Trending
- କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୮୯୧ .୩୯ କୋଟି ଟଙ୍କା ବିନିମୟରେ ୩ ହଜାର ୬୧୨ ଟି ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
- ବିଜେପିର ନୂଆ ସାରଥୀ ହେବେ ନୀତିନ ନବୀନ: ପ୍ରଥମ ଯୁବ ସଭାପତି ଭାବେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ନିଶ୍ଚିତ
- ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ ଟି ବିଦେଶାଗତ ପକ୍ଷୀ
- ଆଜି ଠୁ ଭକ୍ତ ନିବାସରେ ଲାଗୁ ହେବ ହେବ ନୂଆ ପାର୍କିଂ ଫି
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
Browsing Category
National
ଆନ୍ଧ୍ରପ୍ରଦେଶରେ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଆରମ୍ଭ
ଆନ୍ଧ୍ରପ୍ରଦେଶରେ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଗଷ୍ଟ ୧୫ରୁ ମହିଳାଙ୍କ ପାଇଁ ରାଜ୍ୟ ଟ୍ରାନ୍ସପୋର୍ଟର ବସ୍ଗୁଡ଼ିକରେ ମାଗଣା ଯାତ୍ରା ଲାଗି ଘୋଷଣା କରିଛନ୍ତି।ରିପୋର୍ଟ ମୁତାବକ, ଏହି ଯୋଜନା ଆନ୍ଧ୍ରପ୍ରଦେଶ ରାଜ୍ୟ ସଡ଼କ…
ଆସାମରେ ଲାଗୁ ହେବ ସଂଶୋଧିତ ନାଗରିକତ୍ୱ ଆଇନ ବା ସିଏଏ
ଆସାମରେ ଲାଗୁ ହେବ ସଂଶୋଧିତ ନାଗରିକତ୍ୱ ଆଇନ ବା ସିଏଏ । ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଯେଉଁମାନେ ୨୦୧୫ ପରେ ଆସାମକୁ ଆସିଛନ୍ତି ସେମାନଙ୍କୁ ବିଦା କରାଯିବ । ଯେଉଁମାନେ ୨୦୧୫ ପୂର୍ବରୁ ଆସାମକୁ ଆସିଛନ୍ତି ସେମାନଙ୍କୁ ନାଗରିକତା ପାଇଁ ଆବେଦନ କରିବାକୁ…
ଭାରତ ରୁଷ୍ ସମ୍ପର୍କକୁ କାହିଁକି ନଜର ରଖୁଛି ଆମେରିକା ?
ଭାରତ ରୁଷ ସହିତ ନିଜର ସଂପର୍କକୁ ରୁଷ ଯୁକ୍ରେନ ବିବାଦକୁ ସମାପ୍ତ କରିବାକୁ ବ୍ୟବହାର କରୁ ବୋଲି ଆମେରିକାର ବିବୃତ୍ତି । ରୁଷ୍ ସହିତ ଭାରତର ଦୀର୍ଘ ଦିନର ସମ୍ପର୍କକୁ ବ୍ୟବହାର କରିବାକୁ ଆମେ ଉତ୍ସାହିତ କରିଛୁ ଏବଂ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ବେଆଇନ ଯୁଦ୍ଧ ବନ୍ଦ କରିବାକୁ ଏବଂ ଏକ…
କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ
ଗତକାଲି ରାତିରେ ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାର ଏକ ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସେନାର ୪ ଜଣ ଯବାନ ସହିଦ ହୋଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏହି ଖବର ଦେଇଛି। ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଜଣେ ଅଧିକାରୀଙ୍କ ସମେତ ଭାରତୀୟ ସେନାର ୪ ଜଣ…
ଓଲିଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି
କେ.ପି ଶର୍ମା ଓଲିଙ୍କୁ ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ସୋମବାର ସେ ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି।ନେପାଳର ନୂତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ଅଭିନନ୍ଦନ…
କେଦାରନାଥରୁ ୨୨୮ କିଲୋ ସୁନା ନିଖୋଜ
କଦୋରନାଥ ମନ୍ଦିର କରାଯିବାକୁ ନେଇ ଦେଶରେ ଅନେକ ସ୍ଥାନରେ ବିରୋଧ ହେଉଛି । ବର୍ତ୍ତମାନ ଜ୍ୟେତିର୍ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଏନେଇ ବଡ଼ ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ଯେ, କେଦାରନାଥରେ ସୁନା ଦୁର୍ନୀତି ହୋଇଛି, ଏହି ପ୍ରସଙ୍ଗକୁ କାହିଁକି ଉଠାଯାଉନି? ସେ…
ଥମୁନି ମଣିପୁର ହିଂସା!
ମଣିପୁରର ଜିରିବାମ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୋଲିସ ସହିତ ମିଳିତ ପାଟ୍ରୋଲିଂ ଦଳ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଜଣେ ଯବାନ ଶହୀଦ ହୋଇଥିବାବେଳେ ପୋଲିସ କମାଣ୍ଡୋ ଆହତ…
ଏକ୍ସରେ ରେକର୍ଡ କଲେ ମୋଦି
ଏକ୍ସ (ପୂର୍ବ ଟୁଇଟର) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଜୁଲାଇ ୧୪)ରେ ୧୦୦ ମିଳିୟନ ଅର୍ଥାତ୍ ୧୦ କୋଟି ଫଲୋୟର୍ସ ଅତିକ୍ରମ କରିଛନ୍ତି। ଏହା ସହିତ ସେ ଅଧିକ ଫଲୋ କରାଯାଉଥିବା ଗ୍ଲୋବାଲ ଲିଡର ହୋଇଯାଇଛନ୍ତି।ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (୩୮.୧ ମିଲିୟନ ଫଲୋୟର୍ସ ), ଦୁବାଇ…
ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗଦେଲେ ବିଶିଷ୍ଟ ଅତିଥି
ଧୁମଧାମରେ ଅନୁଷ୍ଠିତ ହୋଇଛି ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ । ଏହା ପରେ ଶୁଭ ଆଶୀର୍ବାଦ, ମଙ୍ଗଳ ଉତ୍ସବ ଅର୍ଥାତ ରିସେପସନ ହେବ। ବିବାହ ଉତ୍ସବରେ ଦେଶ ବିଦେଶର ପ୍ରମୁଖ ବ୍ୟକ୍ତିତ୍ବ ସାମିଲ ହୋଇଥିଲେ । ଶିଳ୍ପପତି, ଅନ୍ତର୍ଜାତୀୟ ଓ ଜାତୀୟ ତାରକା। ମୁମ୍ବାଇ ଜିଓ…
ଇସ୍ତଫା ଦେବେ କେଜ୍ରିଓ୍ବାଲ!
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଇଡି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ…