Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
National
ମୋଦି-ପୁଟିନ ବସିଥିବା ହ୍ବାଇଟ ଫର୍ଚୁନର୍ ଟ୍ରେଣ୍ଡ ବଢ଼ିଲା
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଦିନିଆ ଭାରତ ଗସ୍ତ ଅନେକ ଦୃଷ୍ଟିରୁ ଐତିହାସିକ ରହିଛି। ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମ ଭାଙ୍ଗି ପାଲମ୍ ବିମାନ ବନ୍ଦରରେ ପୁଟିନଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିବା ପରେ, ଉଭୟ ନେତା ଏକାଠି ଏକ ଧଳା ରଙ୍ଗର ଟୟୋଟା ଫର୍ଚୁନର୍…
ଭାରତ-ରୁଷ ବନ୍ଧୁତା ଅତୁଟ: ହାଇଦ୍ରାବାଦ୍ ହାଉସ୍ରେ ପୁଟିନ-ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି (ଶୁକ୍ରବାର) ଭାରତ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆରମ୍ଭ କରିଛନ୍ତି। ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦି କୂଟନୈତିକ ନିୟମକୁ ଅଣଦେଖା କରି ବିମାନ ବନ୍ଦରରେ ପୁଟିନଙ୍କୁ ଆଲିଙ୍ଗନ କରି…
ଡଲାର ତୁଳନାରେ ୯୦ ଟପିଲା ଟଙ୍କା
ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍ ପିଛା ରେକର୍ଡ ସର୍ବନିମ୍ନ ୯୦.୧୩ରେ ପହଞ୍ଚିଛି। ଏହା ପୂର୍ବରୁ ମଙ୍ଗଳବାର ଏହି ମୂଲ୍ୟ ୮୯.୯୪୭୫ ଥିଲା। ଅନିଶ୍ଚିତ ବାଣିଜ୍ୟ ଏବଂ ପୋର୍ଟଫୋଲିଓ ପ୍ରବାହ ସହିତ…
S-500 ପ୍ରଣାଳୀ S-400ର ପରବର୍ତ୍ତୀ ସଂସ୍କରଣ
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୩ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ରୁଷର ସର୍ବାଧୁନିକ S-500 ‘ପ୍ରୋମେଥିୟସ୍’ ବାୟୁ ପ୍ରତିରକ୍ଷା ପ୍ରଣାଳୀର ସମ୍ଭାବ୍ୟ ଚୁକ୍ତି ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି।
S-500 ଉନ୍ନତ…
ଆଜି ୨୩ତମ ଭାରତ-ରୁଷ୍ ଶିଖର ସମ୍ମିଳନୀ
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଠାରୁ ଦୁଇ ଦିନିଆ ଭାରତ ଗସ୍ତ କରିଛନ୍ତି। ସନ୍ଧ୍ୟାରେ ପୁଟିନ ସ୍ବତନ୍ତ୍ର ବିମାନ ଯୋଗେ ଆସି ନୂଆଦିଲ୍ଲୀର ପାଲାମ ଟେକ୍ନିକାଲ ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନବନ୍ଦରରେ ଉପସ୍ଥିତ ରହି ପୁଟିନଙ୍କୁ ସ୍ବାଗତ…
ଦିଲ୍ଲୀରେ ପହଞ୍ଚିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ସ୍ବାଗତ କଲେ ମୋଦୀ
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଗୁରୁବାର ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରରେ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି। ସାଧାରଣତଃ ପ୍ରଧାନମନ୍ତ୍ରୀମାନେ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ବିମାନ ବନ୍ଦରରେ ପାଛୋଟି ନେବାର ନିୟମ ନ…
ଜମ୍ମୁ କାଶ୍ମୀର ଗୁଲମାର୍ଗର ହାଇ ଆଲ୍ଟିଚ୍ୟୁଡ୍ ୱାରଫେୟାର ସ୍କୁଲର କମାଣ୍ଡାଣ୍ଟ ଭାବେ ନିଯୁକ୍ତ ହେଲେ ମେଜର ଜେନେରାଲ…
ଗୁଲମାର୍ଗ ,ଜମ୍ମୁ ଓ କାଶ୍ମୀର: ଭାରତୀୟ ସେନା ବାହିନୀର ଜଣେ ଅଭିଜ୍ଞ ଅଧିକାରୀ ମେଜର ଜେନେରାଲ ପୁନିତ ଡୋଭାଲଙ୍କୁ ଗୁଲମାର୍ଗସ୍ଥିତ ପ୍ରତିଷ୍ଠିତ ହାଇ ଆଲ୍ଟିଚ୍ୟୁଡ୍ ୱାରଫେୟାର ସ୍କୁଲ (HAWS)ର ନୂତନ କମାଣ୍ଡାଣ୍ଟ ଭାବରେ ନିଯୁକ୍ତ କରାଯାଇଛି। ମେଜର ଜେନେରାଲ ଡୋଭାଲ ଆନୁଷ୍ଠାନିକ ବାଟନ…
୨୦୦ ବର୍ଷର ରେକର୍ଡ ଭାଙ୍ଗିଲେ ୧୯ ବର୍ଷର ଯୁବକ ଦେବବ୍ରତ ରେଖେ
ବନାରସ : ବେଦ ପାଠ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ମହାରାଷ୍ଟ୍ରର ଅହିଲ୍ୟାନଗରର ୧୯ ବର୍ଷ ବୟସ୍କ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ ଶୁକ୍ଳ ଯଜୁର୍ବେଦର ସର୍ବୋଚ୍ଚ ଏବଂ ସବୁଠାରୁ କଠିନ ପାଠ ଶୈଳୀ 'ଦଣ୍ଡକ୍ରମ ପାରାୟଣ'କୁ ସଫଳତାର ସହ ସମ୍ପୂର୍ଣ୍ଣ କରି ଇତିହାସ ସୃଷ୍ଟି…
ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଉପ ନିର୍ବାଚନରେ ବିଜେପିର ବାଜିମାତ୍
ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଉପ ନିର୍ବାଚନରେ ବିଜେପିର ବାଜିମାତ୍ । ମୋଟ ୧୨ଟି ଓ୍ୱାର୍ଡରୁ ବିଜେପି ପ୍ରାର୍ଥୀ ୭ଟିରେ ବିଜୟ ହାସଲ କରିଛନ୍ତି । ଅନ୍ୟ ଦିଗରେ ବିରୋଧୀଙ୍କ ଖାତାକୁ ୫ଟି ଓ୍ୱାର୍ଡ ଯାଇଛି ।
ସୂଚନାନୁସାରେ, ନଭେମ୍ବର ୩୦ ତାରିଖରେ ଦିଲ୍ଲୀ ମହାନଗର ନିଗମ ପାଇଁ ଭୋଟ୍…
ଆଇଏସ୍ଆଇ ପାଇଁ ଗୁପ୍ତଚର ବୃତ୍ତି ଅଭିଯୋଗରେ ପଞ୍ଜାବର ଯୁବକ ଗିରଫ: ରାଜସ୍ଥାନ CID ଇଣ୍ଟେଲିଜେନ୍ସର ବଡ଼ ସଫଳତା
ଜୟପୁର, ଡିସେମ୍ବର ୨: ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍ଆଇ (ISI) ପାଇଁ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ରାଜସ୍ଥାନ CID ଇଣ୍ଟେଲିଜେନ୍ସ ସୋମବାର ଦିନ ଜଣେ ଯୁବକକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ପ୍ରକାଶ ସିଂ ଓରଫ୍ ବାଦଲ। ସେ ପଞ୍ଜାବର ଫିରୋଜପୁରର ବାସିନ୍ଦା।…