Trending
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
Browsing Category
National
ରିଲେ ରୁମ୍ ଷ୍ଟାଫଙ୍କ ତ୍ରୁଟି ଦୁର୍ଘଟଣାର ବଡ଼ କାରଣ
ବାହାନଗା : ରେଲଓ୍ବେ ସେଫ୍ଟି କମିଶନଙ୍କ ରିପୋର୍ଟରୁ ମିଳିଛି ସାଂଘାତିକ ତଥ୍ୟ । ରିଲେ ରୁମ୍ ଷ୍ଟାଫଙ୍କ ତ୍ରୁଟି ଦୁର୍ଘଟଣାର ବଡ଼ କାରଣ ବୋଲି ରିପୋର୍ଟରୁ ଜଣାପଡିଛି । ସିଗନାଲ ଓ ଟେଲି କମ୍ୟୁନିକେସନ ବିଭାଗର ତ୍ରୁଟି ଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଟ୍ରେନ୍ ଦୁର୍ଘଟଣାର ସିବିଆଇ…
ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି
ପୁରୀ: ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି । ଦ୍ବିପ୍ରହର ଧୂପ ନୀତି ପରେ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିବେ ମହାପ୍ରଭୁ । ମାଆ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଉଦ୍ଦେଶ୍ୟରେ ରସଗୋଲା ଭୋଗ କରାଯିବାର ପରମ୍ପରା ରହିଛି । ଗତକାଲି ମହାପ୍ରଭୁଙ୍କ ଅଧରପଣାର ଦିବ୍ୟଲୀଳା ଦେଖିବା…
ନିଆଁ ଲାଗି ଜଳିଗଲେ ୨୫ ଯାତ୍ରୀ
ମୁମ୍ବାଇ: ମହାରାଷ୍ଟ୍ର ବୁଲଧାନାରେ ବସ୍ରେ ନିଆଁ ଲାଗି ୨୫ ଜଣଙ୍କ ମୃତ୍ୟୁ ହୋଇଛି । ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍ବେରେ ବସ୍ରେ ହଠାତ ଲାଗିଥିଲା ନିଆଁ । ବସ୍ଟି ୩୩ ଜଣ ଯାତ୍ରୀଙ୍କୁ ନେଇ ନାଗପୁରରୁ ମୁମ୍ବାଇ ଅଭିମୁଖେ ଯାଉଥିଲା ବେଳେ ଘଟିଥିଲା ଦୁର୍ଘଟଣା । ବସର ଡ୍ରାଇଭର ସୁରକ୍ଷିତ…
ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲା ଆପ୍
ନୂଆଦିଲ୍ଲୀ : ଦିଲ୍ଲୀର ଆପ୍ ସରକାର ଏବଂ କେନ୍ଦ୍ର ସରକାର ମୁହାଁମୁହିଁ ଅବସ୍ଥାରେ । କେନ୍ଦ୍ର ସରକାରଙ୍କ ନିଯୁକ୍ତି-ବଦଳି ସଂକ୍ରାନ୍ତ ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଆପ ଏବେ ସୁପ୍ରିମକୋର୍ଟ ଯାଇଛି । ଦିଲ୍ଲୀ ଅଧ୍ୟାଦେଶକୁ ଆପ୍ ଅସାମ୍ବିଧାନିକ ଏବଂ ଏକଚାଟିଆ ବୋଲି କହିଛି। ଅରବିନ୍ଦ…
ଇସ୍ତଫା ଦେବେନି ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ
ବହୁ ବାଦ ବିବାଦ ପରେ ଇସ୍ତଫା ଦେବେନି ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ । ପ୍ରଥମରୁ ଇସ୍ତଫା ଦେବା ନେଇ ଚର୍ଚା ହେଉଥିଲା । ପରେ ସମର୍ଥକମାନେ ଏପରି ନକରିବାକୁ ଅନୁରୋଧ କରିଥିଲେ । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…
ରାହୁଲଙ୍କ ମଣିପୁର ଗସ୍ତକୁ ନେଇ ରାଜନୀତି
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମଣିପୁର ଗସ୍ତକୁ ନେଇ ବିବାଦ । ପୂର୍ବ ନିର୍ଧାରିତ ରାସ୍ତା ବଦଳାଇଥିବାରୁ ରାହୁଲଙ୍କ କନ୍ଭୟକୁ ବିଷ୍ଣୁପୁର ନିକଟରେ ମଣିପୁର ପୁଲିସ ଅଟକାଇଥିଲା। ସୁରକ୍ଷା କାରଣରୁ ପୁଲିସ ରାହୁଲଙ୍କ କନଭୟ ଅଟକାଇଥିବା କହିଛି। ତେବେ ରାହୁଲ ଏହାକୁ ନେଇ ବିରୋଧ…
ପାନ୍-ଆଧାର ସଂଯୋଗର ଶେଷ ତାରିଖ ଆଜି
ନୂଆଦିଲ୍ଲୀ : ଆଜି ପାନ୍-ଆଧାର ସଂଯୋଗର ଶେଷ ତାରିଖ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ପକ୍ଷରୁ ପାନ୍ ସହିତ ଆଧାର ନମ୍ବର ସଂଯୋଗର ଶେଷ ତାରିଖ ଜୁନ ୩୦ ରଖାଯାଇଛି। ଆପଣ ଯଦି ପାନ ସହ ଆଧାର ସଂଯୋଗ କରିନାହାଁନ୍ତି ତେବେ ଫାଇନ ଏକ ହଜାର ଟଙ୍କା ଦେଇ କରିନିଅନ୍ତୁ । ଆଜି ସୁଦ୍ଧା ଏହି…
କଂଗ୍ରେସକୁ ଚେତାବନୀ ଦେଲା ଫୋନ ପେ
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିଥିବା କଂଗ୍ରେସ ମଧ୍ୟପ୍ରଦେଶରେ ତାହାର ପୁନରାବୃତ୍ତି କରିବାକୁ ଅଣ୍ଟା ଭିଡିଛି। ଏଥିପାଇଁ କର୍ଣ୍ଣାଟକ ପରି ମଧ୍ୟପ୍ରଦେଶରେ ବି ଆରମ୍ଭ ହେଲାଣି ପୋଷ୍ଟର ୱାର । କର୍ଣ୍ଣାଟକରେ କଂଗ୍ରେସ ଫୋନ ପେ ଲୋଗୋ ଥିବା ପୋଷ୍ଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀ…
ରାହୁଲ ଗାନ୍ଧୀ ଦୁଇଦିନିଆ ମଣିପୁର ଗସ୍ତରେ
ମଣିପୁର:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଦିନିଆ ମଣିପୁର ଗସ୍ତରେ ଯାଇ ଇମ୍ଫାଲରେ ପହଂଚିଛନ୍ତି । ସେ ଗୁରୁବାର ସକାଳେ ଦିଲ୍ଲୀରୁ ବିମାନ ଯୋଗେ ମଣିପୁର ଗସ୍ତ କରିଥିଲେ । ୨୯ ଓ ୩୦ ତାରିଖ ଦୁଇଦିନ ଧରି ସେ ମଣିପୁରରେ ରହିଛି । ସେଠାରେ ସେ ଆଶ୍ରୟ ସ୍ଥଳରେ ଥିବା ହିଂସା ପୀଡିତଙ୍କ ସମସ୍ୟା…
ତ୍ରିପୁରା ରଥ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ତ୍ରିପୁରା: ତ୍ରିପୁରାର ଉନାକୋଟୀ ଜିଲ୍ଲାରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ରଥରେ ନିଆଁ ଲାଗି ୨ ଶିଶୁ ସମେତ ୬ ଜଣଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି।…