Trending
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
Browsing Category
National
ଇସ୍ରୋ ପକ୍ଷରୁ ସବୁଠୁ କ୍ଷୁଦ୍ର ରକେଟ ଲଞ୍ଚ
ନୂଆଦିଲ୍ଲୀ:ଇସ୍ରୋ ପକ୍ଷରୁ ସବୁଠୁ କ୍ଷୁଦ୍ର ରକେଟ ଲଞ୍ଚ କରାଗଲା । ଏହା ସବୁଠାରୁ କ୍ଷୁଦ୍ର ରକେଟ ଅଟେ ଏବଂ ଏହି ରକେଟଟି ୩ଟି ସାଟେଲାଇଟକୁ କକ୍ଷପଥରରେ ଉପଗ୍ରହକୁ ପହଁଚାଇବ । ଏସଏସଏଲବି-ଡି୨ ନିଜ ସହିତ ତିନୋଟି ସାଟେଲାଇଟକୁ ନେଇ ମହାକାଶରେ ଉଡାଣ ଭରିବ । ଯେଉଁଥିରେ ଆମେରିକାର କମ୍ପାନୀ…
ଫୋକସ୍ ରାଜ୍ୟ ଘୋଷଣା କର: ଭର୍ତ୍ତୃହରି
ଓଡ଼ିଶାକୁ ତିନି ବର୍ଷପାଇଁ ସ୍ବତନ୍ତ୍ର ଫୋକସ ରାଜ୍ୟ ରୂପେ ଘୋଷଣା କରାଯାଉ ଦାବି କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ବର୍ଷକୁ ବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି। ଆମର ଗୋଟିଏ ମାତ୍ର ଦାବି ହେଉଛି ଓଡ଼ିକୁ ତିନି ବର୍ଷ ପାଇଁ ସ୍ବତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା…
ତୁର୍କୀ, ସିରିୟାରେ ମୃତ୍ୟୁ ସଂଖ୍ୟା ୧୯ ହଜାର ଟପିଲା
ତୁର୍କୀ ଓ ସିରିୟାରେ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୧୯ ହଜାର ଟପିଯାଇଛି। କେବଳ ତୁର୍କୀରେ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସିରିୟାରେ ମୃତ୍ୟୁ ସଂଖ୍ୟା ୪ ହଜାର ଅତିକ୍ରମ କରିଛି। ତୁର୍କୀରେ ପ୍ରାୟ ୧,୮୦,୦୦୦ ଲୋକ ସେମାନଙ୍କ ଘରର ଭଗ୍ନାବଶେଷ ତଳେ ପୋତି ହୋଇ ରହିଛନ୍ତି…
ଭାରତରେ ଆରମ୍ଭ ହେଲା ଟୁଇଟର ପେଡ୍ ସବସ୍କ୍ରିପସନ ସେବା
ନୂଆଦିଲ୍ଲୀ : ଭାରତରେ ଆରମ୍ଭ ହେଲା ଟୁଇଟର ପେଡ୍ ସବସ୍କ୍ରିପସନ ସେବା । ଟୁଇଟର ବ୍ଲୁ-ଟିକ୍ ସର୍ଭିସ ପାଇଁ ୟୁର୍ଜସଙ୍କୁ ଦେବାକୁ ପଡ଼ିବ ୬୫୦ ଟଙ୍କା । ବ୍ଲୁ-ଟିକ ପାଇଁ ଓ୍ବେବ ୟୁଜର୍ସ ମାସକୁ ୬୫୦ ଟଙ୍କା ଓ ମୋବାଇଲ ୟୁଜର୍ସ ୯ଶହ ଟଙ୍କା ଦେବେ । ବାର୍ଷିକ ସବସ୍କ୍ରିପସନ ପାଇଁ ୟୁଜର୍ସଙ୍କୁ…
ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ
ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ । ନାଗପୁରରେ ଦିନ ୯ଟା ୩୦ରେ ପ୍ରଥମ ମ୍ୟାଚ । ନମ୍ବର ୱାନ ଅଷ୍ଟ୍ରେଲିଆ ଓ ନମ୍ବର ୨ ଭାରତ ଭିତରେ କଡା ମୁକାବିଲା ସମ୍ଭାବନା । ଏହି ସିରିଜରେ ଉଭୟ ଦେଶର ଖେଳାଳି ନିଜ ନାଁରେ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି…
ଏବେ ସୋସିଆଲ ମିଡିଆରେ ଜୋର ଧରିଛି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବିବାହ ଖବର
ଏବେ ସୋସିଆଲ ମିଡିଆରେ ଜୋର ଧରିଛି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବିବାହ ଖବର । କୀର୍ତ୍ତି ସେନନଙ୍କ ସହ ତାଙ୍କର ବିବାହକୁ ନେଇ ଚର୍ଚ୍ଚା ହେବା ପରେ ଏହାର ଜବାବ ରଖିଛନ୍ତି ପ୍ରଭାସଙ୍କ ଟିମ୍ ।ପ୍ରକୃତ କଥା ହେଉଛି ସାଉଥ୍ ସୁପରଷ୍ଟାର ଓ ବଲିଉଡ ଅଭିନେତ୍ରୀ କୀର୍ତ୍ତି ସେନନ୍ ଖୁବ ଶୀଘ୍ର ନିଜର…
ନୂଆ ବିବାହ କରିଥିବା ରାକ୍ଷୀ ଓ ଆଦିଲଙ୍କ ବିବାହ ଏବେ ରିସ୍କରେ
ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତଙ୍କ ଘରେ ହାଇଡ୍ରାମା। ରାକ୍ଷୀଙ୍କ ଘରର କଳି ଏବେ ବି-ଟାଉନ୍ର ହଟ୍ ଗସିପ୍ । ନୂଆ ନୂଆ ବିବାହ କରିଥିବା ରାକ୍ଷୀ ଓ ଆଦିଲଙ୍କ ବିବାହ ଏବେ ରିସ୍କରେ। ମାତ୍ର କିଛି ମାସର ବିବାହ ପରେ ରାକ୍ଷୀଙ୍କୁ ମାରପିଟ ତଥା ଧମକ ଦେବା ଅଭିଯୋଗରେ ବନ୍ଧା ହେଲେ ତାଙ୍କ ସ୍ୱାମୀ…
ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଆଗାମୀ ଫେବ୍ରୁଆରି ୧୦ ଓ ୧୧ ତାରିଖ ଦିନ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ଯିବେ ବୋଲି ରାଷ୍ଟ୍ରପତିଙ୍କ ସଚିବାଳୟର ‘ପର୍ସନାଲ୍ ସେଲ୍’ ଜାରି କରିଥିବା ଗସ୍ତ ସୂଚୀରୁ ଜଣାପଡ଼ିଛି।ଫେବ୍ରୁଆରି ୧୦ ତାରିଖ…
ଲଗାତାର ଷଷ୍ଠ ଥର ପାଇଁ ବଢ଼ିଲା ରେପୋ ରେଟ୍
ପୁଣି ବଢିବ ଇଏମଆଇ ସୁଧ ହାର । ମହଙ୍ଗା ହେବ ଋଣ । ପୁଣି ରେପୋ ରେଟ ବଢାଇଲା ଆରବିଆଇ । ବୁଧବାର ରେପୋ ରେଟ୍ ଶୂନ୍ୟ ଦଶମିକ ୨୫ ପ୍ରତିଶତ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟର ୬ ଦଶମିକ ୫ ପ୍ରତିଶତ ଛୁଇଁଛି । ରେପୋ ରେଟ ବଢିବା ଯୋଗୁଁ ହୋମ, ଅଟୋ ଏବଂ ବ୍ୟକ୍ତିଗତ ଋଣ ମହଙ୍ଗା…
ଭାରତକୁ ଋଷ ଦେବାକୁ ଯାଉଛି ଏସ୍-୪୦୦ ମିଜାଇଲ୍ ସିଷ୍ଟମର ତୃତୀୟ ରେଜିମେଣ୍ଟ୍
ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଭାରତକୁ ଋଷ ଦେବାକୁ ଯାଉଛି ଏସ୍-୪୦୦ ମିଜାଇଲ୍ ସିଷ୍ଟମର ତୃତୀୟ ରେଜିମେଣ୍ଟ୍ । ଗୋଟିଏ ରେଜିମେଣ୍ଟରେ ୮ଟି ଲଞ୍ଚର ରହିଥାଏ । ଅର୍ଥାତ୍ ୮ଟି ଲଞ୍ଚିଙ୍ଗ୍ ଟ୍ରକ୍ ଦିଆଯିବ । ଗୋଟିଏ ଟ୍ରକରେ ୪ଟି ଲଞ୍ଚର ଲାଗି ରହିଥାଏ । ଏଥିରେ ୪ଟି ଲେଖାଏଁ ମିଜାଇଲ୍ ରହିଥାଏ ।…