Trending
- ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଟିଂ ଯୋଗୁଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଶ୍ବାସ ଆଜି ସଂକଟରେ-ରାଜ୍ୟ ମହିଳା ଆୟୋଗ
- ନିୟମିତ ହେଲା ଭୁବନେଶ୍ବର-ଧାନବାଦ୍ ଏବଂ ପୁରୀ-ପାଟନା ରେଳସେବା
- ବଜେଟ ଅଧବେଶନର ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି
- ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ୧୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
- ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ
- ନନ୍ଦନକାନନ ପାଇଁ ଖୁସି ଖବର,୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି ,ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼
- ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
Browsing Category
National
କୋରାପୁଟରେ ତିଆରି ହେବ ମିଗ୍ ବିମାନ ଇଞ୍ଜିନ୍
ବ୍ରହ୍ମୋସ୍ ସୁପରସୋନିକ କ୍ରୁଜ୍ ମିଶାଇଲ, ରାଡାର, ଓ୍ବିପନ୍ ସିଷ୍ଟମ, ମିଗ୍-୨୯ ଜେଟ୍ ବିମାନ ପାଇଁ ଏରୋ-ଇଞ୍ଜିନ୍ ସମେତ ୫ ପ୍ରତିରକ୍ଷା ସାମଗ୍ରୀ କ୍ରୟ ଲାଗି ଭାରତ ଶୁକ୍ରବାର ବିଭିନ୍ନ ସଂସ୍ଥା ସହ ୩୯,୧୨୫ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିଛି। ଏହି ସମସ୍ତ ପ୍ରତିରକ୍ଷା…
ଫାଷ୍ଟଟ୍ୟାଗ କେୱାଇସି ର ବଢିଲା ଡେଡଲାଇନ
ଫାଷ୍ଟଟ୍ୟାଗ କେୱାଇସିର ଶେଷ ତାରିଖ ପୁଣି ଥରେ ବଢାଯାଇଛି । ଫାଷ୍ଟଟ୍ୟାଗ କେୱାଇସି ଅପଡେଟ କରିବା ଲାଗି ଆଜି ଶେଷ ତାରିଖ ଥିଲା, ଯାହାକୁ ଜାତୀୟ ରାଜପଥ ପ୍ରାଧିକରଣ ବଢାଇଦେଇଛି । ବର୍ତ୍ତମାନ ମାର୍ଚ୍ଚର ମାସର ଶେଷ ତାରିଖ ପର୍ଯ୍ୟନ୍ତ ଫାଷ୍ଟଟ୍ୟାଗ କେୱାଇସି ଅପଡେଟ କରିପାରିବେ ।ପ୍ରାରମ୍ଭରୁ…
ରାମ ରହିମଙ୍କୁ ବାରମ୍ବାର ପାରୋଲ ପ୍ରଦାନ ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ କଠୋରତା ପ୍ରଦର୍ଶନ
ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ବାରମ୍ବାର ପାରୋଲ ପ୍ରଦାନ ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କଠୋରତା ପ୍ରଦର୍ଶନ କରିଛନ୍ତି। ଭବିଷ୍ୟତରେ କୋର୍ଟଙ୍କ ଅନୁମତି ବିନା ରାମ ରହିମଙ୍କୁ ପାରୋଲ ଦିଆଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ରାମ ରହିମଙ୍କ ପାରୋଲ…
ଅଶାନ୍ତ ହେଲାଣି ମଣିପୁର
ମଣିପୁରର ଜଣେ ଅତିରିକ୍ତ ଏସପିଙ୍କୁ ଅପହରଣ କରାଯିବାର ଗୋଟିଏ ଦିନ ପରେ ମଣିପୁର ପୋଲିସ କମାଣ୍ଡୋଙ୍କ ଏକ ଗୋଷ୍ଠୀ ବୁଧବାର ଇମ୍ଫାଲରେ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରି ଅସ୍ତ୍ରଶସ୍ତ୍ର ପକାଇଥିଲେ। ମଙ୍ଗଳବାର ପୋଲିସର ଅପରେସନ୍ ୱିଙ୍ଗରେ ନିୟୋଜିତ ଅତିରିକ୍ତ ଏସ୍ ପି ମୋଇରାଙ୍ଗଥେମା ଅମିତ…
ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଲେ ମୋଦୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଗସ୍ତ ପୂର୍ବରୁ ତାମିଲନାଡୁର ଥୋଥୁକୁଡିଠାରେ ପ୍ରାୟ ୧୭,୩୦୦ କୋଟି ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। କେବଳ ସେତିକି ନୁହେଁ ସେ ୧୦ ରାଜ୍ୟର ୭୫ଟି ଲାଇଟ୍ ହାଉସ୍ରେ ପର୍ଯ୍ୟଟନ ସୁବିଧା ମଧ୍ୟ ଉତ୍ସର୍ଗ କରିଛନ୍ତି।…
ଭୁବନେଶ୍ବରରେ ବିଲ ଗେଟସ୍
ଓଡ଼ିଶାରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟସ୍। ଆଜି ବିଲ ଗେଟସ୍ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗଦେବେ। ମାଆ ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିବେ। ଏହାସହ ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ…
ଭାରତ ନିିୟୋଜିତ କରିବ ମିଶାଇଲ
ଭାରତ ମହାସାଗରରେ ଚାଇନା ଏବଂ ପାକିସ୍ତାନର ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ଜଳରାଶିରେ ଥିବା ଉଭୟ ଦେଶକୁ ଏକ ପରାଜୟ ଦେବା ପାଇଁ ଭାରତୀୟ ସେନା ୫୦୦ କିଲୋମିଟର ଦୂର ଜଳମଗ୍ନ-ଲଞ୍ଚ କ୍ରୁଜ ମିସାଇଲ (SLCM) ପରୀକ୍ଷା କରିବାକୁ ଯାଉଛି। ବାୟୁ ଏବଂ ସ୍ଥଳ ତଥା…
ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ
ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ । ହିନ୍ଦୁମାନଙ୍କୁ ପୂଜାପାଠ ଜାରି ରଖିବାକୁ ଅନୁମତି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ସୋମବାର କୋର୍ଟ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାର ଏକ ଶୁଣାଣୀ କରି ମୁସଲିମ ପକ୍ଷଙ୍କ ଆବେଦନକୁ ଖାରଜ କରିଦେବା ସହ ବାରଣାସୀ କୋର୍ଟ ଦେଇଥିବା ରାୟକୁ କାଏମ…
ସମୁଦ୍ରରେ ବୁଡ଼ି ଦ୍ୱାରକା ନଗରୀର ଦର୍ଶନ କଲେ ମୋଦୀ
ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ସକାଳେ ପ୍ରଧାନମନ୍ତ୍ରୀ କୁଚ ଉପସାଗରରେ ଭାରତର ଦୀର୍ଘତମ କେବୁଲ ସେତୁ ସୁଦର୍ଶନ ସେତୁର ଉଦଘାଟନ କରିବା ପରେ ଦ୍ବାରକା ଯାଇ ସେଠାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଛନ୍ତି । ସମୁଦ୍ର ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ…
ରେଳ ଭିତ୍ତିିଭୂମି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ମୋଦୀ
ରେଳ ଷ୍ଟେସନ ଗୁଡ଼ିକରେ ବିଶ୍ୱସ୍ତରୀୟ ସେବା ଉପଲବ୍ଧ କରିବା ଦିଗରେ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଆଜି ୪୧ ହଜାର କୋଟି ମୂଲ୍ୟର ୨ ହଜାରରୁ ଅଧିକ ରେଳ ଭିତ୍ତିିଭୂମି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅମୃତ ଭାରତ ଷ୍ଟେସନ ଯୋଜନାରେ…