Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
Browsing Category
National
ବାବା କେଦାରନାଥ ମନ୍ଦିରର କବାଟ କେତେଦିନ ବନ୍ଦ ରହିବ ଜାଣିନିଅନ୍ତୁ
ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାକୁ ଯଦି ପ୍ଲାନ କରିଛନ୍ତି ତେବେ ଅପେକ୍ଷା କରନ୍ତୁ । ଶୀତ ଆରମ୍ଭ ହୋଇଥିବାରୁ ମନ୍ଦିର ଗର୍ଭଗୃହ କବାଟ ବନ୍ଦ ରହିଛି । ବର୍ତ୍ତମାନର ମନ୍ଦିର ସମ୍ମୁଖରେ ବରଫ ପଡ଼ିବା ଆରମ୍ଭ ହେଲାଣି । ଶୀତ ଦିନ ଆରମ୍ଭ ସହ ବରଫ ପାତ ହେଉଥିବାରୁ ବାବା…
ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦେବା ଅଭିଯୋଗରେ ଜଣେ ଯୁବତୀକୁ ଗିରଫ କରାଯାଇଛି। ମୁମ୍ବାଇ ପୁଲିସ ତାକୁ ପଚରାଉଚରା କରୁଛି। ତା ନାଁ ଫାତିମା ଖାନ୍ ବୋଲି କୁହାଯାଉଛି। ତେବେ ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶର ଲୋକଙ୍କ ମଧ୍ୟରେ ରୋଷ ପ୍ରକାଶ ପାଇଛି । ସୋସିଆଲ ମିଡିଆରେ…
୨୪ ବର୍ଷ ପରେ ୩ମ୍ୟାଚ୍ ବିଶିଷ୍ଟ ସିରିଜ ହାରିଲା ଭାରତ
ଟେଷ୍ଟ ସିରିଜରେ ଭାରତର ଲଜ୍ୟାଜନକ ପରାଜୟ । ୨୫ ରନରେ ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ । ବ୍ୟାଟ୍ସ ମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଟିମ୍ ଇଣ୍ଡିଆ ପରାଜିତ । ଭାରତ ଆଗରେ ୧୪୭ ରନର ଟାର୍ଗେଟ ଥିଲା ମାତ୍ର ୧୨୧ ରନ୍ କରିଛି ଟିମ ଇଣ୍ଡିଆ । ପ୍ରଥମ ଥର ପାଇଁ ୩ ମ୍ୟାଚ୍ ବିଶିଷ୍ଟ ସିରିଜ…
ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଗିରଫ କଲା ପୋଲିସ
ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଆମେରିକାରେ ଗିରଫ କରିଛି ପୋଲିସ୍। ସଲମାନ ଖାନଙ୍କ ଘର ଆଗରେ ଫାୟରିଂ ଏବଂ ଅନ୍ୟ ମାମଲାକୁ ନେଇ ଅନେକ ଦିନ ଧରି ୱାଣ୍ଟେଡ ଥିଲା । ବାବା ସିଦ୍ଦିକି ମର୍ଡର ମାମଲାରେ ମଧ୍ୟ ତାର ହାତ ଥିବା ଜଣାପଡିଛି । ତେବେ ଅନମୋଲ ଅନେକ ଦିନ ହେଲା ଆମେରିକାରେ…
ଜମ୍ମୁ କାଶ୍ମୀରରେ ୨ଆତଙ୍କୀଙ୍କୁ ନିପାତ କଲା ସେନା
ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷା ବଳର ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି। ଆଜି ସକାଳେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସାମ୍ନା ସାମନି ଗୁଳିଚଳନା ପରେ ସେନା ଗୁଳିରେ ଏହି ୨ ଆତଙ୍କୀ ନିପାତ ହୋଇଛନ୍ତି। ଅନନ୍ତନାଗରେ ଏହି ସ୍ଥାନରେ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିବା…
ବଲିଉଡ୍ରେ ପୁଣି କମାଲ କଲେ ଓଡ଼ିଆ ପୁଅ ରାଜ କିଶୋର ହୋତା
ବଲିଉଡ୍ରେ ପୁଣି ଚମକିଲେ ଓଡ଼ିଆ ପୁଅ । ଫିଲ୍ମ `ଭୁଲ ଭୁଲେୟା-୩'ରେ ସହ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ତୁଲାଇଲେ । ସୋନପୁରର ରାଜ କିଶୋର ହୋତାଙ୍କୁ ନେଇ ଚର୍ଚ୍ଚା । ପୂର୍ବରୁ ଅନେକ ସୁପରହିଟ୍ ଫିଲ୍ମରେ ସହ ନିର୍ଦ୍ଦେଶକ ଭାବେ କରିଥିଲେ କାମ ।
ଆଇ ଆମ କଲାମ, କୌନ କିତନେ ପାନି…
ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ବର୍ବରତା କାଣ୍ଡ
ଦୀପାବଳି ପରେ ପରେ ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ବର୍ବରତା । ବଡଗାମରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରିଛନ୍ତି ଆତଙ୍କୀ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ନାମ ଉସମାନ ଏବଂ ସଞ୍ଜୟ, ଉଭୟ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି ।…
୫୯ତମ ଜନ୍ମଦିନ ପାଳିଲେ ଶାହରୁଖ ଖାନ୍
ଆଜି କିଙ୍ଗ୍ ଖାନ୍ ପାଳୁଛନ୍ତି ତାଙ୍କର ୫୯ତମ ଜନ୍ମଦିନ। ବିଗ୍ ବି ଅମିତାଭ ବଚ୍ଚନଙ୍କ ପରି ସୁପରଷ୍ଟାର୍ ଶାହରୁଖ ଖାନ୍ ମଧ୍ୟ ତାଙ୍କର ଜନ୍ମଦିନରେ ବାସଭବନ ‘ମନ୍ନତ୍’ ବାହାରେ ଜମା ହୋଇଥିବା ହଜାର ହଜାର ପ୍ରଶଂସକମାନଙ୍କୁ ଦେଖା ଦିଅନ୍ତି, ହାତ ହଲାଇ ଅଭିବାଦନ ଜଣାନ୍ତି। ଜନ୍ମଦିନରେ ଶାହରୁଖ…
ଦବ୍ୟ ଢୋଲକିଆଙ୍କ ବାହାଘର ଉତ୍ସବରେ ପ୍ରଧାନମନ୍ତ୍ରୀ
ସୁରଟର ବିଶିଷ୍ଟ ହୀରା ବ୍ୟବସାୟୀ ସବ୍ଜୀ ଢୋଲକିଆଙ୍କ ପୁଅ ଦବ୍ୟ ଢୋଲକିଆଙ୍କ ବାହାଘର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ସୁରଟ୍ର ସବୁଠୁ ଧନୀ ବ୍ୟକ୍ତିଭାବେ ଜଣାଶୁଣା ଢୋଲକିଆଙ୍କ ପୁଅ ବାହାଘର ଉତ୍ସବ ଗୁଜରାଟର ଦୁଧାଲାରେ ହୋଇଥିଲା। ପ୍ରଧାନମନ୍ତ୍ରୀ ଏଥିରେ…
ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି
ଦେଶ ପାଳୁଛି ଆଇରନ୍ ମ୍ୟାନ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନ । ଆଜିର ଦିନରେ ଅର୍ଥାତ୍ ୩୧ ଅକ୍ଟୋବରରେ ଭାରତରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଲୌହମାନବନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ଗୁଜରାଟରେ ସ୍ୱତନ୍ତ୍ର…