Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
National
‘ମନ୍ କି ବାତ୍’ରେ ସ୍ୱାଧୀନତା ଦିବସର ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପିଏମ୍ ମୋଦୀ କହିଛନ୍ତି ଯେ, ଅମୃତ ମହୋତ୍ସବ ଓ ସ୍ୱାଧୀନତା ଦିବସର ବିଶେଷ ଅବସରରେ ଆମେ ସମସ୍ତେ ଦେଶର ସାମୁହିକ ଶକ୍ତି ଦେଖିବାକୁ ପାଇଲେ । ଏତେ ବଡ ଦେଶ, ଏତେ!-->…
ସିଡବ୍ଲ୍ୟୁସି ବୈଠକ ଆଜି
ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଦଳ ଛାଡିବାର ଦିନକ ପରେ ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କଂଗ୍ରେସର ନେତୃତ୍ୱ ଉପରେ ଅସନ୍ତୁଷ୍ଟ ଥିବା ନେତାମାନେ (ଜି-୨୩) ଶନିବାର ତାଙ୍କୁ ନୂଆଦିଲ୍ଲୀସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି ।!-->…
ବିଜେପି ନେତ୍ରୀ ସୋନାଲୀ ଫୋଗଟ୍ ହତ୍ୟାକାଣ୍ଡ ଘଟଣା
ବିଜେପି ନେତ୍ରୀ ସୋନାଲୀ ଫୋଗଟ୍ ହତ୍ୟାକାଣ୍ଡ ଘଟଣାରେ ଜଣେ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଲାଗିଛି ପୋଲିସ । ହତ୍ୟାକାଣ୍ଡରେ ସଂପୃକ୍ତ ଆଉ ଜଣେ ଡ୍ରଗ୍ସ ଡିଲରକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ରାମା ନାମକ ଡ୍ରଗ୍ସ ଡିଲରକୁ ଗୋଆରୁ ଗିରଫ କରିଛି ପୋଲିସ । ଏଥି ସହିତ ସୋନାଲୀ!-->…
ଦଳୀୟ ବିଧାୟକଙ୍କୁ ଗୋଟିଏ ସ୍ଥାନକୁ ନେଲେ ହେମନ୍ତ ସୋରେନ
ଝାଡଖଣ୍ଡରେ ନିଜ ଦଳର ବିଧାୟକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଞ୍ଚି ଠାରେ ମୁଖ୍ୟମନ୍ତ୍ରୀଙ୍କ ଭବନରେ ବୈଠକ ପରେ ସମସ୍ତ ବିଧାୟକଙ୍କୁ ବସରେ ନେଇ ଏକ ସୁରକ୍ଷିତ ରିସୋର୍ଟକୁ ଯାଇଛନ୍ତି ହେମନ୍ତ ।
ହେମନ୍ତଙ୍କ ନିର୍ଦ୍ଦେଶରେ ଦଳର ସମସ୍ତ!-->!-->!-->…
ପାରାଦ୍ୱୀପରେ ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ
ପାରାଦୀପ ନୂଆବଜାର ନିକଟରୁ ଚାରିଜଣ ଯୁବକ ଆଶାକର୍ମୀଙ୍କୁ ଅପହରଣ କରି ନେବା ପରେ ଦୁଷ୍କର୍ମ କରିଥିବା ଆଦର୍ଶ ଥାନାରେ ଅଭିଯୋଗ ହୋଇଛି ।ପୀଡିତାଙ୍କ ଅଭିଯୋଗ ଅନୁସାରେ ଦିନ ୩ଟା ୪ଟା ଭିତରେ ୪ଜଣ ଯୁବକ ଏକ ନାଲି କାରରେ ମହିଳାଙ୍କୁ ଅପହରଣ କରି ନେହେରୁ ବଙ୍ଗଳା ନେଇ ଯାଇଥିଲେ ଏବଂ ସେଠାରେ!-->…
ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ କ୍ଲବ୍ ମାଲିକ ଗିରଫ
ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ଗୋଆର କର୍ଲି କ୍ଲବର ମାଲିକକୁ ଗିରଫ କରିଛି ପୋଲିସ। କ୍ଲବର ବାଥରୁମରୁ ଡ୍ରଗ୍ସ ଜବତ କରିଥିବା ପୋଲିସ କହିଛି କରିଛି ପୋଲିସ୍ । ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ୍, ସୁଖବିନ୍ଦର ସିଂ ,!-->…
ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ୟୁ. ୟୁ. ଲଳିତ
ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନ ପରିସରରେ ଏହି ଶପଥପାଠ ସମାରୋହ ଅନୁଷ୍ଠିତ ହୋଇଛି ।
https://twitter.com/ANI/status/1563393234461569024
ଦେଶର ୪୯ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଲଳିତ!-->!-->!-->!-->!-->…
ରାହୁଲଙ୍କ ପିଲାଳିଆମୀ କଂଗ୍ରେସକୁ ଅଡୁଆ: ଆଜାଦ
ନୂଆଦିଲ୍ଲୀ: କାହିଁକି ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ । କାହିଁକି ଏତେ ବର୍ଷ ପରେ ସମସ୍ତ ପଦରୁ ଇସ୍ତଫା ଦେଲେ? ଏହାର ଉତ୍ତର ନିଜେ ଦେଇଛନ୍ତ ଆଜାଦ । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଚିଠି ଲେଖିଛନ୍ତି ଆଜାଦ । କଂଗ୍ରେସ ସହିତ ୫୧ ବର୍ଷ ପୁରୁଣା ସମ୍ପର୍କ!-->…
ଜବରଦସ୍ତ ଡ୍ରଗ୍ସ ଦେଇ ସୋନାଲୀଙ୍କୁ ହତ୍ୟା କଲେ ଅଭିଯୁକ୍ତ!
ବିଜେପି ନେତ୍ରୀ ସୋନାଲୀ ଫୋଗଟ୍ଙ୍କୁ ହତ୍ୟା କରାଯାଇଛି । ଜବରଦସ୍ତ ତାଙ୍କୁ ଡ୍ରଗସ ଖାଇବାକୁ ଦେଇ ଅଭିଯୁକ୍ତ ହତ୍ୟା କରିଛନ୍ତି ବୋଲି ପୋଲିସ କହିଛି । ଗୋଆ ପୁଲିସର ପଚରାଉଚରା ବେଳେ ସୋନାଲି ଫୋଗାଟଙ୍କୁ ମୃତ୍ୟୁ ପୂର୍ବରୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା ବୋଲି ଜଣାପଡିଛି। ନାଇଟ ପାର୍ଟିରେ!-->…
ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଦଳକୁ ବିପଦ ନାହିଁ କହିଲେ କେଜରିଓ୍ବାଲ
ଆଜି ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲା ଆପ। ଦଳକୁ ଭାଙ୍ଗିବାକୁ ବିଜେପି ଚେଷ୍ଟା କରୁଥିବା ନେଇ ଆଲୋଚନା ହୋଇଥିଲା । ଗତକାଲି କେଜ୍ରିୱାଲଙ୍କ ବାସଭବନରେ ଆୟୋଜିତ ହୋଇଥିଲା ବୈଠକ । ଏହି ବୈଠକରେ ସାମିଲ ହୋଇଥିଲେ ୫୩ ଜଣ ବିଧାୟକ ।
ଏହି ଲୋଟସ୍ ଅପରେସନ୍ ଫେଲ!-->!-->!-->…