Trending
- ନୂଆପଡ଼ା ଉପନିର୍ବାଚନ : ଦିନ ୧୧ଟା ସୁଦ୍ଧା ୩୨.୫୧ ପ୍ରତିଶତ ମତଦାନ
- ଭୁଟାନ ମାଟିରୁ ଦିଲ୍ଲୀ ବିସ୍ଫୋରଣକୁ ନେଇ ଏମିତି ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
- ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ୧ଟା ସୁଦ୍ଧା ବିହାରରେ ୪୭.୬୨% ମତଦାନ
- ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ – ଚାରି ଡ଼ାକ୍ତରଙ୍କ ଲୋମଟାଙ୍କୁରା କାର୍ଯ୍ୟ
- ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ
- ଆଜି ଭୋଟ ଦେଉଛନ୍ତି ନୂଆପଡାବାସୀ , ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର
- ଲାଲକିଲ୍ଲାରେ ଶକ୍ତିଶାଳୀ ବିସ୍ଫୋରଣ, 8 ମୃତ ଅନେକ ଲୋକ ଆହତ
- ବିହାର ବିଧାନସଭାର ନିର୍ବାଚନ : ମହିଳା ମତଦାତାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ
- ନିରବ ଅବଧି ସମୟରେ ନୂଆପଡ଼ାରେ ନିୟମର ଉଲ୍ଲଂଘନ କରିଛି ବିଜେପି – ନବୀନ
- ଆଜି ମାଣ୍ଡିଆ ଦିବସ
Browsing Category
National
ସୈନିକଙ୍କ ଗୌରବାର୍ଥେ ସୁପର ୨୫ ପ୍ରତିଯୋଗିତାକୁ ସେନା ସୁପର ୨୫ରେ ନାମକରଣ କରିବା ପାଇଁ ପରାମର୍ଶ
ଭାରତ ଉପରେ ବିଶ୍ୱ ଅନେକ ଅପେକ୍ଷା ରଖିଛି । ତେଣୁ ଯୁବଶକ୍ତି ନିଜ ଅଧିକାର ବିଷୟରେ ସଚେତନ ହେବା ବେଳେ ଏହି ବିଷୟକୁ ହୃଦୟଙ୍ଗମ କରନ୍ତୁ । ଦେଶ ପ୍ରତି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ବୁଝିବା ସହ ବୈଶ୍ୱିକ ସମସ୍ୟାକୁ ସମାଧାନ କରିବା ପାଇଁ ଅଧିକ ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେଇଛନ୍ତି!-->…
ବନ୍ଦ ହେବ ବେବି ପାଉଡର ବିକ୍ରି
ଜନସନ୍ ଆଣ୍ଡ ଜନସନ୍ କଂପାନି ଆସନ୍ତାବର୍ଷ ବେବି ପାଉଡର ବିକ୍ରିକୁ ବନ୍ଦ କରିବାକୁ ଯାଉଛି । ଏହାକୁ ନେଇ ବର୍ତ୍ତମାନ ଭାରତୀୟ ବଜାରରେ ଚର୍ଚ୍ଚା ଜୋର ଧରିଛି । ଆମେରୀକାରେ ହୋଇଥିବା ଗ୍ରାହକ ସୁରକ୍ଷା ମାମଲା କାରଣରୁ ଏହି ପ୍ରଡକ୍ଟର ବିକ୍ରିକୁ ବନ୍ଦ କରାଯିବ । କମ୍ପାନୀ ଆହୁରି ମଧ୍ୟ କହିଛି!-->…
ଟିଏମସି ନେତା ଅନୁବ୍ରତ ମଣ୍ଡଳ ଗିରଫ
ପଶ୍ଚିମବଂଗରେ ଇଡି ପରେ ସିବିଆଇ ଏବେ ମମତାଙ୍କ ଦଳ ପଛରେ ପଡିଛି । ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପରେ ଏବେ ଆଉ ଜଣେ ଟିଏମସି ନେତା ଜେଲ ଯାଇଛନ୍ତି । ତୃଣମୃଳ କଂଗ୍ରେସର ହାଇପ୍ରୋଫାଇଲ ନେତା ଅନୁବ୍ରତ ମଣ୍ଡଳଙ୍କୁ ଗୁରୁବାର ସକାଳୁ ଗିରଫ କରିଛି ସିବିଆଇ । ଗୋରୁ ଚାଲାଣ!-->…
ଦେଶରେ କୋଭିଡ୍-୧୯ ଦୈନିକ ସଂକ୍ରମଣ
ମୈାସୁମି ବର୍ଷା ପରେ ଦେଶରେ ଦୈନିକ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଏବେ ସାଢ଼େ୧୬ ହଜାର ଉପରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୫୬୧ କରୋନା ନୂତନ ସଂକ୍ରମଣ ଓ!-->…
ଫ୍ରାନସର ରାଫେଲ ମିଶନକୁ ଭାରତର ସହାୟତା
ପ୍ରଶାନ୍ତ ମହାସାଗରରେ ଫ୍ରାନସ ସାମରିକ ଅପରେସନ ଆରମ୍ଭ କରିଛି । ତେଣୁ ଏହାର ଏକ ଅଂଶ ଭାବରେ ତାମିଲନାଡୁର ଭାରତୀୟ ବାୟୁସେନା ସୁଲୁର କେନ୍ଦ୍ରରେ 3ଟି ରାଫେଲ ଅବତରଣ କରିଥିଲା । ଭାରତୀୟ ବାୟୁସେନା ଫ୍ରାନ୍ସ ସୈନ୍ୟବାହିନୀକୁ ସମସ୍ତ ପ୍ରକାର ସହାୟତା କରିଥିଲା । ଭାରତୀୟ ବାୟୁସେନା ସହ!-->…
୪୪ତମ ଚେସ ଅଲିମ୍ପିଆଡ ଆୟୋଜନ: ତାମିଲନାଡୁବାସୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇ ଠାରେ ୪୪ତମ ଚେସ ଅଲିମ୍ପିଆଡରେ କାଂସ୍ୟ ପଦକ ଜିତିଥିବା ଭାରତ ବି ଦଳ (ପୁରୁଷ) ଓ ଭାରତ ଏ ଦଳ (ମହିଳା)କୁ ଶୁଭେଚ୍ଛା ଜଣାଇଛନ୍ତି । ୪୪ତମ ଚେସ ଅଲିମ୍ପିଆଡ ଆୟୋଜନ କରି ବିଶ୍ୱକୁ ସ୍ୱାଗତ କରିବା ନିଜର ଉତ୍କୃଷ୍ଟ ସଂସ୍କୃତି ଓ ଆତିଥେୟତା!-->!-->!-->…
୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବଢ଼ିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା
୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ସହରାଞ୍ଚଳ (ପିଏମଏୱାଇ-ୟୁ) – ‘‘ସମସ୍ତଙ୍କ ପାଇଁ ଆବାସ’’ ଅଭିଯାନ । ଏ ସଂକ୍ରାନ୍ତରେ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ)ର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ!-->…
ଭାରତରେ ଚିତାଙ୍କ ସଂଖ୍ୟା ବୃଦ୍ଧି ପାଇଁ ଯୋଜନା
ସ୍ୱାଧୀନ ଭାରତରେ ବିଲୁପ୍ତ ହୋଇ ଯାଉଥିବା ଏକ ମାତ୍ର ବୃହତ୍ ମାଂସାଶୀ ପ୍ରାଣୀ, ଚିତାର ପୁନରୁଦ୍ଧାର କରିବା ନିମନ୍ତେ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଭାରତରେ କାର୍ଯ୍ୟକ୍ଷମ ଚିତା ଭୂସ୍ଥାନିକ ସଂଖ୍ୟା ଗଣନା (ମେଟାପପୁଲେସନ୍) ପ୍ରତିଷ୍ଠା କରିବ ଯାହା ଚିତାକୁ ଏକ ଶୀର୍ଷ!-->!-->!-->…
କୃଷକ ପରିବାରରୁ ଉପ ରାଷ୍ଟ୍ରପତି ହେଲେ ଜଗଦୀପ ଧନଖଡ
ଦେଶର ୧୪ ତମ ଉପ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ । ଆଜି ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଛନ୍ତି ।
https://twitter.com/VPSecretariat/status/1557639130200555520
ଏହି ଶପଥଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ରାମନାଥ!-->!-->!-->!-->!-->!-->!-->…
ସ୍ୱାଧୀନତା ଦିବସ ପୂର୍ବରୁ ଜମ୍ମୁ-କାଶ୍ମୀରରେ ଉରି ଭଳି ଆକ୍ରମଣ ପଣ୍ଡ ହୋଇଛି
ଉରି ଭଳି ଆକ୍ରମଣ ଉଦ୍ୟମ ପଣ୍ଡ କରିଛି ଭାରତୀୟ ସେନା । ସ୍ୱାଧୀନତା ଦିବସ ପୂର୍ବରୁ ଜମ୍ମୁ-କାଶ୍ମୀରର ପର୍ଗଲରେ ଉରି ଭଳି ଆକ୍ରମଣ ପଣ୍ଡ ହୋଇଛି । ଏଠିକାର ସେନା କ୍ୟାମ୍ପରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଉଗ୍ର ଗୁଳିବିନିମୟ ହୋଇ ୨!-->…