Trending
- ଆଜି ଠୁ ଭକ୍ତ ନିବାସରେ ଲାଗୁ ହେବ ହେବ ନୂଆ ପାର୍କିଂ ଫି
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
Browsing Category
National
ରୋଜଗାର ମେଳା ଅଧୀନରେ ୭୦,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ପୂର୍ବାହ୍ନ ୧୦: ୩୦ ମିନିଟ୍ରେ ନୂତନ ଭାବେ ନିଯୁକ୍ତ ବ୍ୟକ୍ତିବିଶେଷ ମାନଙ୍କୁ ପ୍ରାୟ ୭୦,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନିଯୁକ୍ତି ପାଇଥିବା ଲୋକ ମାନଙ୍କୁ…
ବାତ୍ୟା “ବିପର୍ଯ୍ୟୟ”ର ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକ
ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ର୍ରିକ ବାତ୍ୟା ଭୀଷଣ ଆକାର ଧାରଣ କରି ଗୁଜରାଟ ଉପକୂଳ ଆଡେ ମୁହାଁଇଛି । ‘ବିପର୍ଯ୍ୟୟ’ ନାମକ ଏହି ସାମୁଦ୍ରିକ ବାତ୍ୟାର ମୁକାବିଲା କରି କ୍ଷୟକ୍ଷତିକୁ କିପରି ଯଥା ସାଧ୍ୟ କମ୍ କରାଯାଇପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଏଠାରେ ଏକ…
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ୍ ପୋର୍ଟାଲ ତଥ୍ୟ ଗୋପନୀୟତା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ: କେନ୍ଦ୍ର…
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ୍ ପୋର୍ଟାଲ ତଥ୍ୟ ଗୋପନୀୟତା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା କେନ୍ଦ୍ର ସରକାର ପକ୍ଷରୁ କୁହାଯାଇଛି । ଦେଶରେ କୋଭିଡ ଟିକା ନେଇଥିବା ହିତାଧିକାରୀଙ୍କ ଗୋପନୀୟ ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ସହିତ ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ ନେଇ…
ଆମେରିକା ନ୍ୟୁଜର୍ସିସ୍ଥିତ ଏକ ରେସ୍ତୋରାଁରେ ଶୁଭାରମ୍ଭ ହେବ ‘ମୋଦୀଜୀ ଥାଳି’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ‘ମୋଦୀଜୀ ଥାଳି’ ଏବେ ଚର୍ଚାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ତାଙ୍କୁ ସମ୍ମାନ ଜଣାଇ ନ୍ୟୁଜର୍ସିସ୍ଥିତ ଏକ ରେସ୍ତୋରାଁ ବିଶେଷ ଭୋଜନ ଥାଳିର ଶୁଭାରମ୍ଭ କରିଛି । ସେଫ୍ ଶ୍ରୀପଦ କୁଲକର୍ଣ୍ଣିଙ୍କ…
ନ୍ୟାୟ ମାଗିଲେ ଯବାନ: ପତ୍ନୀଙ୍କୁ ଆକ୍ରମଣ ପରେ ସୁରକ୍ଷା ଉପରେ ଉଠାଇଲେ ପ୍ରଶ୍ନ
ଥିରୁଭାନ୍ନମଲାଇ: ତାମିଲନାଡ଼ୁର ଥିରୁଭାନ୍ନମଲାଇ ଜିଲ୍ଲାରେ ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ଅସଦବ୍ୟବହାର କରିବା ସହ କିଛି ଲୋକ ଆକ୍ରମଣ କରିଥିବା ଯବାନ ଅଭିଯୋଗ କରିଛନ୍ତି । ଯବାନ ପ୍ରଭାକରନଙ୍କ ସ୍ତ୍ରୀ କୀର୍ଥୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ଶନିବାର ୪୦…
ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମୁହାଁଇଛି ବିପର୍ଯ୍ୟୟ
ଗାନ୍ଧୀନଗର: ବିପର୍ଯ୍ୟୟ ପ୍ରଭାବରେ ଗୁଜରାଟରେ ୟେଲୋ ଆଲର୍ଟ । ସୌରାଷ୍ଟ୍ର-କଛ ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବରାରୁ ୟେଲୋ ଆଲର୍ଟ ଜାରି କରିଛି IMD । ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମୁହାଁଇଛି ବିପର୍ଯ୍ୟୟ । ଏହାର ପ୍ରଭାବରେ ଗୁଜରାଟର କଚ୍ଛ,…
ମଙ୍ଗୋଲିଆ ବିପକ୍ଷରେ ଭାରତ ୨-୦ ଗୋଲରେ ବିଜୟୀ
ଭୁବନେଶ୍ୱର: ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ । ମଙ୍ଗୋଲିଆ ବିପକ୍ଷରେ ଭାରତ ୨-୦ ଗୋଲରେ ବିଜୟୀ । ମ୍ୟାଚର ୧ ମିନିଟ ୧୫ ସେକେଣ୍ଡରେ ଭାରତ ପ୍ରଥମ ଗୋଲ ଦେଇଥିଲା । ୧୩ ମିନିଟ ୫୪ ସେକେଣ୍ଡରେ ଭାରତ ଦ୍ଵିତୀୟ ଗୋଲ ସ୍କୋର କରିଥିଲା । ମ୍ୟାଚର ଆରମ୍ଭରୁ ହିଁ ଭାରତୀୟ ଦଳ ମଙ୍ଗୋଲିଆ…
୫ଟି ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷ ବେଳକୁ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ମେଗା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପର୍ଯ୍ୟାୟ ଭିତ୍ତିରେ ଇଭିଏମ ଓ ପେପର ଟ୍ରେଲ ମେସିନଗୁଡ଼ିକର ଯାଞ୍ଚ କରୁଛି କମିଶନ ।…
ଜୁନ ୨୩ରେ ବିରୋଧୀ ମହାମେଣ୍ଟର ବୈଠକ: ବିଜେପିକୁ ହରାଇବା ହେବ ଲକ୍ଷ୍ୟ
ନୂଆଦିଲ୍ଲୀ: ବିଜେପିକୁ ହରାଇବାକୁ ସମସ୍ତ ବିରୋଧୀ ଏକଜୁଟ ହେବେ । ସାରା ଦେଶରେ ବିଜେପିକୁ ଜିତାଇନଦେବାକୁ ଏହି ବୈଠକ ଡକାଯାଇଛି । ଜୁନ ୨୩ରେ ବିରୋଧୀ ମହାମେଣ୍ଟର ବୈଠକର ହେବ ଶୁଭାରମ୍ଭ । ଅର୍ଥାତ ବିଜେପି ସହ ପ୍ରତିଦ୍ୱନ୍ଦିତା କରିବେ ଜଣେ ମିଳିତ ବିରୋଧୀ ପ୍ରାର୍ଥୀ। ୨୦୨୪ରେ ବିଜେପିକୁ…
ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା
ନୂଆଦିଲ୍ଲୀ: ପ୍ରାୟ ତିନି ଦଶନ୍ଧି ପରେ ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା। ମିସ୍ ୱାର୍ଲ୍ଡର ବହୁ ପ୍ରତୀକ୍ଷିତ ୭୧ତମ ସଂସ୍କରଣ ଚଳିତ ବର୍ଷ ନଭେମ୍ବରରେ ହେବ ବୋଲି ଆଶା କରାଯାଉଛି। ହେଲେ ଏପର୍ଯ୍ୟନ୍ତ ଅନ୍ତିମ ତାରିଖ ଜଣାପଡିନାହିଁ।ଭାରତ ଶେଷ ଥର ପାଇଁ ୧୯୯୬ରେ…