Browsing Category

National

ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଓଡ଼ିଶା ଗର୍ବିତ

ଭାରତୀୟ ଗଣତନ୍ତ୍ର ପାଇଁ ଦ୍ରୈାପଦୀ ମୁର୍ମୁ ଆଣିଛନ୍ତି ନୂଆ ଏକ ପରମ୍ପରା । ଭାରତ ଇତିହାସରେ ପ୍ରଥମ ଥର ଜଣେ ଅନୁସୂଚିତ ଜାତି ବର୍ଗର ମହିଳା ହୋଇଛନ୍ତି ରାଷ୍ଟ୍ରପତି । ଶ୍ରୀମତି ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ସାରା ଭାରତ ପାଇଁ ପ୍ରେରଣା ପାଲଟିଯାଇଛନ୍ତି । 15ତମ

ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ

ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ସମେସ୍ତ ଅଭିନନ୍ଦନ ଜଣାଇଛନ୍ତି । । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଥିବା ବେଳେ

 ଦ୍ରୈାପଦୀ ମୁର୍ମୁ ହେଲେ ରାଷ୍ଟ୍ରପତି

ଦ୍ରୈାପଦୀ ମୁର୍ମୁ ହୋଇଛନ୍ତି ରାଷ୍ଟ୍ରପତି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀମତୀ ଦ୍ରାୈପଦୀ ମୁର୍ମୁ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ପରେ ଦ୍ରୈାପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ ମହିଳା ରାଷ୍ଟ୍ରପତି ହୋଇଛନ୍ତି ।

ବିଶ୍ବର ୪ର୍ଥ ଶ୍ରେଷ୍ଠ ଧନଶାଳୀ ବ୍ୟକ୍ତି ହେଲେ ଗୌତମ ଅଦାନୀ

‘ଅଦାନୀ ଗ୍ରୁପ୍‌’ର ଅଧ୍ୟକ୍ଷ ଗୌତମ ଅଦାନୀ ବିଶ୍ବର ୪ର୍ଥ ଶ୍ରେ‌ଷ୍ଠ ଧନୀ ବ୍ୟକ୍ତି ହୋଇଛନ୍ତି । ‘ଦି ଫୋବ୍‌ସ୍‌’ ପତ୍ରିକାର ‘ରିୟଲ୍‌-ଟାଇମ୍‌ ବିଲିୟନାରିଜ୍‌’ ତାଲିକା ରେ ଏହା ପ୍ରକାଶପାଇଛି । ତାଙ୍କ ସମ୍ପତ୍ତିର ମୂଲ୍ୟ ୧୧୫. ୫ ବିଲିୟନ୍‌ ଡଲାର୍‌ ହୋଇଥିବା ବେଳେ ବିଲ ଗେଟ୍‌ସ୍‌ଙ୍କ

ଜିତୁଛନ୍ତି ଦ୍ରୈାପଦୀ : 540 ସାଂସଦଙ୍କ ସମର୍ଥନ

ରାଷ୍ଟ୍ରପତି ନିର୍ବାଚନର ସାଂସଦଙ୍କ ଭୋଟର ଫଳାଫଳ ଆସିଛି । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୨୦୮ ଭୋଟ୍ । ସମୁଦାୟ ଭୋଟ୍‌ରୁ ୧୫ଟି ଭୋଟ୍ ନାକଚ ହୋଇଥିବା ଜଣାପଡ଼ିଛି । ଏଥିରୁ ସ୍ପଷ୍ଟ

ଆଜି ଦେଶକୁ ମିଳିବେ ନୂତନ ରାଷ୍ଟ୍ରପତି

ଗୁରୁବାର ଅପରାହ୍ନ ୪ ଟା ସୁଦ୍ଧା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷିତ ହେବା ପରେ ଭାରତକୁ ନୂଆ ରାଷ୍ଟ୍ରପତି ମିଳିଯିବେ। ଭୋଟ ଗଣତି ଗୁରୁବାର ସକାକ ୧୧ଟାରୁ ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଜିତିବାକୁ ନେଇ ଆଶ୍ବସ୍ତ ଥିବା ବିଜେପି ବିଜୟର ସବୁପ୍ରକାର

ଇଡିରେ ହାଜର ହେଲେ ସୋନିଆ ଗାନ୍ଧୀ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଇଡିରେ ହାଜର ହୋଇଛନ୍ତି । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡି ସୋନିଆଙ୍କୁ ସମନ କରି ଆଜି ହାଜର ହେବାକୁ କହିଥିଲା । ଏହାପୂର୍ବରୁ ଏହି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜେରା କରିସାରିଛି ଇଡି । ରାହୁଲଙ୍କୁ ଇଡି ଜେରା

ଏହି ସାମଗ୍ରୀକୁ ଖୋଲା ବିକିଲେ ଲାଗିବନି ଜିଏସଟି

ବିରୋଧୀମାନେ ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି । ଦୋକାନରେ ବିକ୍ରି କରାଯାଉଥିବା ସ୍ଥାନୀୟ ସାମଗ୍ରୀ ଯାହା ପ୍ୟାକେଟ ନହୋଇ ବିକ୍ରି କରାଯାଉଛି ସେଥିରେ ଜିଏସଟି ଲାଗୁ ହେବନାହିଁ । ଯେଉଁଥିରେ ଲେବଲିଂ ହୋଇଛି ପ୍ୟକେଟିଂ ହୋଇଛି ତାହାକୁ କେବଳ ଜିଏସଟି ଲାଗିପାରିବ । କେନ୍ଦ୍ର

ଜୈବବିବିଧତାର ଉପଯୋଗ ସମ୍ପର୍କରେ ଭାରତ-ନାମିବିୟା ମଧ୍ୟରେ ବୁଝାମଣାପତ୍ର

ଭାରତ ସରକାର ଏବଂ ନାମିବିୟା ପ୍ରଜାତନ୍ତ୍ର ସରକାରଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଯୋଗ ନିମନ୍ତେ ଆଜି ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଅନୁସାରେ ଭାରତର ଐତିହାସିକ ରେଞ୍ଜ୍‌ରେ ଚିତାବାଘ

ଏନକାଉଣ୍ଟରରେ ୪ଗ୍ୟାଙ୍ଗଷ୍ଟର ସଫା

ପଞ୍ଜାବର ଅମୃତସର ଜିଲ୍ଲାର ଚିଚା ଭକନା ଗ୍ରାମରେ ପୁଲିସ ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ସମସ୍ତ ୪ଜଣ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ସାଧାରଣ ନାଗରିକ ଓ ୩ଜଣ ପୁଲିସକର୍ମୀ ଆହତ ହୋଇଥିବା ଜଣାପଡ଼ିଛି।ଏହା ସହ ଗ୍ରାମର ଲୋକଙ୍କୁ