Trending
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
Browsing Category
National
ଜାମିନ ଆବେଦନ ଫେରାଇ ନେଲା ଶ୍ରଦ୍ଧା ହତ୍ୟାକାଣ୍ଡ ଅଭିଯୁକ୍ତ ଆଫତାବ୍
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଏବେ ପୁଣି ଚାଲାକି ଆରମ୍ଭ କରିଛି । ପ୍ରଥମେ ଜାମିନ ପାଇଁ ଆବେଦନ କରିବା ପରେ ଏବେ ଜାମିନ ଚାହୁଁନଥିବା କହିଛି । ନିଜ ପ୍ରେମିକାଙ୍କୁ ଖଣ୍ଡ ଖଣ୍ଡ କାଟି ଜଂଗଲରେ ଫିଙ୍ଗିଥିବା ଏହି ନୃଶଂସ ଅଫତାବ ନିଜ ଦୋଷ!-->…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ-୧୯ ପରିସ୍ଥିତିର ସମୀକ୍ଷା
ନିକଟରେ କେତେକ ଦେଶରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ବୈଠକରେ ଅଧ୍ୟକ୍ଷତା କରି ଦେଶରେ କୋଭିଡ-୧୯ ପରିସ୍ଥିତି, ଜନସ୍ୱାସ୍ଥ୍ୟ ପଦ୍ଧତି ଉପରେ ତୀକ୍ଷ୍ଣ ନଜର, ଏହାର ପରିଚାଳନା ଓ ନିରାକରଣ !-->…
ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଏଥର ମଧ୍ୟ ସ୍ଥାନ ପାଇବ ନାହିଁ
ଭୁବନେଶ୍ବର : ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଏଥର ମଧ୍ୟ ସାଧାରଣତନ୍ତ୍ର ଦିବସରେ ଦେଖାଯିବ ନାହିଁ । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବାର ସଂଭାବନା ଥିବା ବେଳେ ବିଚାରକ ମଣ୍ଡଳୀ ସଂଗୀତ ପାଇଁ ଏହାକୁ ଗ୍ରହଣ କରିନଥିବା ଜଣାପଡିଛି । ତେଣୁ ଏଥର ବି ଦିଲ୍ଲୀରେ ଓଡ଼ିଶାର!-->…
ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ଆରମ୍ଭ
ଢାକା: ଭାରତ ଓ ବାଂଲାଦେଶ ଆରମ୍ଭ ହୋଇଛି ଦ୍ବିତୀୟ ଟେଷ୍ଟ୍। ପ୍ରଥମ ଟେଷ୍ଟ୍କୁ ୧୮୮ ରନ୍ରେ ଜିତିବା ପରେ ଭାରତର ପଲା ଭାରି ରହିଛି । ପ୍ରଥମ ଟେଷ୍ଟ୍ ଭଳି ଦ୍ବିତୀୟ ଟେଷ୍ଟ୍ରେ ଭାରତର ବ୍ୟାଟସମ୍ୟାନଙ୍କର ପଲା ବି ଭାରି ରହିବ । ପ୍ରଥମ ଟେଷ୍ଟରେ ଚେତେଶ୍ବର ପୂଜାରା, ଶୁବମନ ଜିଲ୍,!-->…
ଦିନକୁ ୧୧୫ ଜଣ ଦିନ ମଜୁରିଆ ଓ ୬୩ ଜଣ ଗୃହିଣୀ ଆତ୍ମହତ୍ୟା କରୁଛନ୍ତି
ନୂଆଦିଲ୍ଲୀ: ଭାରତରେ ଆତ୍ମହତ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ପ୍ରତିଦିନ ଭାରତରେ ୧୧୫ ଜଣ ଦିନ ମଜୁରିଆ ଓ ୬୩ ଜଣ ଗୃହିଣୀ ଆତ୍ମହତ୍ୟା କରୁଥିବା ଜଣାପଡିଛି। ଏହି ତଥ୍ୟ ଦର୍ଶାଇଛି ଗତବର୍ଷ ଦେଶରେ ମୋଟ ୧ ଲକ୍ଷ ୬୪ ହଜାର ୩୩ ଜଣ ଆତ୍ମହତ୍ୟା କରିଛନ୍ତି। ନ୍ୟାସନାଲ କ୍ରାଇମ୍!-->…
ବିଶ୍ବ ଐତିହ୍ୟ ପ୍ରାରମ୍ଭିକ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ନଗରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ନଗରୀ ଗୁଜରାଟର ଐତିହାସିକ ବଡ଼ନଗର, ମୋଢ଼େରାର ସୂର୍ଯ୍ୟ ମନ୍ଦିର ଓ ତ୍ରିପୁରାର ପାହାଡ଼କାନ୍ଥରେ ଖୋଦିତ ସ୍ଥାପତ୍ୟ ସମେତ ଭାରତର ୩ଟି ନୂତନ ସାଂସ୍କୃତିକସ୍ଥଳୀ ‘ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳୀର ପ୍ରାରମ୍ଭିକ ତାଲିକାରେ ସ୍ଥାନ!-->…
ଦିଲ୍ଲୀ ସରକାରଙ୍କୁ ଲାଗିଛି ବଡ଼ ଝଟ୍କା
ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କୁ ଲାଗିଛି ବଡ଼ ଝଟ୍କା। ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସକ୍ସେନା ମଙ୍ଗଳବାର ମୁଖ୍ୟ ସଚିବଙ୍କୁ ଏକ ନିର୍ଦ୍ଦେଶ ଦେଇ ରାଜ୍ୟର ଶାସକ ଦଳ ଆମ୍ ଆଦ୍ମୀ ପାର୍ଟି (ଆପ୍)ଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ କହିଛନ୍ତି। ଆପ୍ର ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ!-->…
୩ ଲସ୍କର ଆତଙ୍କବାଦୀ ଏନକାଉଣ୍ଟରରେ ମୃତ
ଶ୍ରୀନଗର: ଭାରତୀୟ ସେନାର ଏନ୍କାଉଣ୍ଟରରେ ୩ ଲସ୍କର-ଏ-ତୋଇବା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସର୍ଚ ଅପରେସନ ପରେ ରାତିରୁ ଛକି ରହିଥିଲେ ସୁରକ୍ଷାକର୍ମୀ । ଆଜି ଭୋରୁ ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲା ମଞ୍ଝା ମାର୍ଗ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ!-->…
ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କଲେ ଜୟଶଙ୍କର
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅରୁଣାଚଳ ସୀମାରେ ଭାରତ-ଚାଇନା ସଂଘର୍ଷକୁ ନେଇ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ସେ ନିନ୍ଦା କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ କରିଥିବା!-->…
ତେଲେଙ୍ଗାନା କଂଗ୍ରେସରେ ସଙ୍କଟ, କଂଗ୍ରେସ କମିଟିରୁ ଦେଲେ ଇସ୍ତଫା
ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସରେ ବଡ଼ ଧରଣର ସୃଷ୍ଟିହୋଇଛି ସଙ୍କଟ। ଜୋର ଧରିଛି ଗୋଷ୍ଠୀ କନ୍ଦଳ। ରାଜ୍ୟ କଂଗ୍ରେସ କମିଟିରୁ ୧୨ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ନିକଟରେ ରାଜ୍ୟ କଂଗ୍ରେସ କମିଟିର ପୁନର୍ଗଠନ ହୋଇଥିବା ବେଳେ ବାହାର ଦଳର ନେତାଙ୍କୁ ଅଗ୍ରାଧିକାର ଦିଆଯାଉଥିବା ଅଭିଯୋଗ କରି!-->…