Browsing Category

National

ସିଆର୍‌ପିଏଫ୍‌ ଇତିହାସରେ ପ୍ରଥମ ଥର ପଦୋନ୍ନତି

ଦିଲ୍ଲୀସ୍ଥିତ ସିଆର୍‌ପିଏଫ୍‌ ମୁଖ୍ୟାଳୟ ସମେତ ବିଭିନ୍ନ କାର୍ଯ୍ୟାଳୟରେ ଏକ ‘ରୢାଙ୍କ ପାଇପିଂ’ ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଏହାର ମହାନିର୍ଦେଶକ ଏଡି ସିଂହ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି କର୍ମଚାରୀଙ୍କ ପଦୋନ୍ନତି ଘୋଷଣା କରିଥିଲେ।କେନ୍ଦ୍ର ସରକାରଙ୍କ ଏକ ବଡ଼ ପଦକ୍ଷେପର ଅଂଶ…

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ।  ଆଜି ଜନ୍ମ ଜୟନ୍ତୀରେ ବାପୁଙ୍କୁ ମନେ ପକାଉଛି ଦେଶ। ଅର୍ପଣ କରୁଛି ଶ୍ରଦ୍ଧା ସୁମନ।  ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ନେତା । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । …

ଭାରତ-ଚୀନ୍‌ ବିବାଦ

ଚୀନ୍‌ ସହ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ସ୍ଥିତି ସ୍ଥିର ରହିଛି କିନ୍ତୁ ଏହା ସ୍ବାଭାବିକ ହୋଇନାହିଁ। ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜି ‘ଚାଣକ୍ୟ ଡିଫେନ୍ସ ଡାଏଲଗ୍‌’ରେ ଭାଷଣ ରଖିବା ସମୟରେ ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।  ଜେନେରାଲ ଦ୍ବିବେଦୀ…

ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ

ଗାନ୍ଧୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ପିଏମ ଜନମନ ଯୋଜନାରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି ଦେବଗଡ, ଗଜପତି, ମୋହନା, ରାୟଗଡ଼ା, ବାଲିଗୁଡ଼ା,…

ଅପରାଧିଙ୍କ ଘର ଭାଙ୍ଗିପାରିବେନି ସରକାର, ଏଥିପାଇଁ ଗାଇଡଲାଇନ ଆବଶ୍ୟକ

ନୂଆଦିଲ୍ଲୀ: ଜନସାଧାରଣଙ୍କ ଘର ସରକାର ଭାଙ୍ଗିବା ବେଆଇନ । ଅପରାଧିଙ୍କୁ ଏହା ଦ୍ବାରା ବଦଳାଯାଇପାରିବ ନାହିଁ । ତେବେ ଯେଉଁମାନେ ଜବରଦଖଲ କରିଛନ୍ତି ତାହାକୁ ସରକାର ଭାଙ୍ଗିପାରିବେ । କିନ୍ତୁ ସେଥିପାଇଁ ଗାଇଡଲାଇନ ଆଣିବାକୁ ପଡ଼ିବ ।  ଭାରତ ଏକ ଧର୍ମନିରପେକ୍ଷ ଦେଶ  ହୋଇଥିବାରୁ ଜବରଦଖଲ…

ଜମ୍ମୁ ଓ କାଶ୍ମୀରର ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ : ୪୦ଟି ଆସନରେ ଭୋଟିଂ

ଆଜି ଜମ୍ମୁ ଓ କାଶ୍ମୀରର ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ । ୪୦ଟି ଆସନରେ ଭୋଟିଂ ହେଉଛି । ମଇଦାନରେ ଅଛନ୍ତି ୪୪୯ ପ୍ରାର୍ଥୀ । ଏହା ଆଗରୁ ସେପଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ହୋଇଥିଲା। ଏଥିରେ ମତଦାନ ହାର ଥିଲା ୫୯ ପ୍ରତିଶତ। ସେହିପରି ସେପଟେମ୍ଵର ୨୫ରେ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟରେ…

ତିରୁପତି ଲଡ଼ୁ ବିବାଦ

ଜଷ୍ଟିସ ବି ଆର୍‌ ଗଭାଇ ଏବଂ କେ ଭି ବିଶ୍ବନାଥନଙ୍କ ଖଣ୍ଡପୀଠ ତିରୁପତି ଲଡ଼ୁ ବିବାଦର ଶୁଣାଣି ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଜଟିଳ ପ୍ରଶ୍ନ କରିଛନ୍ତି।  ସେପ୍ଟେମ୍ବର ୨୫ରେ  ତିରୁପତି ଲଡ଼ୁ ମାମଲାରେ ଏତଲା ରୁଜୁ ହେଲା ଏବଂ ସେପ୍ଟେମ୍ବର ୨୬ରେ ଏହି ଘଟଣାର ତଦନ୍ତ…

ମହାରାଷ୍ଟ୍ରରେ ଗାଈକୁ “ରାଜ୍ୟମାତା” ସମ୍ମାନ

ମହାରାଷ୍ଟ୍ର ସରକାର ଏକ ନିର୍ଦ୍ଦେଶ ଜାରି କରି ଗାଈକୁ ରାଜ୍ୟମାତା ଭାବେ ଘୋଷଣା କରିଛନ୍ତି। ନିର୍ଦ୍ଦେଶରେ ଲେଖାଯାଇଛି ଯେ, ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ଯେ, ଗାଈର ଭାରତୀୟ ସଂସ୍କୃତି, ବୈଦିକ ସମୟ ସହ ମହତ୍ତ୍ୱ ରହିଛି। ଦେଶୀ ଗାଈର କ୍ଷୀର ଖାଦ୍ୟ ପାଇଁ ଉପଯୁକ୍ତ। ଆୟୁର୍ବେଦ ଚିକିତ୍ସା…

ଈଶ୍ବରଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ -ସୁପ୍ରିମ୍‌କୋର୍ଟ

ଯେଉଁମାନେ ସାମ୍ବିଧାନିକ ପଦବୀରେ ଅଛନ୍ତି ଈଶ୍ବରଙ୍କୁ ରାଜନୀତିରୁ ଦୂରେଇ ରଖିବେ ବୋଲି ଆଶା କରାଯାଉଛି। ତିରୁପତି ମନ୍ଦିର ଲଡୁ ବିବାଦକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଏକ ଖଣ୍ଡପୀଠ ଶୁଣାଣି ବେଳେ ଏହି ମନ୍ତବ୍ୟ ଦେଇଛନ୍ତି।ଆନ୍ଧ୍ର‌ପ୍ରଦେଶ ସରକାରଙ୍କ ପକ୍ଷରୁ ଲଢୁଥିବା ଓକିଲ ମୁକୁଲ…

ଅପମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସର ନେତା ଖର୍ଗେଙ୍କୁ ନିନ୍ଦା କରିଛନ୍ତି ଅମିତ ଶାହା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସର ବରିଷ୍ଠ ନେତା ମଲ୍ଳିକାର୍ଜୁନ ଖର୍ଗେଙ୍କୁ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।ମଲ୍ଳିକାର୍ଜୁନ ଖର୍ଗେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ‘‘ମୋଦୀ କ୍ଷମତାରୁ ହଟିବା ଦେଖିବା ପାଇଁ…