Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
National
ଆଜି ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ମତଦାନ
ଆଜି ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ମତଦାନ । ୮୯ ସିଟରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୭୮୮ ଜଣ ପ୍ରାର୍ଥୀ। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ୧୪ ହଜାର ୩୮୨ଟି ମତଦାନ କେନ୍ଦ୍ରରେ ନିଜର ମତ ସାବ୍ୟସ୍ତ କରିବେ ଜନତା । ପ୍ରଥମ ପର୍ଯ୍ୟାୟ ମତଦାନରେ ୨ କୋଟି!-->…
ଦେଶରେ ହ୍ରାସ ପାଇବ ତୈଳ ଦର
ଦେଶରେ ହ୍ରାସ ପାଇବ ତୈଳ ଦର । ଅଶୋଧିତ ତୈଳ ଦରରେ ହ୍ରାସ ହେତୁ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୪ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ଆନ୍ତର୍ଜାତୀୟ ବଜାରରେ ଜାନୁଆରୀରୁ ଅଶୋଧିତ ତୈଳ ଦର କମ୍ ରହିଛି । ବର୍ତ୍ତମାନ ଅଶୋଧିତ ତୈଳ ଦର ୮୧ ଡଲାରକୁ ଖସି ଆସିଛି । ସେହିପରି ଆମେରିକାରେ!-->…
ଏନଡିଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରବିଶ କୁମାର
ଏନଡିଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରବିଶ କୁମାର। ଗତକାଲି ଏନଡିଟିଭିର ବୋର୍ଡରୁ ଦୁଇ ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟ ଇସ୍ତଫା ଦେବା ପରେ ଆଜି ପ୍ରତିଷ୍ଠିତ ସାମ୍ବାଦିକ ରବିଶ କୁମାର ମଧ୍ୟ ଇସ୍ତଫା ଦେଇଛନ୍ତି । ଗତକାଲି ଏନଡିଟିଭିରୁ ପ୍ରଣୟ ରୟ ଏବଂ ତାଙ୍କ ପତ୍ନୀ!-->…
ଆଜି ବିଶ୍ୱ ଏଡସ ଦିବସ
ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡସ୍ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିବସ ପାଳନର ପ୍ରଥମ ଲକ୍ଷ୍ୟ ହେଉଛି ଏଡ଼ସକୁ ନେଇ ଲୋକ ମାନଙ୍କୁ ଜାଗରଣ କରିବା । ଏଡ଼ସର କାରଣ ହେଉଛି ଏଚଆଇଭି ( ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ) । ଏହା ଶରୀରର ଇମ୍ୟୁନ ସିଷ୍ଟମକୁ ଆକ୍ରମଣ କରିଥାଏ । ଏବଂ!-->…
ଗ୍ୟାଙ୍ଗଷ୍ଟର ଲିଙ୍କରେ ଏନଆଇଏ ଘନଘନ ରେଡ୍, ନିଜ ଏରିଆ ଛାଡି ଚାଲିଯାଉଛନ୍ତି ଗୁଣ୍ଡା
ଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲିଙ୍କରେ ଏନଆଇଏ ତାବଡ ତୋଡ ରେଡ୍ କରୁଛି । ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ ଓ ପଞ୍ଜାବରେ ଘନଘନ ଗୁଣ୍ଡାଙ୍କ ଘରେ ଚଢ଼ାଉ କରିଛି NIA ଟିମ୍ । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ବାଲା ମର୍ଡର କେସ୍, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବାର ସହ!-->…
ବିଶ୍ବର ପ୍ରଥମ ନାଜାଲ ଭାକ୍ସିନ ଇନକୋଭାକ
ବିଶ୍ବର ପ୍ରଥମ ନାଜାଲ ଭାକ୍ସିନ ଭାବେ ଇନକୋଭାକକୁ ମଞ୍ଜୁରୀ ଦେଇଛି ଆମେରିକା । ପୂର୍ବରୁ ଭାରତର ପ୍ରଥମ କୋଭିଡ ନାଜାଲ ଭାକ୍ସିନ ଭାବେ ଆସିଥିଲା ଇନକୋଭାକ । ଏହି ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଥିଲେ ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । କୋଭିଡ ସଂକ୍ରମିତ ଲୋକଙ୍କ କ୍ଷେତ୍ରରେ ଇନକୋଭାକର!-->…
ଆମ୍ ଆଦମୀ ପାର୍ଟିକୁ ଝଟକା,ଏଥର ବିଜେପି, କଂଗ୍ରେସ, ଆପ ମଧ୍ୟରେ ହେବ ଲଢ଼େଇ
ଗାନ୍ଧୀନଗର: ଆମ୍ ଆଦମୀ ପାର୍ଟିକୁ ନିର୍ବାଚନ ପୂର୍ବରୁ ଲାଗିଛି ଜୋରଦାର ଝଟକା। ଦଳରୁ ଇସ୍ତଫା ଦେଇଛନ୍ତି ଆଶାୟୀ ବିଧାୟକ ପ୍ରାର୍ଥୀ। ଗୁଜରାଟ କଚ୍ଛ ଜିଲ୍ଲା ଅବଡାସା ଆସନରୁ ଆପ୍ ଟିକେଟରେ ଲଢିଥାନ୍ତେ ବସନ୍ତ ବଲଜୀଭାଇ ଖେତାନୀ। ଟିକେଟ୍ ବି ଦେଇଥିଲା ଦଳ। ହେଲେ ହଠାତ୍ ଖେତାନୀ ଦଳରୁ ଇସ୍ତଫା!-->…
ମଦ୍ରାସାରେ କେବଳ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ମିଳିବ
ନୂଆଦିଲ୍ଲୀ: ମଦ୍ରାସାକୁ ଆଉ ମିଳିବନି ସ୍କଲାରସିପ୍ । ଏନେଇ କେନ୍ଦ୍ର ସରକାର ନେଇଛନ୍ତି ବଡନିଷ୍ପତ୍ତି । ଦେଶରେ ଥିବା ମଦ୍ରାସା ଗୁଡିକର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସ୍କଲାରସିପ ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ପୂର୍ବପରି ୯ମ ଓ!-->…
ଚୀନ୍ର ‘ଇଣ୍ଡିଆନ୍ ଓସେନ୍ ରିଜନ୍ ମିଟ୍’ରେ ଭାରତ ଅନୁପସ୍ଥିତ
ଚଳିତ ସପ୍ତାହରେ ଚୀନ୍ ଆୟୋଜନ କରିଥିବା ଭାରତ ମହାସାଗର ଅଞ୍ଚଳର ୧୯ଟି ରାଷ୍ଟ୍ରର ବୈଠକରେ ଭାରତର ଅନୁପସ୍ଥିତ ସ୍ପଷ୍ଟ ବାରି ହୋଇପଡ଼ିଛି।ଚୀନ୍ ବୈଦେଶିକ ମନ୍ତ୍ରାଳୟ ସହିତ ସମ୍ପୃକ୍ତ ଥିବା ‘ଦି ଚାଇନା ଇଣ୍ଟର୍ନ୍ୟାସ୍ନାଲ୍ ଡେଭ୍ଲପ୍ମେଣ୍ଟ୍ କୋଅପରେସନ୍ ଏଜେନ୍ସି’ (ସିଆଇଡିସିଏ)!-->…
‘ଜି୨୦’ର ଅଧ୍ୟକ୍ଷତା ଏକ ସୁଯୋଗ ଓ ଗୌରବର କଥା ବୋଲି ‘ମନ୍ କୀ ବାତ୍’ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ…
‘ଜି୨୦’ର ଅଧ୍ୟକ୍ଷତା ଆମ ପାଇଁ ଏକ ସୁଯୋଗ ଓ ଗୌରବର କଥା ବୋଲି ଆଜି ‘ମନ୍ କୀ ବାତ୍’ର ୯୫ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କହିଛନ୍ତି।
ସୁଦୂର ତେଲେଙ୍ଗାନାରୁ ଆସିଥିବା ଗୋଟାଏ ବିଶେଷ ଉପହାର ପ୍ରସଙ୍ଗ ଦର୍ଶାଇ ଆଜି ପ୍ରଧାନମନ୍ତ୍ରୀ ‘ମନ୍ କୀ ବାତ୍’!-->!-->!-->…