Trending
- ଯେଉଁମାନେ ପୂର୍ବରୁ ବାଘ କହୁଥିଲେ ସେମାନେ କାଗଜ ବାଘ ବୋଲି ପ୍ରମାଣିତ ହୋଇଛନ୍ତି -ପ୍ରୀତିରଞ୍ଜନ ଘଡ଼ାଇ
- ବିଜେଡିରେ ପୁଣି ହଲଚଲ ,କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି
- ଓଡ଼ିଶାରେ ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା
- ନିତିନ ନବୀନ ହେଉଛନ୍ତି ବସ୍ ଏବଂ ମୁଁ ଜଣେ ଦଳୀୟ କର୍ମୀ – ପ୍ରଧାନମନ୍ତ୍ରୀ ମୋଦୀ
- ତାଗିଦ୍ ପରେ ବି ଦୋକାନୀ ଶୁଣୁନାହାନ୍ତି – ବିଏମସି ମେୟର ସୁଲୋଚନା ଦାସ
- ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେଲେ ନୀତିନ ନବୀନ
- ଚିଲିକାରେ ଡଲଫିନ ଗଣନା ଆରମ୍ଭ, ଆଜିଠୁ ତିନିଦିନ ଧରି ଚାଲିବ ଗଣନା , ଡଙ୍ଗାଚଳାଚଳ ବନ୍ଦ
- ୟୁନିଟ୍-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା: ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଏମସି କମିଶନର ରଞ୍ଚଳ ରଣା
- ୟୁନିଟ-୧ ହାଟରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
- କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୮୯୧ .୩୯ କୋଟି ଟଙ୍କା ବିନିମୟରେ ୩ ହଜାର ୬୧୨ ଟି ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Browsing Category
National
ଏଲ1 ପଏଣ୍ଟରେ ପହଞ୍ଚିଲା ଆଦିତ୍ୟ ସାଟେଲାଇଟ୍
ନୂଆଦିଲ୍ଲୀ: ନୂଆବର୍ଷରେ ଇତିହାସ ରଚିଲା ଇସ୍ରୋ । ଆଦିତ୍ୟ ଏଲ-୧ ସାଟେଲାଇଟ ନିର୍ଦ୍ଧାରିତ L1 ପଏଣ୍ଟର ହେଲୋ ଅର୍ବିଟରେ ପହଞ୍ଚି ସାରିଛି । ଏବେ ଆଦିତ୍ୟ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି । ୨ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଆଦିତ୍ୟର ଯାତ୍ରା ଶେଷ ହୋଇଛି । ୪ ଶହ କୋଟି…
ଇଣ୍ଡିଗୋ ବିମାନରେ ମିଳୁଥିବା ଖାଦ୍ୟରୁ ବାହାରୁଛି କୀଟ
ଘରୋଇ ବିମାନ ଇଣ୍ଡିଗୋ ବିମାନରେ ଦିଆଯାଉଥିବା ଖାଦ୍ୟରେ କୀଟପତଙ୍ଗର ପଡିଥିବା ସମ୍ପର୍କରେ FSSAI ରୁ ଏକ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଖାଦ୍ୟ ସାମଗ୍ରୀ ସମ୍ପର୍କରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ANI ସମ୍ବାଦ ଅନୁଯାୟୀ, ଇଣ୍ଡିଗୋ…
ପିକନିକ୍ ବସକୁ ଧକ୍କା ଦେଲା ଟ୍ରକ୍ । ୧୪ ମୃତ
ଆସାମରେ ବଡ଼ ଧରଣର ଦୁର୍ଘଟଣା । ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ଫଳରେ ୧୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ମିନି ବସରେ ପିକନିକ ପାଇଁ ଯାଉଥିବାବେଳେ ଗୋଲଘାଟ ଜାତୀୟ ରାଜପଥ ଉପରେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି…
ଆମ ଦେଶ ଏବଂ ଏହାର ସଭ୍ୟତା ସର୍ବଦା ଜ୍ଞାନ ଉପରେ କେନ୍ଦ୍ରୀଭୂତ ହୋଇଛି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ତିରୁଚିରାପଲ୍ଲୀଠାରେ ଭାରତୀଦସନ ବିଶ୍ୱବିଦ୍ୟାଳୟର ୩୮ତମ ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇଥିଲେ । ସେ ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ…
ଲାକ୍ଷାଦ୍ୱୀପର ବିକାଶ ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ”: ମୋଦି
ଲାକ୍ଷାଦ୍ୱୀପର ବିକାଶ ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ" ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଲାକ୍ଷାଦ୍ୱୀପରେ ଥିବା ପ୍ରଚୁର ସମ୍ଭାବନା ବିଷୟରେ ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ ଏବଂ ସ୍ୱାଧୀନତା ପରେ ଲାକ୍ଷାଦ୍ୱୀପ ସମ୍ମୁଖୀନ ହୋଇଥିବା ଦୀର୍ଘ ଅବହେଳା ବିଷୟରେ…
୧୮ ଓ ୧୯ରେ ଆୟୋଜିତ ହେବ ଦୁଇ ଦିନିଆ ପ୍ରତିରକ୍ଷା ପେନସନ୍ ଅଭିଯୋଗ ଶିବିର
ଆସନ୍ତା ଜାନୁଆରୀ ୧୮ ଏବଂ ୧୯ ତାରିଖରେ ଭୁବନେଶ୍ବର ନୟାପଲ୍ଲୀ ବିଦ୍ୟୁତ ମାର୍ଗ ସ୍ଥିତ ୧୨୦ ବାଟାଲିୟନ କ୍ଷେତ୍ର, ଟିଏ ବାଟାଲିୟନ ଠାରେ ପ୍ରତିରକ୍ଷା ଲେଖା ପ୍ରଧାନ ନିୟନ୍ତ୍ରକ (ବାୟୁ ସେନା), ନୂଆଦିଲ୍ଲୀଙ୍କ ପକ୍ଷରୁ ଦୁଇ ଦିନିଆ ପ୍ରତିରକ୍ଷା ପେନସନ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ।…
ଗ୍ୟାଙ୍ଗଷ୍ଟାର ଗୋଲ୍ଡି ଆତଙ୍କବାଦୀ ଘୋଷିତ
ପଞ୍ଜାବର ପ୍ରଖ୍ୟାତ ଗାୟକ ସିଦ୍ଧୁ ମୋସେଓ୍ବାଲା ହତ୍ୟା ଘଟଣାରେ ଜଡିତ ଥିବା ଗୋଲ୍ଡି ଆତଙ୍କବାଦୀ ଘୋଷିତ। ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ବା UAPA ଅନୁସାରେ ଗୋଲ୍ଡିକୁ ଆତଙ୍କବାଦୀ ଘୋଷଣା କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ବେଆଇନ ଘୋଷିତ ଖଲିସ୍ତାନୀ ସଂଗଠନ ବାବର ଖଲସା ଇଣ୍ଟରନ୍ୟାସନାଲ…
ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ଇଂରାଜୀ ନବବର୍ଷ ୨୦୨୪ ଉପଲକ୍ଷେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବବର୍ଷ ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ନବବର୍ଷର ଆନନ୍ଦମୟ ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ଭାରତୀୟଙ୍କୁ ଆନ୍ତରିକ…
ସାରା ବିଶ୍ବ ପାଳିବ ଜିରୋ ନାଇଟ୍
ଘଡିରେ ଯେତେବେଳେ ୩ଟି କଣ୍ଟା ୧୨ ଉପରକୁ ଚାଲି ଆସିବ ସାରା ବିଶ୍ବ ପାଳିବ ଜିରୋ ନାଇଟ୍ ସେଲିବ୍ରସନ । ରଙ୍ଗୀନ ଆଲୋକକୁ ଆତସବାଜିରେ ନୂଆବର୍ଷକୁ ସ୍ବାଗତ କରିବେ ସମସ୍ତେ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଓଡ଼ିଶାରେ ବି ଜିରୋନାଇଟ୍ ସେଲିବ୍ରେସନକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ…
ଶ୍ରୀକୃଷ୍ଣଙ୍କ ଦ୍ୱାରିକା ନଗରୀରେ ହେବ
ଟୁରିଜିମ ସେକ୍ଟର ଦ୍ରୁତ ଭତିରେ ବୃଦ୍ଧି ପାଇଛି । କେବଳ ପୃଥିବୀ ଉପରେ ନୁହେଁ ବରଂ ଅନ୍ତରୀକ୍ଷକୁ ନେଇ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ଚାଲିଛି । ତେବେ ଏହି କ୍ଷେତ୍ରରେ ଆସିବାକୁ ଯାଉଛି ଆଉ ଏକ ବିରାଟ ପରିବର୍ତ୍ତନ । ଏବେ ପାଣି ତଳେ ମଧ୍ୟ ତିଆରି ହେବାକୁ ଯାଉଛି ଟୁରିଷ୍ଟ ଡେଷ୍ଟିନେଶନ ।…