Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
National
କଂଗ୍ରେସ କାହିଁକି ଜଣେ ମୁସଲମାନ ସଭାପତିଙ୍କ ନାମ ଘୋଷଣା କରୁନାହିଁ – ମୋଦୀ
ଵକଫ୍ (ସଂଶୋଧନ) ଆଇନ ବିରୋଧରେ କଂଗ୍ରେସର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ କେବଳ ମୁସଲମାନ ମୌଳବାଦୀମାନଙ୍କୁ ସନ୍ତୁଷ୍ଟ କରିଛି ଏବଂ ନୂଆ ଆଇନକୁ ବିରୋଧ କରିବା ଏହା ପ୍ରମାଣିତ କରୁଛି। କଂଗ୍ରେସ କାହିଁକି ଜଣେ…
ହିସାରରୁ ଅଯୋଧ୍ୟାକୁ ଉଡ଼ିବ ବିମାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ହିସାରରୁ ଅଯୋଧ୍ୟାକୁ ଏକ ବ୍ୟବସାୟିକ ବିମାନ ଉଡ଼ାଣ ପାଇଁ ବିମାନବନ୍ଦରରେ ନୂତନ ଟର୍ମିନାଲ ବିଲ୍ଡିଂର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ତାଙ୍କ ଦଳ ଦ୍ୱାରା ରାଜ୍ୟର ଦାୟିତ୍ୱ ତାଙ୍କୁ …
ଏପ୍ରିଲ ୧୫ରୁ ଆରମ୍ଭ ହୋଇ ଜୁନ୍ ୧୪ ଯାଏ ମାଛଧରା ଉପରେ କଟକଣା
ସାମୁଦ୍ରିକ ସମ୍ପଦ ସଂରକ୍ଷଣ ଏବଂ ଅଣ୍ଡାଦାନ ଋତୁରେ ମାଛ ପ୍ରଜନନକୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ସମୁଦ୍ରରେ ମାଛଧରା ଉପରେ କଟକଣା ଲଗାଇଛନ୍ତି। ଏହି ନିର୍ଦ୍ଦେଶ ଏପ୍ରିଲ ୧୫ରୁ ଆରମ୍ଭ ହୋଇ ଜୁନ୍ ୧୪ ଯାଏ ବଳବତ୍ତର ରହିବ।
ବଡ଼ ପରିମାଣର ମାଛ ଧରିବା କାର୍ଯ୍ୟ ବନ୍ଦ…
ମୁର୍ଶିଦାବାଦ ଦଙ୍ଗା – ଇସ୍ଲାମିକ ମୌଳବାଦୀମାନେ ୨୦୧୯ ସିଏଏ ବିରୋଧୀ ଦଙ୍ଗା ସମୟରେ ବ୍ୟବହାର କରିଥିବା ରଣନୀତି…
ଓ୍ବାକଫ ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଘଟିଥିବା ଘଟଣା ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ଗୁଇନ୍ଦା ଏଜେନ୍ସି। ଇସ୍ଲାମିକ ମୌଳବାଦୀମାନେ ୨୦୧୯ ସିଏଏ ବିରୋଧୀ ଦଙ୍ଗା ସମୟରେ ବ୍ୟବହାର କରିଥିବା ରଣନୀତି ଭଳି ରଣନୀତି ବ୍ୟବହାର କରୁଛନ୍ତି ବୋଲି ଏଜେନ୍ସିମାନେ…
ବାରାଣସୀରେ ୩,୮୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିଛନ୍ତି…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉତ୍ତରପ୍ରଦେଶର ବାରାଣସୀରେ ୩,୮୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧନ କରି ସେ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ବାରାଣସୀର ବିକାଶ ଏକ ନୂତନ ଗତି ହାସଲ…
ସଂସଦୀୟ କ୍ଷେତ୍ର ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସଂସଦୀୟ କ୍ଷେତ୍ର ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଯାଇ ପହଞ୍ଚିଛନ୍ତି। ଏଥରକୁ ଲଗାଇ ଏହା ମୋଦୀଙ୍କର ୫୦ତମ ଗସ୍ତ। ସେଠାରେ ମୋଦୀଙ୍କୁ ଜଣେ ୧୯ ବର୍ଷୀୟା ମହିଳାଙ୍କ ଗଣଦୁଷ୍କର୍ମ ବିଷୟରେ ସୂଚନା ଦେବା ପରେ ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ…
୧୮ ଦିନ ପାଇଁ ରିମାଣ୍ଡରେ ଗଲା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା
୧୮ ଦିନ ପାଇଁ ରିମାଣ୍ଡରେ ଗଲା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା । ଆତଙ୍କୀ ଠାରୁ ସମସ୍ତ ଆତଙ୍କବାଦୀ ନେଟୱାର୍କ ସମ୍ପର୍କିତ ତଥ୍ୟ କାଢିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାଙ୍କୁ ଭାରତ ଅଣାଯିବା ପରେ…
ଭାରତ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍ମାଇଣ୍ଡ ତହବୁର ରାଣା
ଭାରତ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍ମାଇଣ୍ଡ ତହବୁର ରାଣା । ଦିଲ୍ଲୀରେ ବାୟୁସେନାର ପାଲମ୍ ବିମାନବନ୍ଦରରେ ଲ୍ୟାଣ୍ଡ୍ କରିଛି ଆତଙ୍କବାଦୀ ତହବୁରକୁ ଅଣାଯାଇଥିବା ସ୍ବତନ୍ତ୍ର ବିମାନ । ଆମେରିକାରୁ ସ୍ବତନ୍ତ୍ର ବିମାନ ଯୋଗେ ତହବୁରକୁ ଭାରତ ଆଣିଛି ଏନଆଇଏ । ଭାରତ…
କଣ କହ୍ନେୟା କୁମାର କଂଗ୍ରେସକୁ ୨୦୨୫ ନିର୍ବାଚନର ନଈ ପାର୍ କରେଇ ପାରିବେ ?
କହ୍ନେୟା କୁମାରଙ୍କ ଭରସାରେ ବିହାର ନିର୍ବାଚନ ଲଢିବ କି କଂଗ୍ରେସ ? କଣ କହ୍ନେୟା କୁମାର କଂଗ୍ରେସକୁ ୨୦୨୫ ନିର୍ବାଚନର ନଈ ପାର୍ କରେଇ ପାରିବେ ? କହ୍ନେୟା କାନ୍ଧରେ ରାହୁଲଙ୍କ ‘ହାତ’ ଥିବା ନେଇ ଯେଉଁ ଚର୍ଚ୍ଚା ଆଗରୁ ହେଉଥିଲା ଆଜି ତାହା ଫର୍ଚ୍ଚା ହୋଇଛି । ଯେତେବେଳେ ବିହାର ନିର୍ବାଚନ…
ପୁଲିସ ‘ମାଲଖାନା’ରେ ଅଗ୍ନିକାଣ୍ଡ ଘଟି ୧୫୦ରୁ ଅଧିକ ଗାଡ଼ି ପୋଡ଼ି
ରବିବାର ପ୍ରତ୍ୟୁଷରେ ଉତ୍ତର-ପୂର୍ବ ଦିଲ୍ଲୀର ୱାଜିରାବାଦ ଅଞ୍ଚଳରେ ଥିବା ଏକ ପୁଲିସ 'ମାଲଖାନା'ରେ ଅଗ୍ନିକାଣ୍ଡ ଘଟି ୧୫୦ରୁ ଅଧିକ ଗାଡ଼ି ପୋଡ଼ି ଯାଇଛି । ପୁଲିସ କହିଛି ଯେ ଭୋର ପ୍ରାୟ ସାଢ଼େ ୪ଟାରେ ଅଗ୍ନିକାଣ୍ଡ ଘଟିଥିଲା ଏବଂ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ପାଇଁ ମୋଟ…