Browsing Category

National

ପାଟନାରେ ବିରୋଧୀ ଦଳର ମହାବୈଠକ: ବିଜେପିକୁ ହରାଇବାକୁ ରଣନୀତି

ପାଟନା:  ପାଟନାରେ ବିରୋଧୀ ଦଳର ମହାବୈଠକ । ବୈଠକରେ ବିଜେପି ଉପରେ ବର୍ଷିଛନ୍ତି ବିରୋଧୀ ନେତା । ବିଜେପିକୁ ଆଗାମୀ ନିର୍ବାଚନରେ ହରାଇବା ପାଇଁ ସମସ୍ତ କଳ ବଳ କୈାଶଳକୁ ଜୋର ଦେବାକୁ ନେତାମାନେ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶକୁ ବଞ୍ଚାଇବା…

ଆସାମରେ ବନ୍ୟା ଯୋଗୁ ଅଧିକାଂଶ ଜିଲ୍ଲା ଜଳମଗ୍ନ

ଦିସପୁର: ଆସାମରେ ବନ୍ୟା ସ୍ଥିତି ସଂଗୀନ । ଚାରିଆଡ଼େ ଜଳପ୍ରଳୟର ଚିତ୍ର । ବନ୍ୟା ଯୋଗୁ ଅଧିକାଂଶ ଜିଲ୍ଲା ଜଳମଗ୍ନ ହୋଇଥିବା ବେଳେ ପ୍ରାୟ ୫ ଲକ୍ଷ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବନ୍ୟା ଯୋଗୁ ୨୨ ଜିଲ୍ଲା ଅତ୍ୟଧିକ ପ୍ରଭାବିତ ହୋଇଛି । ସପ୍ତାହେ ଧରି ବନ୍ୟାସ୍ଥିତି ଲାଗି ରହିଥିବା…

ଆଜି ପାଟନାରେ ବିଗୋଟିଏ ମଞ୍ଚରେ ଏକାଠି ହେବେ ବିଜେପି ବିରୋଧୀ ଦଳ

ପାଟନା:  ଆଜି ପାଟନାରେ   ଗୋଟିଏ ମଞ୍ଚରେ ଏକାଠି ହେବେ ବିଜେପି ବିରୋଧୀ ଦଳ । ବିଜେପି ସରକାର ଅମଳରେ ଦେଶରେ ବେରୋଜଗାରୀ, ଦରବୃଦ୍ଧି, ସାମ୍ପ୍ରଦାୟିକ ବିଦ୍ବେଷ ଭାବ ବଢ଼ିଛି । ବୈଠକରେ ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀଙ୍କ ମୁଦ୍ଦା ଓ ବିଜେପି ବିରୋଧରେ ଏଜେଣ୍ଡା ପ୍ରସ୍ତୁତ କରାଯିବ…

ହ୍ବାଇଟ୍ ହାଉସରେ ମୋଦିଙ୍କୁ ଜୋରଦାର ସମ୍ବର୍ଦ୍ଧନା

ଓ୍ବାସିଂଟନ : ଆମେରିକା ଗସ୍ତର ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ୱାଶିଂଟନରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ୍ ଅନର ରେ ସମ୍ମାନିତ କରାଯାଇଥିଲା। ହ୍ଵାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ…

ବର୍ଷା ଯୋଗୁଁ ଆସାମରେ ବନ୍ୟା ଭଳି ସ୍ଥିତି

ଆସାମ:ଲଗାଣ ବର୍ଷା ଯୋଗୁଁ ଗତ କିଛିଦିନ ହେବ ଆସାମରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବନ୍ୟାଯୋଗୁଁ ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି । ୧ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୧୦୮ଟି ଗାଁର ୪୫ ହଜାର ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି । ରାସ୍ତା ଘାଟ, ଘର ଦ୍ୱାର ସବୁଆଡ଼େ ଖାଲି ପାଣି…

ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର କାର୍ଯ୍ୟକାଳକୁ ଆଜି କେନ୍ଦ୍ର ସରକାର ଏପ୍ରିଲ ୧୩, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ତିନି ମାସ ତଳେ ଟ୍ରିବ୍ୟୁନାଲଙ୍କ ଅବଧିକୁ କେନ୍ଦ୍ର ସରକାର ଏପ୍ରିଲ ୧୩, ୨୦୨୪ ପର୍ଯ୍ୟନ୍ତ…

ଆମେରିକାରେ ମୋଦିଙ୍କୁ ଭବ୍ୟ ସ୍ବାଗତ: ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ୍ବାସିଂଟନ ଡିସିରେ ଭବ୍ୟ ସ୍ବାଗତ କରାଯାଇଛି । ଆମେରିକା ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଛନ୍ତି ମୋଦି । ଆଜି ଗୁରୁତ୍ବପୂର୍ଣ୍ଣ ଆଲୋଚନା ରହିଛି ।  ଚତୁର୍ଦିବସୀୟ  ଆମେରିକା ଗସ୍ତ  ପ୍ରଧାନମନ୍ତ୍ରୀଙ୍କୁ ନ୍ୟୁୟର୍କରେ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ…

ମସ୍କ ଦେଲେ ସୂଚନା, ଟେସଲା ଭାରତ ଆସିବ

ନୂଆଦିଲ୍ଲୀ:  ଆମେରିକାରେ ମୋଦିଙ୍କ ସହ ଏଲୋନ ମସ୍କଙ୍କ ସାକ୍ଷାତ ପରେ ଭାରତ ଆସୁଛି ଟେସଲା । ନିଜେ ଟେସଲା ସିଇଓ ଏଲୋନ ମସ୍କ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଅବସରରେ ମସ୍କ, ମୋଦିଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଟେସଲା ଭାରତ ଆସୁଥିବା…

ନୀତିଶ କୁମାରଙ୍କୁ ବଡ ଝଟକା :ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା ଏବେ ଏନଡିଏରେ ସାମିଲ

ବିହାର ସରକାରରେ ସାମିଲ ଥିବା ଜିିତନରାମ ମାଞ୍ଝୀଙ୍କ ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା  ଏବେ ଏନଡିଏରେ ସାମିଲ ହୋଇଛି । ବୁଧବାର ଦିନ ଦିଲ୍ଲୀରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀ ଓ ତାଙ୍କ ପୁଅ ସନ୍ତୋଷ ସୁମନ ମାଞ୍ଝୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହି ଭେଟ ପରେ…

‘ଭାରତ ମାତା କି ଜୟ’ ନାରାରେ କମ୍ପିଲା ନ୍ୟୁୟର୍କ, ଯୋଗ ଦିବସ ପାଳିଲେ ମୋଦି

ୱାଶିଂଟନ୍‌: ମୋଦିଙ୍କୁ ଆମେରିକାରେ ଜୋରଦାର ସ୍ବାଗତ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯାଇ ନ୍ୟୁୟର୍କ ସହରରେ ପହଞ୍ଚିଛନ୍ତି । ଏହି ସମୟରେ ଭାରତୀୟ ପ୍ରବାସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ସହ ‘ମୋଦୀ-ମୋଦୀ’ର ନାରା ଦେଇଥିଲେ । ଜାତିସଂଘ…