Trending
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
Browsing Category
National
ସରକାରଙ୍କ ବିମୁଦ୍ରାୟନ ନିଷ୍ପତ୍ତି ଠିକ୍ ଥିଲା ବୋଲି ସୁପ୍ରିମକୋର୍ଟଙ୍କ ରାୟ ଶୁଣାଇଛନ୍ତି
ନୂଆଦିଲ୍ଲୀ : ବିମୁଦ୍ରାୟନ ନିଷ୍ପତ୍ତି ଠିକ୍ ଥିଲା ବୋଲି ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ୨୦୧୬ ନଭେମ୍ବର ୮ରେ ଦେଶରେ କାର୍ଯ୍ୟକାରୀ କରାଯାଇଥିବା ବିମୁଦ୍ରାୟନ ନିଷ୍ପତ୍ତିକୁ ନେଇ ବିଭିନ୍ନ କୋର୍ଟରେ ମାମଲା ଥିଲା । ତାହାର ରାୟ ଆଜି ପ୍ରକାଶ ପାଇଛି । କୋର୍ଟ କହିଛନ୍ତି ଯେ ସରକାର…
୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସ ମଙ୍ଗଳବାରଠାରୁ ଆରମ୍ଭ
ନୂଆଦିଲ୍ଲୀ : ୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ମହାରାଷ୍ଟ୍ରର ରାଷ୍ଟ୍ରସନ୍ଥ ତୁକାଡୋଜୀ ମହାରାଜ ନାଗପୁର…
ରାଜସ୍ଥାନର ପାଲୀରେ ସୂର୍ଯ୍ୟନଗରୀ ଏକ୍ସପ୍ରେସ୍ର ୮ ବଗି ଧାରଣାଚ୍ୟୁତ
ଯୋଧପୁର: ରାଜସ୍ଥାନରେ ଯୋଧପୁର ଡିଭିଜନ୍ର ରାଜକିୟାୱାସ୍-ବୋମଦରା ସେକ୍ସନ୍ରେ ସୂର୍ଯ୍ୟନଗରୀ ଏକ୍ସପ୍ରେସ୍ର ୮ଟି ବଗି ଧାରଣାଚ୍ୟୁତ ହୋଇଛି। ବାନ୍ଦ୍ରା ଟର୍ମିନସ୍ରୁ ବାହାରିଥିବା ଉକ୍ତ ଟ୍ରେନ୍ ଯୋଧପୁର ଅଭିମୁଖେ ଯାତ୍ରା କରୁଥିଲା। ଫଳରେ 10 ଜଣ ଯାତ୍ରୀ ଆହତ ହୋଇଛନ୍ତି ।…
ଆଜିଠୁ ପୁଣି ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିବାକୁ ଯାଉଛି କେନ୍ଦ୍ର
କେନ୍ଦ୍ରର ନୂତନ ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନା ପୁଣି ଆଜିଠୁ ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଏହି ନୂତନ ଯୋଜନା ଅଧୀନରେ ଏନଏଫଏସଏ ଅନ୍ତର୍ଗତ 2023 ବର୍ଷ ପାଇଁ 81.35 କୋଟି ହିତାଧିକାରୀଙ୍କୁ ମାଗଣାରେ ଖାଦ୍ୟ…
ଦେଶବାସୀଙ୍କୁ ନୁଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ଆଜି ଇଂରାଜି ନବବର୍ଷ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ବର୍ଷ ୨୦୨୩ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।…
ମୃତ୍ୟୁ ପୂର୍ବରୁ ଭୁବନେଶ୍ବର ବି ଆସିଥିଲେ ରୁଷୀୟ ସାଂସଦ !
ଭୁବନେଶ୍ୱର : ଋଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ଉପୁଜିଛି । ଏହି ହାଇପ୍ରୋଫାଇଲ ମୃତ୍ୟୁ ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଥିବା ବେଳେ ଅନେକ ଗୁମର ଖୋଲିବାରେ ଲାଗିଛି। ରାୟଗଡ଼ାର ହୋଟେଲ୍ ସାଇ…
କୁହୁଡିର ମୁକାବିଲା ପାଇଁ ପୂର୍ବତଟ ରେଳପଥ ଦ୍ଵାରା ସ୍ଵତନ୍ତ୍ର ନିରାପତ୍ତା ଅଭିଯାନ
ନୂଆଦିଲ୍ଲୀ: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ରେଳ ସେକ୍ସନରେ ରାତ୍ରି ସମୟ ଠାରୁ ପ୍ରାତଃ କାଳ ସମୟରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ କରାଇବାକୁ ଏହାର କାର୍ଯ୍ୟଶକ୍ତିକୁ ପ୍ରସ୍ତୁତ ରଖିବା ସହ କୁହୁଡି ପ୍ରଭାବିତ…
କାର୍ ଦୁର୍ଘଟଣାରେ କ୍ରିକେଟର୍ ଋଷଭ ପନ୍ତ ଆହତ
ଆଜି ଉତ୍ତରାଖଣ୍ଡରୁ ରୁଡକି ଆସୁଥିବା ବେଳେ ସଡ଼କ ଡିଭାଇଡର୍ରେ କ୍ରିକେଟର ଋଷଭ ପନ୍ଥଙ୍କ କାର ଧକ୍କାଖାଇ କାର୍ରେ ନିଆଁ ଲାଗିଯିବାରୁ ଭାରତୀୟ କ୍ରିକେଟ୍ ଖେଳାଳି ଋଷଭ ପନ୍ତ ଆହତ ହୋଇ ଡାକ୍ତରଖାନାରେ ଅଛନ୍ତି । ପନ୍ତଙ୍କ କପାଳ ଓ ଗୋଡ଼ରେ ଆଘାତ ଲାଗିଛି। ଡାକ୍ତର କହିଛନ୍ତି ଯେ, ସମ୍ପ୍ରତି…
ମୋଦୀଙ୍କ ମା’ ହୀରାବେନ୍ ମୋଦୀଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍ ମୋଦୀଙ୍କ ପରଲୋକ ହୋଇଛି। ଅହମଦାବାଦର ୟୁଏନ୍ ମେହଟା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ମା’ଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।…
ଲୁଟେରାଙ୍କୁ ଟଙ୍କା ଦେଇ ସ୍ବାମୀ ହିଁ କରିଥିଲେ ହତ୍ୟା ଷଡ଼ଯନ୍ତ୍ର
କୋଲକତା: ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଲୁଟେରାକୁ ଟଙ୍କା ଦେଇଥିଲା ସ୍ବାମୀ । ଷଡ଼ଯନ୍ତ୍ର କରି ସ୍ତ୍ରୀକୁ ହତ୍ୟା କରିବା ପାଇଁ ଏପରି କରିଥିବା ତଦନ୍ତ ପରେ ଜଣାପଡିଛି । କିନ୍ତୁ ଖବର ଛପିଥିଲା ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଝାଡଖଣ୍ଡର ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି । ଝାଡଖଣ୍ଡର…