୁ କହିଛନ୍ତି ଯେ ଭାରତର ସୁରକ୍ଷାକୁ ଦୁର୍ବଳ କରିବା ପାଇଁ ସେ କିଛି କରିବେ ନାହିଁ ଏବଂ ସେ ଦିଲ୍ଲୀକୁ ଜଣେ ମୂଲ୍ୟବାନ ବନ୍ଧୁ ଭାବରେ ବିବେଚନା କରୁଛନ୍ତି। ମୁଇଜୁ ମଧ୍ୟ ଭାରତୀୟ…
କେତେ ଟଙ୍କାରେ କୋର୍ଟ ଲାଲୁ ପ୍ରସାଦ ଓ ତାଙ୍କର ଦୁଇ ପୁଅଙ୍କୁ ଦେଲେ ଜାମିନ?
ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ସୋମବାର ଦିନ ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପୁଅ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି।ସ୍ୱତନ୍ତ୍ର ଜଜ୍ ବିଶାଲ ଗୋଗେନ୍…
ବାୟୁସେନାର ଏୟାର ଶୋ’ ରେ ଅଘଟଣ
ଚେନ୍ନାଇର ମାରିନା ବିଚରେ ଏୟାର ସୋ ଦେଖିବା ପାଇଁ ଯାଇଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରମାନେ କହିଛନ୍ତି ଯେ, ହିଟ୍ ଷ୍ଟ୍ରୋକ ଏମାନଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ପ୍ରାୟ ୨୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ନାମ…
ପ୍ରଧାନମନ୍ତ୍ରୀଙ୍କ ସହ ମହମ୍ମଦ ମୁଇଜୁଙ୍କ ଆଲୋଚନାକୁ ଅପେକ୍ଷା
ମାଳଦ୍ୱୀପ ସହ କିଛି ମାସ ଧରି ଚାଲିଥିବା ବିବାଦ ସମାଧାନ ଦିଗରେ ଥିବା ଚର୍ଚା ହେଉଛି । ମାଳଦୀପ ସହ ସଂପର୍କ ଖରାପ ହୋଇଥିଲା କାରଣ କିଛି ନେତା ଭାରତ ବିରୋଧରେ ଉପହାସ ବକ୍ତବ୍ୟ ଦେଇଥିଲେ । ଭାରତରେ ମାଳଦ୍ବୀପ ନଯିବା ପାଇଁ ସୋସିଆଲ ମିଡିଆରେ ଜୋରଦାର ଚର୍ଚା ହୋଇଥିଲା । ଏହାରି ଭିତରେ…
କମେଡିଆନ୍ କୁନାଲ୍ ଓ ଓଲା ସିଇଓ ଭବିଷ ଅଗ୍ରୱାଲ୍ଙ୍କ ମଧ୍ୟରେ କାହିଁକି ଚାଲିଛି ଟ୍ବିଟ୍ ଯୁଦ୍ଧ ?
ଓଲା ଇଲେକ୍ଟ୍ରିକ୍ ସ୍କୁଟର୍ର ସର୍ଭିସିଂ ସମସ୍ୟାକୁ ନେଇ ଯୁଦ୍ଧ । ଏନେଇ ଦୁଇ ଭାଗ ହୋଇଛନ୍ତି ୟୁଜର । ଗୋଟିଏ ପକ୍ଷ କୁନାଲଙ୍କୁ ଗାଳି କରୁଥିବା ବେଳେ ଆଉ ଦଳେ ସର୍ପୋର୍ଟ କରୁଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ କମେଡିଆନ୍ କୁନାଲ୍ କାମ୍ରା ଓ ଓଲାର ସିଇଓ ଭବିଷ ଅଗ୍ରୱାଲ୍ଙ୍କ…
କୋଲକାତା ବଳାତ୍କାର ହତ୍ୟା ମାମଲାରେ 10 ଡାକ୍ତରଙ୍କ ଉପରେ ପଡ଼ିଲା ଚଡ଼କ
କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜରେ କଣ ସବୁ ଚାଲିଥିଲା? କିଏ ସେଠି ଦୁର୍ନୀତି କରିଥିଲେ? ଡାକ୍ତରମାନେ କିପରି ବେନିୟମ କାର୍ଯ୍ୟ କରିଥିଲେ । ଫଳସ୍ବରୂପ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ…
ଏୟାରଲାଇନ୍ସ ସର୍ଭର ୬ ଘଣ୍ଟା ଡାଉନ୍
ବିମାନ ବନ୍ଦରଗୁଡ଼ିକରେ ଚେକ୍-ଇନ୍ କାଉଣ୍ଟର ଗୁଡ଼ିକରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ସମସ୍ୟା ସାମ୍ନାକୁ ଆସିବା ପ୍ରାୟ ଘଣ୍ଟାଏ ପରେ ଏୟାରଲାଇନ୍ କର୍ତ୍ତୃପକ୍ଷ ଏହାକୁ ସ୍ବୀକାର କରିଥିଲେ। ନେଟୱର୍କ ବ୍ୟବସ୍ଥାରେ ସାମୟିକ ମନ୍ଥରତା ପରିଲକ୍ଷିତ ହୋଇଛି…
ବିଶ୍ୱ ଦେଖିବ ପରିଦର୍ଶନ ପଛର କାରଣ
ଚଳିତ ମାସ ମଧ୍ୟଭାଗରେ ପାକିସ୍ତାନ ଗସ୍ତ କରିବି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଜୟଶଙ୍କରଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସରକାର ମୁଖ୍ୟଙ୍କ…