Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
National
ମହାକୁମ୍ଭରେ ବୁଡ ପକାଇଲେ ମହାମହିମ
ମହାକୁମ୍ଭରେ ବୁଡ ପକାଇଲେ ମହାମହିମ । ପ୍ରୟାଗରାଜରେ ପହଞ୍ଚି ତ୍ରିବେଣୀ ସଂଗମରେ ବୁଡ ପକାଇ ପବିତ୍ର ସ୍ନାନ କରିଛନ୍ତି ରାଷ୍ଟ୍ରପତି । ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ବୁଡ ପକାଇବାରେ ସେ ଏହି ସୌଭାଗ୍ୟଲାଭ କରିଛନ୍ତି । ତେବେ ସଂଗମରେ ସ୍ନାର ପରେ ସୂର୍ଯ୍ୟଙ୍କୁ ପାଣି ଟେକିଥିଲେ ରାଷ୍ଟ୍ରପତି…
ସଙ୍ଗମରେ ଧାର୍ମିକ ସ୍ନାନ କରିବେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର (୧୦ ଫେବୃଆରୀ) ପ୍ରୟାଗରାଜରେ ପହଞ୍ଚିବେ ଯେଉଁଠାରେ ସେ ଆଠ ଘଣ୍ଟାରୁ ଅଧିକ ସମୟ ବିତାଇବେ। ଏହି ସମୟ ମଧ୍ୟରେ ସେ ସଙ୍ଗମରେ ସ୍ନାନ କରିବେ। ତ୍ରିବେଣୀ ସଙ୍ଗମରେ ଧାର୍ମିକ ସ୍ନାନ କରି ସେ ମାତା ଗଙ୍ଗା, ଯମୁନା ଏବଂ ସରସ୍ବତୀଙ୍କ ଆଶୀର୍ବାଦ ପାଇବେ। ଏହି…
ବିଜାପୁର ଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୩୧ ଜଣ ମାଓବାଦୀ ମୃତ
ଲାଲଗଡ କୁହାଯାଉଥିବା ଛତିଶଗଡର ବିଜାପୁର ଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳିବିନିମୟରେ ୩୧ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ମାଓବାଦୀଙ୍କ ଗୁଳିରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ଏହାସହ ୪ ଜଣ ଯବାନ ଗୁରୁତର ମଧ୍ୟ ହୋଇଛନ୍ତି ।…
ଦିଲ୍ଲୀ ନିର୍ବାଚନ ଫଳାଫଳ : ଜିତିଲେ ଆତିଶୀ, ହାରିଗଲେ କେଜ୍ରିୱାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାଲଜାକୀ ସିଟରୁ ବିଜୟୀ ହୋଇଛନ୍ତି । ସେ ବିଜେପିର ରେମଶ ବିଦୁଡିଙ୍କୁ ହରାଇଛନ୍ତି । ରାଷ୍ଟ୍ରୀୟ ମହିଳା କଂଗ୍ରେସର ଅଧ୍ୟକ୍ଷ ଅଳକା ଲାମ୍ବା ମଧ୍ୟ ନିର୍ବାଚନ ହାରିଛନ୍ତି । ଟ୍ରେଣ୍ଡ ଅନୁସାରେ ୭୦ ଆସନରୁ ବିଜେପି ୪୭ ଆସନରେ ଆଗରେ ଥିବାବେଳେ, ଆପ୍ କେବଳ ୨୩ଟି…
ଭାଜପାର ବିଜୟ ପରେ ବିଜେପି କାର୍ଯ୍ୟାଳୟରେ ସେଲିବ୍ରେସନ
ଦୀର୍ଘ 27 ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିବାକୁ ଯାଉଛି । ସେଥିପାଇଁ ଦିଲ୍ଲୀ ବିଜେପି କାର୍ଯ୍ୟଳୟରେ ବିଜୟ ଉତ୍ସବ ପାଇଁ ବିଜେପି କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି । ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ବାଜା ବଜାଇ, ନାଚ ଗୀତ କରି ପରସ୍ପରକୁ ଲଡୁ ଖୁଆଇ ସେଲିବ୍ରେଟ୍ କରୁଛନ୍ତି କର୍ମୀ…
ଦିଲ୍ଲୀରେ ବିଜେପି ସରକାର
ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଛି। ବହୁମତଠାରୁ ବିଜେପି ବହୁ ଆଗରେ ରହିଛି।ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପିର ଯାଦୁ କାମ କରିଛି।ହଟ୍ ସିଟ୍ରେ ଆପ୍ର ସ୍ଥିତି ଖରାପ ରହିଛି। ବଜେପି 47 ଆସନରେ ଆଗୁଆ ରହିଥିବାବେଳେ ଆପ 23 ଆସନରେ ଆଗୁଆ ରହିଛି । ଫଳରେ ଦିଲ୍ଲୀ…
ବିଜେପି ଏକତରଫା ବିଜୟ ମୁହାଁ ହୋଇଛି
ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଆପ୍ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଆପ୍ ୩୫ ଏବଂ ବିଜେପି ୩୪ ଆସନରେ ଆଗୁଆ…
ପୁଅ ବହାଘରରେ ୧୦ ହଜାର କୋଟି ଟଙ୍କା ଦାନ କଲେ ଗୌତମ ଆଦାନୀ
ଆଦାନୀ ଗ୍ରୁପ୍ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଅହମଦାବାଦର ଦିବା ଶାହଙ୍କୁ ବିବାହ କରିଛନ୍ତି । ଏହି ଅବସରରେ ଗୌତମ ଆଦାନୀ ୧୦ ହଜାର କୋଟି ଟଙ୍କା ଦାନ ଦେବାକୁ ଘୋଷଣା କରିଛନ୍ତି । ହେଲଥ କେୟାର, ଏଜୁକେସନ ଏବଂ ସ୍କିଲ ଡେଭଲପମେଣ୍ଟରେ ଖର୍ଚ୍ଚ ହେବ ।
ତାଙ୍କ ସାନ ପୁଅ…
ବହୁମତଠୁ ବହୁ ଆଗରେ ବିଜେପି
ସକାଳ ସାଢ଼େ ୯ଟା ସୁଦ୍ଧା ଆସୁଥିବା ଟ୍ରେଣ୍ଡ ବିଜେପି ସପକ୍ଷରେ ଯାଉଛି । ଏବେର ଟ୍ରେଣ୍ଡ ଅନୁସାରେ, ବିଜେପି ୫୦ଟି ଆସନରେ ଆଗୁଆ ଚାଲିଥିବା ବେଳେ ଆପ୍ ୧୯ଟି ଓ କଂଗ୍ରେସ ଗୋଟିଏ ମାତ୍ର ଆସନରେ ଆଗୁଆ ରହିଛି । ଅର୍ଥାତ୍ ଟ୍ରେଣ୍ଡରେ ଆପ୍ ଓ କଂଗ୍ରେସ ମିଶି ମାତ୍ର ୨୦ଟି ଆସନରେ ଆଗୁଆ ଚାଲିଥିବା…
ଦିଲ୍ଲୀ ବିଧାନସଭା ନିର୍ବାଚନ – ଭୋଟ ଗଣତି ଆରମ୍ଭ
ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆଜି ସନ୍ଧ୍ୟା ପୂର୍ବରୁ ଘୋଷଣା ହେବାକୁ ଯାଉଛି। ୭୦ ଆସନ ବିଶିଷ୍ଟ ଏହି ନିର୍ବାଚନ ଫଳାଫଳ ହିଁ ନିର୍ଦ୍ଧାରଣ କରିବ ଯେ ଆପ୍ କ୍ରମାଗତ ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତାରେ ରହିବ ନା ବିଜେପି ୨୭ ବର୍ଷ ପରେ କ୍ଷମତାକୁ ଫେରିବ। ୨୦୧୫ ଏବଂ ୨୦୨୦ରେ ହୋଇଥିବା…