Trending
- ମହାକାଶରେ ଇସ୍ରୋର ଆଉ ଏକ ସଫଳତା,ଶ୍ରୀହରିକୋଟାରୁ GSLV-F18 ରକେଟ୍ ରେ NVS-03 ଉପଗ୍ରହର ସଫଳ ଉତକ୍ଷେପଣ
- ଭାରତୀୟ ବାୟୁସେନାର ୨୯ତମ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଏୟାର ଚିଫ୍ ମାର୍ଶଲ ଆଶୁତୋଷ ଦୀକ୍ଷିତ
- ଭୟଙ୍କର ଭୂସ୍ଖଳନରେ ପୋତି ହୋଇ ଯାଇଥିବା ୧୨ଜଣଙ୍କୁ ଖୋଜିବ ହେଲିକପ୍ଟର
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
Browsing Category
National
ତିରୁପତି ମନ୍ଦିରରେ ପୁଣି ଘଟଲା ଅଘଟଣ, ଲଡୁ ବିତରଣ କାଉଣ୍ଟର ନିକଟରେ ଭୟଙ୍କର ଅଗ୍ନିକାଣ୍ଡ
ତିରୁପତି ମନ୍ଦିରରେ ପୁଣି ଘଟଲା ଅଘଟଣ । କିଛି ଦିନର ବ୍ୟବଧାନ ପରେ ପୁଣି ଆଉ ଏକ ଦୁର୍ଘଟଣା ଘଟିଛି । ସୋମବାର ତିରୁପତି ତିରୁମାଳା ଦେବସ୍ଥାନମ ମନ୍ଦିରରେ ଥିବା ଲଡୁ ବିତରଣ କାଉଣ୍ଟର ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଲଡୁ କାଉଣ୍ଟରରେ ଆଜି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା। ଏତିକି…
ଭାରତୀୟ ଷ୍ଟକ ବଜାରରେ ହ୍ରାସ, ନିବେଶକମାନେ ୨୫ ଲକ୍ଷ କୋଟି ହରାଇସାରିଲେଣି
ଭାରତୀୟ ଷ୍ଟକ ବଜାରରେ ହ୍ରାସ ଜାରି ରହିଛି । ଗତ ସପ୍ତାହରେ କ୍ରମାଗତ ହ୍ରାସ ପରେ ଚଳିତ ସପ୍ତାହର ପ୍ରଥମ ଦିନରେ ବି ବଜାରରେ ନୈରାଶ୍ୟ ଦେଖାଦେଇଛି । ଫଳରେ ଗତ ୪ଟି କାରବାର ସେସନରେ ନିବେଶକମାନେ ୨୫ ଲକ୍ଷ କୋଟି ହରାଇସାରିଲେଣି ।
ସୋମବାର କାରବାର ଅଧିବେଶନରେ ସେନସେକ୍ସ…
ସୋନମାର୍ଗ ଟନେଲର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଏଣିକି ଉପକୃତ ହେବେ ଲଦାଖବାସୀ । ଆଉ ଯାତାୟତରେ ହେବନାହିଁ ଅସୁବିଧା । ଲଦାଖକୁ ସବୁ ଋତୁରେ ଯିବା ଆସିବା କରିପାରିବେ ଲୋକେ । ବିଶେଷ କରି ଭାରତୀୟ ସେନା ଉପକୃତ ହେବେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁକାଶ୍ମୀରରେ ଜେଡ୍ ମୋଡ୍ ବା ସୋନମାର୍ଗ ଟନେଲର ଉଦ୍ଘାଟନ କରିଛନ୍ତି । ୨୭ଶହ…
ଜିମ୍ରେ ରଶ୍ମିକା ମନ୍ଦାନା ଆହତ
ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଗୋଡ଼ରେ ଆଘାତ ଲାଗିଛି। ସେ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ୪ଟି ଫଟୋ ଶେୟାର କରିବା ସହ ଏହି ସୂଚନା ଦେଇଛନ୍ତି। ଉକ୍ତ ଫଟୋଗୁଡ଼ିକରେ ରଶ୍ମିକାଙ୍କର ଆଘାତପ୍ରାପ୍ତ ଗୋଡ଼ ଦୃଶ୍ୟମାନ ହେଉଛି। ଏହାସହ ତାଙ୍କ ଗୋଡ଼ରେ ପ୍ଲାଷ୍ଟର କରାଯାଇଛି ଏବଂ ସେ ବିଶ୍ରାମ…
ଆଇପିଏଲ ୨୦୨୫ ସିଜିନ୍ ୨୩ ମାର୍ଚ୍ଚରୁ ଆରମ୍ଭ ହେବ
ଆଇପିଏଲ ୨୦୨୫ ସିଜିନ୍ ୨୩ ମାର୍ଚ୍ଚରୁ ଆରମ୍ଭ ହେବ |ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏହା ପ୍ରକାଶ କରିଛନ୍ତି।
ରାଜୀବ ଶୁକ୍ଳା କହିଛନ୍ତି ଯେ ଆଇପିଏଲ ୨୦୨୫ ସିଜିନ୍ ୨୩ ମାର୍ଚ୍ଚରୁ ଆରମ୍ଭ ହେବ। ଅର୍ଥାତ୍ ଏହି ଦିନ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ…
ମହାକୁମ୍ଭର ଶୁଭାରମ୍ଭରେ ଶୁଭେଚ୍ଛା ଜଣାଇଲେଲେ ମୋଦି
ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ‘ମହାକୁମ୍ଭ ୨୦୨୫’ ସୋମବାର ପବିତ୍ର ନଗରୀ ପ୍ରୟାଗରାଜରେ ଆରମ୍ଭ ହୋଇଛି। ଏହି ପବିତ୍ର ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଭକ୍ତ, ସନ୍ଥ, ମହାତ୍ମା, କଳ୍ପବାସୀ ଏବଂ ପରିଦର୍ଶକଙ୍କୁ ସ୍ବାଗତ କରିଥିଲେ ଏବଂ ମହାକୁମ୍ଭର ପ୍ରଥମ ସ୍ନାନ ପାଇଁ…
ଆଜିଠୁ ମହାକୁମ୍ଭ ମେଳା
ଆଜିଠୁ ମହାକୁମ୍ଭ ମେଳା । ୧୪୪ ବର୍ଷ ପରେ ଏଭଳି ଅଲୌକିକ ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକ ଓ ଆସ୍ଥାର ପ୍ରତୀକ ହେଉଛି ମହାକୁମ୍ଭ। ଶ୍ରଦ୍ଧାଳୁଙ୍କୁ ସ୍ୱତନ୍ତ୍ର ଅନୁଭୂତି ଦେବାକୁ ସବୁ ପ୍ରକାର ପ୍ରସ୍ତୁତି ହୋଇଛି । ଦେଶର ସମସ୍ତ ପ୍ରମୁଖ ଆଖଡ଼ାରୁ ସାଧୁ ସନ୍ଥ ପହଞ୍ଚି ସାରିଲେଣି । ଜାନୁଆରୀ ୧୩ରୁ…
୧୦ ବର୍ଷ ପରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କଲେ କାର୍ତ୍ତିକ ଆର୍ଯ୍ୟନ
ବଲିଉଡର ଫ୍ଲିମ ଷ୍ଟାର କାର୍ତ୍ତିକ ଆର୍ଯ୍ୟନ ରିଏଲ ଲାଇଫରେ ପାଇଛନ୍ତି ଏକ ବଡ଼ ସଫଳତା । ରିଲ ଲାଇଫରେ ଜଣେ ମେଗା ଷ୍ଟାର ପରିଚୟ ପାଇବା ପରେ ଏକାଡେମିକ ଲାଇଫରେ ପାଇଛନ୍ତି ନୂଆ ପରିଚୟ । ୧୦ ବର୍ଷର କଠିନ ପରିଶ୍ରମ ପରେ ଇଞ୍ଜିନିୟର ଭାବରେ ଡିଗ୍ରୀ ହାସଲ କରିଛନ୍ତି କାର୍ତ୍ତିକ । ଆଜି ନିଜ କଲେଜରୁ…
ସ୍ପେଶ ଡକିଂ ମିଶନର ସାଟେଲାଇଟସ ଡକିଂ ଟ୍ରାଏଲ କରିଛି ଇସ୍ରୋ
ଆଜି ସ୍ପେଶ ଡକିଂ ମିଶନର ସାଟେଲାଇଟସ ଡକିଂ ଟ୍ରାଏଲ କରିଛି ଇସ୍ରୋ । SDX01 ଓ SDX02 ଉଭୟ ସାଟେଲାଇଟକୁ ସଫଳତାର ସହ 15 ମିଟର ଓ ପରେ ପୁଣି ଥରେ 3 ମିଟର ଦୂରତାକୁ ଆଣିଥିଲା । ମିଶନ ସଫଳ ହେଲେ ଭାରତ ମହାକାଶରେ ନିଜର ସ୍ପେଶ ଷ୍ଟେସନ ସ୍ଥାପନ କରିବା ସହ ମହାକାଶରେ 'ଡକିଙ୍ଗ' ଟେକ୍ନୋଲୋଜି…
ଚାମ୍ପିଅନ୍ସ ଟ୍ରଫି ମ୍ଯାଚରେ ଟୀମ ଇଣ୍ଡିଆରୁ ବାଦ୍ ପଡିବେ ଜସପ୍ରୀତ ବୁମରା
ଫେବ୍ଆରୀରେ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଟିମର ଷ୍ଟାର ବୋଲର ଜସପ୍ରୀତ ବୁମରା ଆହତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ୍ ଖେଳିନପାରନ୍ତି । ଗ୍ରୁପ ଷ୍ଟେଜ ମ୍ୟାଚରୁ ବୁମରା ବାଦ୍ ପଡିପାରନ୍ତି । ବୁମରା ପିଠି ଯନ୍ତ୍ରଣାରେ ଛଟପଟ…