Browsing Category

National

ପାର୍ବଣ ଋତୁ ଆରମ୍ଭରୁ ବଢିଲା ଗ୍ୟାସ ଦର

ହୋଲି ଏବଂ ରମଜାନ ମାସରେ କମର୍ସିଆଲ ଗ୍ୟାସ ମହଙ୍ଗା ହୋଇଯାଇଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧ ମାର୍ଚ୍ଚ, ୨୦୨୫ ଅର୍ଥାତ୍‌ ଆଜିଠାରୁ ବୃଦ୍ଧି କରାଯାଇଛି। ଇଣ୍ଡିଆନ ଅଏଲ…

SEBI ର ନୂଆ ଅଧ୍ୟକ୍ଷ ହେଲେ ତୁହିନ କାନ୍ତ ପାଣ୍ଡେ

ଅର୍ଥ ଏବଂ ରାଜସ୍ୱ ସଚିବ ତୁହିନ କାନ୍ତ ପାଣ୍ଡେଙ୍କୁ ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ (SEBI)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ହୋଇଛନ୍ତି । ସେ ମାଧବୀ ପୁରୀ ବୁଚଙ୍କ ସ୍ଥାନ ନେବେ । ତାଙ୍କର କାର୍ଯ୍ୟକାଳ ଏହି ମାସରେ ଶେଷ ହେବ । ମାଧବୀ ପୁରୀ ବୁଚଙ୍କ କାର୍ଯ୍ୟକାଳ ମାର୍ଚ୍ଚ…

ଡନ୍ ୩ରେ ନଜର ଆସିବେ ରଣବୀର ସିଂଙ୍କ ସହିତ କିଆରା ଆଡଭାନୀ

ଫରହାନ ଅଖତରଙ୍କ ନୂଆ ଫିଲ୍ମ ‘ଡନ୍ ୩’କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଫିଲ୍ମର ପ୍ରି-ପ୍ରଡକ୍ସନ ଚଳିତବର୍ଷ ଆରମ୍ଭ ହେବ ବୋଲି ଫରହାନ କହିଛନ୍ତି । ଏହାସହିତ ଫିଲ୍ମର ହିରୋଇନ କିଏ ହେବେ, ତାହା ମଧ୍ୟ ଖୁଲାସା ହୋଇଛି । ଏହି ଫିଲ୍ମରେ ରଣବୀର ସିଂଙ୍କ ସହିତ କବୀର ସିଂ ଅଭିନେତ୍ରୀ…

ମହାକୁମ୍ଭର ସମାପନରେ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦି

୪୫ ଦିନ ଧରି ଚାଲିଥିବା ମହାକୁମ୍ଭରେ ୧୪୦ କୋଟି ଦେଶବାସୀଙ୍କର ଆସ୍ଥା ଏକ ସଙ୍ଗରେ ଯୋଡି ହୋଇଥିଲା । ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭାଗିଦାରୀ କେବଳ ଏକ ରେକର୍ଡ ନୁହେଁ, ଏହା ଆମର ସଂସ୍କୃତି ଓ ଐତିହ୍ୟକୁ ସମୃଦ୍ଧ କରିବା ପାଇଁ ଏକ ଦୃଢ ସ୍ତମ୍ଭ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆସାମ ମୋରିଗାଓଁରେ ଭୂକମ୍ପ

ଆସାମ ମୋରିଗାଓଁରେ ଭୂକମ୍ପ । ରାତି ପ୍ରାୟ ୨ଟା ୨୫ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ ହୋଇଛି । ୫.୦ ତୀବ୍ରତାର ଭୂକମ୍ପ ଏକ ମଧ୍ୟମ ଧରଣର ଭୂକମ୍ପ । ତେବେ ଆସାମ ଭୂକମ୍ପର କେନ୍ଦ୍ର ସ୍ଥଳ କେଉଁଠି ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି…

ଭେଟିପାରନ୍ତି ମୋଦି-ୟୁନୁସ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‌ଙ୍କୁ ଭେଟିପାରନ୍ତି। ଏହି ବୈଠକ ଚଳିତ ବର୍ଷ ଏପ୍ରିଲରେ ବ୍ୟାଙ୍କକରେ ଅନୁଷ୍ଠିତ ହେବାକୁ ଥିବା BIMSTEC ସମ୍ମିଳନୀ ସମୟରେ ହୋଇପାରେ। ଅଗଷ୍ଟ ୨୦୨୪ରେ ବାଂଲାଦେଶରେ ଶେଖ ହାସିନା…

ଆଜି ସରୁଛି ପ୍ରୟାଗରାଜରେ ଆୟୋଜିତ ବିଶ୍ବ ପ୍ରସିଦ୍ଧ ମହାକୁମ୍ଭ

 ଆଜି ସରୁଛି ପ୍ରୟାଗରାଜରେ ଆୟୋଜିତ ବିଶ୍ବ ପ୍ରସିଦ୍ଧ ମହାକୁମ୍ଭ। ଆଜି ଶ୍ରଦ୍ଧାଳୁଙ୍କୁ ଅମୃତ ସ୍ନାନର ଶେଷ ସୁଯୋଗ ମଧ୍ୟ ମିଳିବ । ତେଣୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆଜି ଖୁବ୍ ଅଧିକ ହେବାର ସମ୍ଭାବନା ରହିଛି ।  ଯେପରି କୌଣସି ଅଘଟ ନଘଟେ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଉପରେ ଧ୍ୟାନ…

ସମ୍ବିତ ପାତ୍ର, ପିତାମ୍ବର ଆଚାର୍ଯ୍ୟ ଏବଂ ମୋହନ ମାଝି ସଙ୍ଗମରେ ପକାଇଲେ ବୁଡ଼

ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସପରିବାର ସହ ଗଙ୍ଗାରେ ବୁଡ଼ ପକାଇଛନ୍ତି ମୋହନ । ଗଙ୍ଗା ପୂଜା କରିବା ସହ ସ୍ନାନ କରିଛନ୍ତି । ଆସନ୍ତାକାଲି ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ତିନି ଦିନିଆ…

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ ଗାୟକ ଗୁରୁ ରନ୍ଧାୱା

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ ଗାୟକ ଗୁରୁ ରନ୍ଧାୱା । ସୋସିଆଲ ମିଡିଆରେ ସେ ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇ ଏକ ଫଟୋ ଶେୟାର କରିଛନ୍ତି। ତାଙ୍କୁ ହସ୍ପିଟାଲର ବେଡ୍‌ରେ ଶୋଇଥିବାର ଦେଖାଯାଉଛି। ମୁଣ୍ଡରେ ଏକ ପଟି ବାନ୍ଧାଯାଇଛି। ବେକରେ ଏକ ନେକ୍‌ ବ୍ରେସ ମଧ୍ୟ ରହିଛି।…

ଆଜି `ମନ କୀ ବାତ’ରେ ମନର କଥା କହିବେ ମୋଦି

ଆଜି `ମନ କୀ ବାତ'ରେ ମନର କଥା କହିବେ ପିଏମ ମୋଦି। ପୂର୍ବାହ୍ନ ୧୧ଟାରେ ପ୍ରସାରଣ ହେବ କାର୍ଯ୍ୟକ୍ରମର ୧୧୯ ତମ ସଂସ୍କରଣ। ଦେଶର ୧୨ଟି ସ୍ଥାନରୁ ଯୋଡ଼ି ହେବେ ସାଧାରଣ ଜନତା। କାନପୁରରେ ବଡ଼ ଆୟୋଜନ। ଶୁଣିବା ପାଇଁ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା। ଦେଶର 12ଟି ସ୍ଥାନରୁ ମନ କୀ ବାତ…