Trending
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Browsing Category
National
ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଶ୍ରମିକମାନଙ୍କୁ ପୂଜାଭେଟି ଦେଇଛନ୍ତି। ଦିଲ୍ଲୀର ଅସଂଗଠିତ କ୍ଷେତ୍ରର କୁଶଳୀ, ଅର୍ଦ୍ଧ-କୁଶଳୀ ଏବଂ କୁଶଳୀ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି |
ଦାୟିତ୍ବ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଆତିଶୀ ତାଙ୍କର ପ୍ରଥମ…
ପରିସ୍ଥିତିରେ ଅନ୍ତରୀଣ ସରକାରଙ୍କୁ ସମର୍ଥନ କରିବୁ
ବାଂଲାଦେଶର ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ୍ ରଏଟର୍ସ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଦେଶରେ ନିର୍ବାଚନ ପାଇଁ ସେ ଅନ୍ତରୀଣ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର କରିବାରେ ସାହାଯ୍ୟ କରିବେ । ଜେନେରାଲ ୱାକର ରଏଟର୍ସକୁ କହିଛନ୍ତି, ଯାହା ହେଉ ନା…
ତିରୁପତି ଲଡ଼ୁ ଘଟଣା
ବିଶ୍ବପ୍ରସିଦ୍ଧ ତିରୁମଲା ତିରୁପତି ଲଡ଼ୁରେ ଅପମିଶ୍ରଣକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଆଜି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ମୁହଁ ଖୋଲିଛି। ନମୁନାକୁ ଫୁଡ଼୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ (ଏଫ୍ଏସ୍ଏସ୍ଏଆଇ)କୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମନ୍ତ୍ରଣାଳୟ…
ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଅତିଶୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆପ୍ ଆଦମୀ ପାର୍ଟି (ଆପ୍)ର ବରିଷ୍ଠ ନେତ୍ରୀ ଅତିଶୀ ତାଙ୍କର ଦାୟିତ୍ବ ଗ୍ରହଣ କରିଛନ୍ତି। କଂଗ୍ରେସ ଶିଲା ଦୀକ୍ଷିତ୍ ଏବଂ ବିଜେପିର ସୁଷମା ସ୍ୱରାଜଙ୍କ ପରେ ସେ ହେଉଛନ୍ତି ତୃତୀୟ ମହିଳା ଓ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ। ଗତକାଲି ସେ ମୁଖ୍ୟମନ୍ତ୍ରୀ ଭାବେ…
କ୍ୱାଡ୍ ସମ୍ମିଳନୀରେ ମୋଦିଙ୍କ ବଡ଼ ଘୋଷଣା
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି।ରୋଗର ପରୀକ୍ଷା, ଯାଞ୍ଚ ଏବଂ ନିଦାନରେ ଏହି ଅର୍ଥ ବ୍ୟୟକରାଯିବ। କ୍ୱାଡ୍ ସମ୍ମିଳନୀ ଅବସରରେ କ୍ୟାନ୍ସର ମୁନ୍ଶୁଟ୍…
ଜାତିସଂଘର ସୁରକ୍ଷା ପରିଷଦର କଳେବରରେ ଆସିବ ସଂସ୍କାର
ଜାତିସଂଘର ସୁରକ୍ଷା ପରିଷଦର କଳେବରରେ ଆସିବ ସଂସ୍କାର। ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ସହ ସୁରକ୍ଷା ପରିଷଦକୁ ଅଧିକ ଦକ୍ଷ, ଶକ୍ତିଶାଳୀ କରାଯିବ। ଆମେରିକାରେ ଆୟୋଜି କ୍ଵାଡ୍ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟେଲିଆ ମଧ୍ୟରେ ଏହି ସହମତି ପ୍ରକାଶ…
ଅମର ପ୍ରୀତ ସିଂହ ହେବେ ବାୟୁସେନାର ନୂଆ ମୁଖ୍ୟ
ଭାରତୀୟ ବାୟୁସେନାରେ ଅଧିକାରୀ ଚାକିରି ଏନଡିଏ, ସିଡିଏସ ଏବଂ ଏଏଫସିଏଟି ମାଧ୍ୟମରେ ମିଳିଥାଏ। ଲୋକମାନେ ଏଥିପାଇଁ କଠିନ ପରିଶ୍ରମ କରିଥାନ୍ତି। ଯେଉଁମାନେ ଦ୍ୱାଦଶ ପରେ ଏନଡିଏ ମାଧ୍ୟମରେ ବାୟୁସେନାରେ ଯୋଗ ଦିଅନ୍ତି, ପଦୋନ୍ନତି ପାଇ ବାୟୁସେନା ମୁଖ୍ୟ ପଦରେ ପହଞ୍ଚିବାକୁ ଚେଷ୍ଟା କରିଥାନ୍ତି।…
ଆମରିକା ୩ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତ ପାଇଁ ପ୍ରସ୍ଥାନ କରିସାରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ୱିଲମିଙ୍ଗଟନରେ ଆୟୋଜିତ ୬ଷ୍ଠ କ୍ୱାଡ୍ ଶିଖର ସମ୍ମିଳନୀରେ ସାମିଲ ହେବେ । ଏହା ସହ ନ୍ୟୁୟର୍କର ନ୍ୟାସନାଲ ଆସେମ୍ବ୍ଲିରେ ଭବିଷ୍ୟତର ଶିଖର ସମ୍ମିଳନୀକୁ…
ଆଜି ଶପଥ ନେବେ ଆତିଶୀ
ଆଜି ଦିଲ୍ଲୀ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମର୍ଲେନା । ଦିଲ୍ଲୀର ମନୋନିତ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟା 4ଟା 30ରେ ଶପଥ ନେବେ । ଏହାସହିତ ଆଜି 5ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବେ । ସୌରଭ ଭରଦ୍ବାଜ, ଗୋପାଳ ରାୟ, କୈଳାସ ଗେହଲଟ,…
୨୦୨୬ ମସିହା ସୁଦ୍ଧା ନକ୍ସଲବାଦ୍ ପୂରାପୂରି ଭାବେ ଲୋପ ପାଇଯିବ – ଅମିତ ଶାହା
ନକ୍ସଲବାଦ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି କି ୨୦୨୬ ମସିହା ସୁଦ୍ଧା ନକ୍ସଲବାଦ୍ ପୂରାପୂରି ଭାବେ ଲୋପ ପାଇଯିବ। ଏହା ସହିତ ଶାହା ମାଓବାଦୀମାନଙ୍କୁ ହିଂସା ତ୍ୟାଗ କରିବା, ଅସ୍ତ୍ରଶସ୍ତ୍ର ରଖିଦେବା ଏବଂ ଆତ୍ମସମର୍ପଣ କରିବାକୁ ନିବେଦନ…