Browsing Category

National

୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ପଦ୍ମ ପୁରସ୍କାର ପାଇଁ ଆବେଦନ

ଆସନ୍ତା ବର୍ଷ ୨୦୨୩ ପାଇଁ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ଚଳିତ ବର୍ଷ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ କରାଯାଇପାରିବ । ଏଥିପାଇଁ ନାମାଙ୍କନ କିମ୍ବା ସୁପାରିଶ ଜାତୀୟ ପୁରସ୍କାର ପୋର୍ଟାଲରେ ଅନଲାଇନରେ କରାଯାଇପାରିବ। ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ଅନ୍ତର୍ଭୁକ୍ତ ପଦ୍ମବିଭୂଷଣ, ପଦ୍ମ

ଅର୍ପିତା ମୁଖାର୍ଜୀଙ୍କ ଘରୁ ଜବତ ହୋଇ ସାରିଲାଣି ୫୦ କୋଟି ଟଙ୍କା

କୋଲକତା: ଅର୍ପିତାଙ୍କ ଘରୁ ଖାଲି କୋଟି କୋଟି ଟଙ୍କା ବାହାରୁଛି । ଏତେ ଟଙ୍କା ଗଣିବାକୁ ଇଡି ମେସିନ ମଗାଉଛି । ଏହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚା । ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଗିରଫ ହୋଇଥିବା ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଦ୍ବିତୀୟ

ଆପ୍ ସାଂସଦ ସଞ୍ଜୟ ସିଂହ ସସପେଣ୍ଡ୍

ନୂଆଦିଲ୍ଲୀ: ଆପ୍ ସାଂସଦ ସଞ୍ଜୟ ସିଂହ ରାଜ୍ୟସଭାରୁ ସସପେଣ୍ଡ ହୋଇଛନ୍ତି । ଆପ୍ ସାଂସଦ ସଞ୍ଜୟ ସିଂହ ଗୃହ ଭିତରେ ଗୁଜରାଟର ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ କଥା ଉଠାଇଥିଲେ । ଏହି ସମୟରେ ତାଙ୍କ ବିରୋଧରେ ଗୃହରେ ନାରାବାଜି, ପେପର ଚିରି ଏହାକୁ ସ୍ପିକରଙ୍କ ଉପରକୁ ଫୋପାଡିବା ଅଭିଯୋଗ

ଏପିଜେ ଅବଦୁଲ କଲାମଙ୍କର ଆଜି ପୂଣ୍ୟତିଥି

୧୯୩୧ ମସିହା ଅକ୍ଟୋବର ୧ ତାରିଖରେ ତାମିଲନାଡୁ ରାମେଶ୍ୱରମ ଗାଁରେ ଏକ ମୁସଲମାନ ପରିବାରରରେ ଏପିଜେ ଅବଦୁଲ କଲାମ ଜନ୍ମଗ୍ରହଣ କରିଥିଲେ ।ମାଟ୍ରିକ ପରୀକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀ ସ୍ିତ ସେଣ୍ଟ ଯୋଶେଫ୍ କଲେଜରେ ନାଁ ଲେଖାଇôଲେ । ଏହାରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ

ଓଡିଶାରେ ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଆଉଟ୍ ଲେଟ୍ କାର୍ଯ୍ୟକ୍ଷମ

ଭାରତରେ ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍ ଯାନ ଗୁଡିକୁ (ଫେମ୍ ଇଣ୍ଡିଆ) ଦ୍ରୁତ ଗତିରେ ଗ୍ରହଣ କରିବା ଏବଂ ଏହା ଅଧିକ ପରିମାଣରେ ଉତ୍ପାଦନ ହେବା ଯୋଗୁଁ ପର୍ଯ୍ୟାୟ – ୨ରେ ସାର୍ବଜନିନ ପରିବହନ ନିମନ୍ତେ ଇଲେକ୍ଟ୍ରିକ୍ ଯାନବାହନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି । ତୈଳ

କାରଗିଲ ବିଜୟ ଦିବସ ଅବସରରେ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାରଗିଲ ବିଜୟ ଦିବସ ଅବସରରେ କାରଗିଲ ଠାରେ ଦେଶର ସୁରକ୍ଷା ପାଇଁ ଅଦମ୍ୟ ସାହସ ପ୍ରଦର୍ଶନ ସହ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି; “କାରଗିଲ ବିଜୟ

ଭାରତ ଓ ପାକିସ୍ତାନ ଦିନେ ଏକ ହୋଇଯିବେ!

ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ପଶ୍ଚିମ ଏବଂ ପୂର୍ବ ଜର୍ମାନୀ ଏକ ହୋଇପାରନ୍ତି, ତେବେ କାହିଁକି ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ଏକ ହୋଇପାରିବେ ନାହିଁ? ଏକ କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହା କହିଛନ୍ତି। ସେ ଦେଶର ବିଭାଜନକୁ ଦୁଃଖଦାୟକ ବୋଲି କହି

ଧୋନିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ଖଣ୍ଡପୀଠ କହିଛନ୍ତି, ଆମ୍ରପାଲୀ ଘର କ୍ରେତାଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯିବା ନିହାତି ଜରୁରୀ।ଆମ୍ରପାଲୀ ଗ୍ରୁପ୍‌ ସହ ୧୫୦ କୋଟି ଟଙ୍କାର ନେଣଦେଣ ମାମଲାରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଘର କ୍ରେତାକୁ ଆମ୍ରପାଲୀ

କାର୍ଗିଲ୍‌ ବିଜୟକୁ ପୂରିଲା ୨୩ ବର୍ଷ

ଆଜି କାରଗିଲ ବିଜୟ ଦିବସ । ପାକ ବିରୋଧରେ ସେନାର ବୀରତ୍ୱକୁ ମନେପକାଉଛି ସାରାଦେଶ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କାର୍ଗିଲ ଦିବସର ସ୍ମୃତିଚାରଣ କରିଛନ୍ତି । କହିଛନ୍ତି କାର୍ଗିଲ ବିଜୟ ଦୀପ ମା ’ଭାରତର ଗର୍ବ ଏବଂ ଗୈାରବର ପ୍ରତୀକ । ଏହି ଅବସରରେ ଦେଶର ସମସ୍ତ ସାହସୀ

ଦେଶରେ ୨୪ ଘଣ୍ଟାରେ ୧୪,୮୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶର ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ସାମନ୍ୟା ହ୍ରାସ ପାଇଛି। ଜୁଲାଇ ୧୬ ତାରିଖ ସକାଳ ସୁଦ୍ଧା ଦେଶରେ ୧୪,୮୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୬,୮୬୬। ସେହିପରି କରୋନା