Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
National
୨୦୨୨ରେ ଇପିଏଫଓରେ ୧୮.୩୬ଲକ୍ଷ ମୋଟ ସଦସ୍ୟ ଯୋଡି ହୋଇଛନ୍ତି
ଇପିଏଫଓର ନିୟମିତ ଭାବେ ଦରମା ପାଉଥିବା କର୍ମଚାରୀଙ୍କ ଅଗଷ୍ଟ ୨୦, ୨୦୨୨ ଦିନ ପ୍ରକାଶିତ ତଥ୍ୟ ଅନୁସାରେ ଜୁନ, ୨୦୨୨ରେ ଇପିଏଫଓରେ ୧୮.୩୬ଲକ୍ଷ ମୋଟ ସଦସ୍ୟ ଯୋଡି ହୋଇଛନ୍ତି । ଗତବର୍ଷ ମେ ୨୦୨୨ ହିସାବକୁ ଦେଖିଲେ ଯୋଡି ହୋଇଥିବା ମୋଟ ସଦସ୍ୟଙ୍କ ସଂଖ୍ୟା ଜୁନ, ୨୦୨୨ରେ ଶତକଡା ୯.୨୧ଭାଗ!-->!-->!-->…
ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍
ନୂଆ ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଛି ସିବିଆଇ । ସମସ୍ତ ବ୍ୟକ୍ତି ନାଁ ଉଲ୍ଲେଖ କରି ଏଫଆଇଆର ଦାଏର କରିଛି । ଏହି ସର୍କୁଲାର ଜାରି କରିବା ପରେ ମନୀଷ ସିସୋଦିଆ ଓ ଅନ୍ୟ ବ୍ୟକ୍ତିମାନେ ଦେଶ!-->…
୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି
ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ “ଆଜାଦି କି ଅମୃତ ମହୋତ୍ସବ” ପାଳନ କରୁଥିବାବେଳେ ‘ଜଳ ଜୀବନ ମିଶନ’ (ଜେଜେଏମ୍) ୧୦କୋଟି ଗ୍ରାମୀଣ ପରିବାରକୁ ପାଇପ ଯୋଗେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇ ଦେଇ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ।
୨୦୧୯ ଅଗଷ୍ଟ ୧୫ତାରିଖରେ!-->!-->!-->…
ଅବସର ନେବେ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ
ଭାରତୀୟ ମହିଳା କ୍ରିକେଟ୍ ଟିମର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ନିଜର ଅବସର ନେଇ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୨୪ ତାରିଖରେ ଲଡର୍ସ ଠାରେ ସେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଇଂଲଣ୍ଡ ସହ ଖେଳିବା ପରେ ଅବସର ନେବେ ବୋଲି କହିଛନ୍ତି । ଝୁଲଣ ଦୀର୍ଘ ୨୦ ବର୍ଷ ହେବ ଭାରତୀୟ ମହିଳା ଦଳରେ ସାମିଲ!-->…
ଟ୍ରେଣ୍ଡ ହେଉଛି ବୟକଟ୍ ଆମାଜନ
ସୋସିଆଲ ମିଡ଼ିଆ ସାଇଟ ଟ୍ବିଟରରେ #Boycott_Amazon ଟ୍ରେଣ୍ଡ ଚାଲୁଛି । ବହୁ ୟୁଜର୍ସ ଇ-କମର୍ସ ଓ୍ବେବସାଇଟରେ ରାଧା ଏବଂ କୃଷ୍ଣଙ୍କ ଏକ ପେଣ୍ଟିଂକୁ ନେଇ ଟାର୍ଗେଟ କରିଛନ୍ତି । ଲୋକମାନେ ଏହି ପେଣ୍ଟିଂକୁ ଅଶ୍ଳୀଳ କହୁଛନ୍ତି । ହିନ୍ଦୁ ଜନ ଜାଗୃତି ସମିତି ଏହି ଘଟଣାକୁ ନେଇ ଏକ ଏତଲା!-->…
ଦେଶର ଶ୍ରେଷ୍ଠ ପାଂଚ ବାହ୍ୟ ମଳମୁକ୍ତ ଗ୍ରାମ ରହିଥିବା ରାଜ୍ୟ ଭିତରେ ଓଡିଶା
ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ମିଶନ - ଗ୍ରାମୀଣ (ଏସ୍ବିଏମ୍ - ଜି) ଆଜି ଆଉ ଏକ ମାଇଲ୍ଖୁଂଟ ସ୍ଥାପନ କରିଛି । ୧୦୧୪୬୨ ଟି ଗ୍ରାମ ନିଜକୁ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଗ୍ରାମ ଭାବେ ଘୋଷିତ କରିଛନ୍ତି । ଏହି ଗ୍ରାମ ଗୁଡିକ ନିଜର ଅଧିକ ବାହ୍ୟ ମଳମୁକ୍ତ!-->…
ବର୍ଷାରେ ବେହାଲ ଉତ୍ତରାଖଣ୍ଡ
ବର୍ଷା ଏବେ ଭାରତର ଅନେକ ରାଜ୍ୟରେ ଉତ୍ପାତ କରୁଛି । ଲଗାଣ ବର୍ଷା ଓଡ଼ିଶା ସମେତ ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ ବେଗରେ ବର୍ଷୁଛି । ଉତ୍ତରାଖଣ୍ଡରେ ଅନେକ ରାସ୍ତା ଧୋଇଯାଇଥିବା ବେଳେ ଭୀଷଣ ଜଳପ୍ରବାହରେ ଭାସିଯାଇଛି ପୋଲ। ବାଦଲଫଟା ବର୍ଷା ଯୋଗୁ ଡେରାଡୁନ ସ୍ଥତି ସଙ୍ଗୀନ ହୋଇଛି। ବାଦଲ ଫଟା!-->…
ସିଶୋଦିଆ କହିଲେ, ସିବିଆଇ ଗିରଫ କରିପାରେ!
ସିବିଆଇ ରେଡ୍ର ୧୫ ଘଣ୍ଟା ପରେ ମୁହଁ ଖୋଲିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ । ସେ କହିଛନ୍ତି ଯେ, ସିବିଆଇ ରେଡ୍ରେ ସେ ଭୟଭୀତ ନୁହଁନ୍ତି । କିନ୍ତୁ ସିବିଆଇ ତାଙ୍କୁ ଗିରଫ କରିପାରେ । ଦିଲ୍ଲୀ ଅବକାରୀ ନୀତିରେ ଦୂର୍ନୀତି ହୋଇଥିବା ଅଭିଯୋଗ ପରେ ମନିଶ ସିଶୋଦିଆଙ୍କ!-->…
ମନ କି ବାତ ପାଇଁ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୮,୨୦୨୨ ପୂର୍ବାହ୍ନ ୧୧ଟା ବେଳେ ପ୍ରସାରିତ ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ପାଇଁ ଦେଶବାସୀଙ୍କ ଠାରୁ ବିଚାର ଓ ମତାମତ ଆହ୍ୱାନ କରିଛନ୍ତି । ମନ କି ବାତ ପାଇଁ ମତାମତ MyGov, Namo Appରେ ପଠାଇ ହେବ କିମ୍ବା!-->…
ରୋହିଙ୍ଗ୍ୟା ବେଆଇନ ବିଦେଶୀ
ରୋହିଙ୍ଗ୍ୟା ବେଆଇନ ବିଦେଶୀମାନଙ୍କ ସଂକ୍ରାନ୍ତରେ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ସଂକ୍ରାନ୍ତରେ ଏହା ସ୍ପଷ୍ଟ କରି ଦିଆଯାଇଛି ଯେ ନୂଆଦିଲ୍ଲୀର ବାକରୱାଲା ଠାରେ ରୋହିଙ୍ଗ୍ୟା ବେଆଇନ ପ୍ରବାସୀମାନଙ୍କୁ ଇଡବ୍ଲ୍ୟୁଏସ୍ ଫ୍ଲାଟ ଯୋଗାଇବା ପାଇଁ ଗୃହ ମନ୍ତ୍ରଣାଳୟ (ଏମଏଚଏ) କୌଣସି ନିର୍ଦ୍ଦେଶ!-->…