Trending
- ଯେଉଁମାନେ ପୂର୍ବରୁ ବାଘ କହୁଥିଲେ ସେମାନେ କାଗଜ ବାଘ ବୋଲି ପ୍ରମାଣିତ ହୋଇଛନ୍ତି -ପ୍ରୀତିରଞ୍ଜନ ଘଡ଼ାଇ
- ବିଜେଡିରେ ପୁଣି ହଲଚଲ ,କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି
- ଓଡ଼ିଶାରେ ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା
- ନିତିନ ନବୀନ ହେଉଛନ୍ତି ବସ୍ ଏବଂ ମୁଁ ଜଣେ ଦଳୀୟ କର୍ମୀ – ପ୍ରଧାନମନ୍ତ୍ରୀ ମୋଦୀ
- ତାଗିଦ୍ ପରେ ବି ଦୋକାନୀ ଶୁଣୁନାହାନ୍ତି – ବିଏମସି ମେୟର ସୁଲୋଚନା ଦାସ
- ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେଲେ ନୀତିନ ନବୀନ
- ଚିଲିକାରେ ଡଲଫିନ ଗଣନା ଆରମ୍ଭ, ଆଜିଠୁ ତିନିଦିନ ଧରି ଚାଲିବ ଗଣନା , ଡଙ୍ଗାଚଳାଚଳ ବନ୍ଦ
- ୟୁନିଟ୍-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା: ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଏମସି କମିଶନର ରଞ୍ଚଳ ରଣା
- ୟୁନିଟ-୧ ହାଟରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
- କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୮୯୧ .୩୯ କୋଟି ଟଙ୍କା ବିନିମୟରେ ୩ ହଜାର ୬୧୨ ଟି ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Browsing Category
National
ମୋ ପାଇଁ ଏହା ବ୍ୟତିଗତ କ୍ଷେତି, ପ୍ରଧାନମନ୍ତ୍ରୀ
ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଛତିଶଗଡର ଡୋଙ୍ଗରଗଡରେ ସମାଧି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପରଲୋକରେ ଭାବପ୍ରବଣ ହୋଇପଡିଛନ୍ତି। ସେ କହିଛନ୍ତି, ଗତ ବର୍ଷ ଶେଷରେ ସେ ଡୋଙ୍ଗରଗଡର ଚନ୍ଦ୍ରଗିରି ଜୈନ ମନ୍ଦିର ଗସ୍ତକୁ ଭୁଲି ପାରିବେ ନାହିଁ। ସେହି ସମୟରେ ସେ…
ତାମିଲନାଡୁରେ ଏନସିସି ଆର୍ମି ୱିଙ୍ଗ ସି-ସ୍ତରୀୟ ସାର୍ଟିଫିକେଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍
ନ୍ୟାସନାଲ କ୍ୟାଡେଟ କର୍ପସ (ଏନସିସି) ଆର୍ମି ୱିଙ୍ଗ ସି ସ୍ତରୀୟ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଲିକ୍ ହୋଇଛି। ଖବର ଅନୁଯାୟୀ ତାମିଲନାଡୁରୁ ପ୍ରଶ୍ନପତ୍ର ଲିକ୍ ହୋଇଛି। ଲିକ୍ ହୋଇଥିବା ପ୍ରଶ୍ନପତ୍ର ଗତକାଲି ଏବଂ ଆଜି ସାରା ଦେଶରେ ହେବାକୁ ଥିବା ପରୀକ୍ଷା ସହିତ ଜଡିତ।ଯେତେବେଳେ ପ୍ରଶ୍ନପତ୍ର…
ଗୁଲଜାର ଓ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର
ସଂସ୍କୃତ ବିଦ୍ୱାନ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଓ ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ପ୍ରଦାନ କରାଯିବ ୫୮ତମ ଜ୍ଞାନପୀଠ ପୁରସ୍କାର। ଶନିବାର ଜ୍ଞାନପୀଠ ଚୟନ କମିଟି ପକ୍ଷରୁ କରାଯାଇଛି ଏହି ଘୋଷଣା।
ଜ୍ଞାନପୀଠ ଚୟନ କମିଟି ଜାରି କରିଥିବା ବୟାନରେ କୁହାଯାଇଛି, ୨୦୨୩ ବର୍ଷ ପାଇଁ…
ବିମାନବନ୍ଦରରେ ମିଳିଲାନି ହ୍ୱିଲଚେୟାର
ମୁମ୍ବାଇ ବିମାନବନ୍ଦରରେ ଅବହେଳା ମାମଲା ସାମ୍ନାକୁ ଆସିଛି। ବାସ୍ତବରେ, ଏଠାରେ ଜଣେ ୮୦ ବର୍ଷ ବୟସ୍କ ଏୟାର ଇଣ୍ଡିଆ ଯାତ୍ରୀ ହ୍ୱିଲ ଚେୟାର ପାଇଁ ଅନୁରୋଧ କରିଥିଲେ, କିନ୍ତୁ ହ୍ୱିଲ ଚେୟାରର ଚାହିଦା ହେତୁ ତାଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା। ଏହା ଉପରେ ବ୍ୟକ୍ତି ପାଦରେ ଚାଲିବାକୁ…
ଆନ୍ଦୋଳନ ଡାକରା ଦେଲା କୃଷକ ସଙ୍ଗଠନ
ନୂଆଦିଲ୍ଲୀ: ଏମଏସପି ସମେତ ବିଭିନ୍ନ ଦାବିରେ ଅଟଳ ଚାଷୀ ଆଜି ସାରା ଦେଶରେ କରିବେ ଆନ୍ଦୋଳନ। ଗତକାଲି ୩ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, ନିତ୍ଯାନନ୍ଦ ରାୟ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ନେତାଙ୍କ ଆଲୋଚନା ପରେ ସମାଧାନର ସୂତ୍ର ବାହାରି ପାରିନଥିଲା। ବିଭିନ୍ନ କୃଷିପ୍ରଧାନ ରାଜ୍ୟରେ…
ଆସନ୍ତା କାଲି ଭାରତ ବନ୍ଦ !
ଦିଲ୍ଲୀରେ ଚାଲିଥିବା କୃଷକ ବିରୋଧ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଏବଂ ଏସକେଏମ ଫେବୃଆରୀ ୧୬ ରେ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି ।ଏହି ଧର୍ମଘଟ ମାଧ୍ୟମରେ ତାଙ୍କର ଲକ୍ଷ୍ୟ ରହିଛି କି କୃଷକଙ୍କ ସ୍ୱର ବୃଦ୍ଧି କରିବା, ଯାହାଦ୍ୱାରା ସରକାର ସେମାନଙ୍କ ଦାବି ପୂରଣ କରିବେ ।…
କୃଷକ ଆନ୍ଦୋଳନ ବେଳେ ୨୪ ଯବାନ ଆହତ
ବିଭିନ୍ନ ଦାବି ନେଇ ପଞ୍ଜାବ ଓ ହରିୟାଣାର କୃଷକମାନେ ‘ଦିଲ୍ଲୀ ଚଲୋ’ ନାରା ଦେଇ ଆଗକୁ ବଢ଼ୁଥିବା ବେଳେ ସେମାନଙ୍କୁ ପଞ୍ଜାବ-ହରିୟାଣାର ଶମ୍ଭୁ ବର୍ଡରେ ସୁରକ୍ଷା ବାହିନୀ ପକ୍ଷରୁ ରୋକା ଯାଇଥିଲା । ଆନ୍ଦୋଳନରେ ସାମିଲ ହୋଇଥିବା କୃଷକଙ୍କୁ ରୋକିବା ପାଇଁ ଗତ ୧୩ ତାରିଖ ଦିନ ପୋଲିସ ପକ୍ଷରୁ…
ଅଡୁଆରେ ରାମପୁର ଏମପି ଜୟାପ୍ରଦା,ଜାମିନ ବିହୀନ ୱାରେଣ୍ଟ ଜାରି
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଅଭିନେତ୍ରୀ ତଥା ରାମପୁର ଏମପି ଜୟାପ୍ରଦା ଅଡୁଆରେ ପଡ଼ିଛନ୍ତି। ଏଥର ମଧ୍ୟ ସେ ଶୁଣାଣି ପାଇଁ କୋର୍ଟରେ ପହଞ୍ଚି ନାହାନ୍ତି। ସପ୍ତମ ଥର ପାଇଁ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।
ପୂର୍ବତନ ଏମପିଙ୍କୁ ଗିରଫ କରିବା…
ଦିଲ୍ଲୀରେ ଏକ ମାସ ପାଇଁ ୧୪୪ ଧାରା ଲାଗୁ
ନୂଆଦିଲ୍ଲୀ: କୃଷକଙ୍କ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରା ଯୋଗୁଁ ଦିଲ୍ଲୀରେ ଏକ ମାସ ପାଇଁ ୧୪୪ ଧାରା ଲାଗୁ । ଦିଲ୍ଲୀ ପୁଲିସ ଏକ ମାସ ପାଇଁ ଜାତୀୟ ରାଜଧାନୀରେ କ୍ରିମିନାଲ ପ୍ରୋସିଜର କୋଡ୍ (ସିଆରପିସି)ର ଧାରା ୧୪୪ ଲାଗୁ କରିଛି। ୧୪୪ ଧାରା ଲାଗୁ ହେବା ଫଳରେ ରାଜଧାନୀରେ ସଭା, ଶୋଭାଯାତ୍ରା…
ନୀତିଶ ଜିତିଲେ ଆସ୍ଥା ଭୋଟ୍
ପାଟନା: ଆସ୍ଥା ଭୋଟରେ ନୀତିଶ କୁମାର ବିଜୟୀ ହୋଇଛନ୍ତି । ଆସ୍ଥା ଭୋଟରେ ୧୨୨ ଠାରୁ ଅଧିକ ୭ ଭୋଟ ପାଇଛନ୍ତି ନୀତୀଶ। ଗୃହରେ ନୀତୀଶଙ୍କୁ ମିଳିଥିଲା ୧୨୯ ଭୋଟ। ସରକାରଙ୍କ ନୀତିକୁ ବିରୋଧ କରି ବିରୋଧୀ ଦଳର ସମସ୍ତ ସଦସ୍ୟ କରିଥିଲେ କକ୍ଷତ୍ୟାଗ। ଆସ୍ଥା ଭୋଟ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ…