Browsing Category

National

ହଜି ଯାଉଥିବା ଝିଅଙ୍କ କାହାଣୀ: ଦି କେରଳ ଷ୍ଟୋରି

ସରଳ ହିନ୍ଦୁ ଝିଅମାନଙ୍କୁ ଅପହରଣ କରାଯାଇ ତାଙ୍କ ବ୍ରେନ ଓ୍ବାସ କରାଯାଇ କିପରି ଆତଙ୍କବାଦୀ କାର୍ଯ୍ୟରେ ଲଗାଯାଉଛି ତାହା ହେଉଛି କେରଳ ଷ୍ଟୋରି । କେରଳରେ ଶହ ଶହ ହିନ୍ଦୁ ଝିଅଙ୍କୁ ପ୍ରତିଦିନ ଅପହରଣ କରାଯାଉଛି । ସେମାନଙ୍କ ଧର୍ମ ପରିବର୍ତନ କରାଯାଉଛି । ତାପରେ ତାଙ୍କ ବ୍ରେନ ଓ୍ବାସ କରାଯାଇ…

ରାମନବମୀ ହିଂସାର ଯାଞ୍ଚ କରିବ ଏନଆଇଏ

କୋଲକାତା: ପଶ୍ଚିମବଂଗରେ ଗତ ନିର୍ବାଚନଠାରୁ ହିଂସା ଥମିବାର ନା ଧରୁନାହିଁ  । ତେବେ   ରାମନବମୀ ଦିନ ହୋଇଥିବା ହିଂସାର ଯାଞ୍ଚ ପାଇଁ ହାଇକୋର୍ଟ  ଏନଆଇଏ କୁ ନିର୍ଦେଶ ଦେଇଛନ୍ତି  । ପଶ୍ଚିମବଙ୍ଗ  ହାଓ୍ବଡାରେ ରାମନବମୀ ସମାରୋହ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଟେକା ପଥର…

ଢ଼ିଲା ସୁରକ୍ଷା ପାଇଁ ମାଓବାଦୀ ନେଲେ ଯବାନଙ୍କ ଜୀବନ!

ଦାନ୍ତେଓ୍ବାଡା: ମାଓବାଦୀ ଅଞ୍ଚଳରେ ଯେମିତି ସତର୍କତା ଅବଲମ୍ବନ କରିବା କଥା ତାହା କରାଯାଇନାହିଁ । ଏହା ହିଁ ଛତିଶଗଡ଼ର ଦାନ୍ତେଓ୍ବାଡାରେ ମାଓବାଦୀ ଆକ୍ରମଣରେ ଯବାନ ସହିଦ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ସାରା ଦେଶରେ ଏହି ଘଟଣାକୁ ନିନ୍ଦା କରାଯାଇଥିବା ବେଳେ ଢ଼ିଲା…

ଦେଶରେ ପ୍ରଥମ ଥର ପାଇଁ ଗରିବ ଲୋକଙ୍କୁ ସୁରକ୍ଷା ସହିତ ସମ୍ମାନ ମଧ୍ୟ ମିଳିଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ତାଜ ପ୍ୟାଲେସରେ ହୋଟେଲରେ  ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଯେତେବେଳେ ନାଗରିକମାନେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏକ ସଂଖ୍ୟାଗରିଷ୍ଠତା ଏବଂ ସ୍ଥିରତା ସହ ଏକ ସରକାର ଚୟନ କରିଥିଲେ ସେତେବେଳେ ଏହା ଲୋକଙ୍କ ଜନାଦେଶର ପୃଷ୍ଠଭୂମି ଥିଲା ।…

ଯୋଗ ଏବଂ ଧ୍ୟାନ ଆଧୁନିକ ବିଶ୍ୱକୁ ପ୍ରାଚୀନ ଭାରତର ଉପହାର

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ୱାନ ଆର୍ଥ ୱାନ ହେଲ୍‍ଥ - ଆଡଭାନଟେଜ ହେଲ୍‍ଥ କେୟାର ଇଣ୍ଡିଆ ୨୦୨୩ କୁ ଉଦଘାଟନ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱରୁ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ…

ସୁଦାନରୁ ଆସି ଦିଲ୍ଲୀରେ ପହଁଚିଲେ ୩୬୦ ଜଣ ଭାରତୀୟ

ନୂଆଦିଲ୍ଲୀ: ସୁଦାନରୁ ଆସି ଦିଲ୍ଲୀରେ ପହଁଚିଲେ ୩୬୦ ଜଣ ଭାରତୀୟ । ସୁଦାନରେ ଗୃହଯୁଦ୍ଧରେ ଫସି ରହି ଭୟରେ ଜୀବନ କାଟୁଥିବା ଭାରତୀୟଙ୍କ ମଧ୍ୟରୁ ପ୍ରଥମ ଦଫାରେ କିଛି ଭାରତୀୟ ଉଦ୍ଧାର ହୋଇ ଦିଲ୍ଲୀରେ ଆସି ପହଁଚିଛନ୍ତି । ଦିଲ୍ଲୀରେ ପହଁଚିବା ପରେ ସେମାନେ ସୁଦାନରେ କିପରି କଷ୍ଟରେ ଜୀବନ…

ସୌରାଷ୍ଟ୍ର ତାମିଲ ସଙ୍ଗମମର ଉଦ୍‍ଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୌରାଷ୍ଟ୍ର ତାମିଲ ସଙ୍ଗମମର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଧ୍ୟାନ ଆକର୍ଷଣ କରିଥିଲେ ଯେ ଅତିଥି ସତ୍କାର କରିବା ଏକ ବିଶେଷ ଅଭିଜ୍ଞତା କିନ୍ତୁ…

ଟିବି ମୁକ୍ତ ଭାରତ ପାଇଁ ନିଜ ପକେଟ୍ ମନି ଦାନ କରିଛନ୍ତି ୭ ବର୍ଷୀୟା ନଳିନୀ

ପିଲାଦିନୁ ସମାଜକୁ ବାର୍ତା ଦେଇଛନ୍ତି କୁନି ଝିଅ ନଳିନୀ । ନିଜ ପିଲା ଖେଳ ବୟସରେ ସମାଜର କଥା ଚିନ୍ତା କରି ଦାନ କରିଛନ୍ତି ତାଙ୍କ ପକେଟ ମନି । ଏଥିପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା ମଧ୍ୟ କରାଯାଉଛି ।…

ମାଓବାଦୀଙ୍କ ଆକ୍ରମଣରେ ସହିଦ୍ ହେଲେ ୧୧ଜଣ ଯବାନ

ରାୟପୁର: ପୁଣି ମାଓବାଦୀଙ୍କ ଉତ୍ପାତ । ପୁଣି ଯାଇଛି ଯବାନଙ୍କ ଜୀବନ ।  ଛତିଶଗଡ଼ର ଦନ୍ତେୱାଡାରେ ମାଓବାଦୀମାନେ ପୁଣି ଖେଳିଛନ୍ତି ରକ୍ତରେ ହୋଲି । ମାଓବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୧୦ଜଣ ଯବାନଙ୍କ ସହ ଜଣେ ପୁଲିସ ଡ୍ରାଇଭର ସହିଦ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ…

ମନୀଷ ସିସୋଦିଆଙ୍କ ଅଡ଼ୁଆ ବଢ଼ୁଛି!

ନୂଆଦିଲ୍ଲୀ: ମଦ ଦୁର୍ନୀତିକୁ ନେଇ ଏବେ ସାରା ଦେଶରେ ଚର୍ଚା । କଟର ଇମାନଦାରୀ ଦଳ କୁହାଯାଇଥିବା ଆପ ଏବେ ମଦ ଦୁର୍ନୀତିରେ ଛନ୍ଦି ହୋଇଯାଇଛି । ହାଇକୋର୍ଟରେ ଜାମିନ ପାଇଁ ମନୀଷ ସିସୋଦିଆ ଗୁହାରି କରିଥିବା ବେଳେ ସିବିଆଇ କିନ୍ତୁ ମନିଷଙ୍କୁ ଜାମିନ ନଦେବା ପାଇଁ ବଳିଷ୍ଠ ଯୁକ୍ତି ରଖିଛି ।…