Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Lifestyle
All lifestyle-related news will be uploaded here
ଖରାଦିନେ କେଉଁ ପାନୀୟ ପିଇଲେ ଶରୀରକୁ ଉତ୍ତମ ପୋଷଣ ମିଳିବ
ଖରାଦିନେ ବାହାରୁ ଟିକେ ବୁଲିଆସିଲେ ଶୋଷ ମେଣ୍ଟାଇବାକୁ ଅନେକେ କୋଲ୍ଡ ଡ୍ରିଙ୍କ୍ସ ଅଥବା ସୋଢା ପିଇବାକୁ ଭଲ ପାଇଥାନ୍ତି। ହେଲେ ଏହା ଶରୀର ପାଇଁ ଆଦୌ ହିତକର ହୋଇ ନଥାଏ। ଖରାଦିନେ ପଇଡ଼ ପାଣି, ଲେମ୍ବୁ ପାଣି, ଦହି ସରବତ, ଫ୍ରୁଟ୍ ଜୁସ୍, ପିଇଲେ ଶୋଷ ମେଣ୍ଟିବା ସହ ଶରୀରକୁ ଉତ୍ତମ ପୋଷଣ…
ଆପଣଙ୍କ ଘରେ ଲାଗିଥିବା ଏସି ଥଣ୍ଡା ପ୍ରଦାନ କରୁନାହିଁ, ତା’ହେଲେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ , ଆପଣ ଏହି…
ଏବେ ଗରମ ଲହରୀ ଅନୁଭୂତ ହେଲାଣି । ବୃଦ୍ଧି ପାଉଥିବା ତାପମାତ୍ରା ଯୋଗୁଁ ଲୋକମାନେ ଘରୁ ବାହାରିବା କଷ୍ଟକର ହୋଇପଡିଛି। ଏବେ ଲୋକଙ୍କ ଘରେ ଏସି ବ୍ୟବହାର ହେଉଛି। ଏସି ବିନା ଘରେ ରହିବା ବହୁତ କଷ୍ଟକର ହୋଇପଡୁଛି। ଲୋକମାନେ ନିଜ ନିଜ ଆବଶ୍ୟକତା ଅନୁସାରେ ଘରେ ଏସି ଲଗାଉଛନ୍ତି। ଅନେକ ଲୋକଙ୍କ ଘରେ…
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ‘ଯୋଗ ମହୋତ୍ସବ’ ଅନୁଷ୍ଠିତ
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସୋମବାର ଏକ ବିଶାଳ ‘ଯୋଗ ମହୋତ୍ସବ’ ଅନୁଷ୍ଠିତ ହୋଇଛି। ଏହି ସମାରୋହ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହୋଇଛି। କେନ୍ଦ୍ର ଆୟୁଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ…
କୋଡ଼ିଏରୁ ତିରିଶ ବର୍ଷ ବୟସ ଭିତରେ ଭାରତୀୟମାନଙ୍କ ଚୁଟି ପାଚିବା ଏକ ସାଧାରଣ କଥା ପାଲଟିଛି, ଜାଣନ୍ତୁ ଏହାର କାରଣ
ଏକଦା ବୃଦ୍ଧାବସ୍ଥା ସହ କେଶ ପାଚିବା ଜଡ଼ିତ ଥିଲା। ମାତ୍ର ସମ୍ପ୍ରତି କୋଡ଼ିଏରୁ ତିରିଶ ବର୍ଷ ବୟସ ଭିତରେ ଭାରତୀୟମାନଙ୍କ ଚୁଟି ପାଚିବା ଏକ ସାଧାରଣ କଥା ପାଲଟିଛି। ଜୀବନଶୈଳୀ, ପରିବେଶିକ ପରିବର୍ତ୍ତନ ଓ ଖାଦ୍ୟର ମିଶ୍ରିତ ପ୍ରଭାବ ଯୋଗୁଁ ସେଭଳି ଘଟୁଛି ବୋଲି ଜଣାଯାଇଛି। ସ୍ବାସ୍ଥ୍ୟ…
ଜାଣନ୍ତୁ ତମ୍ବା ପାତ୍ରରେ ପାଣି ରଖି ପିଇଲେ କଣ ସବୁ ଫାଇଦା ମିଳେ
ଏବେ ଘରେ ଘରେ ଥଣ୍ଡା ପାଣି ପିଇବା ପାଇଁ ପ୍ଲାଷ୍ଟିକ୍ ବୋତଲରେ ପାଣି ଭରି ଫ୍ରିଜରେ ରଖିବା ଆରମ୍ଭ ହୋଇଗଲାଣି । କିନ୍ତୁ ଆପଣ ଜାଣନ୍ତି କି, ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଆମ ଶରୀର ପାଇଁ କେତେ କ୍ଷତିକାରକ । ମାତ୍ର ଆପଣ ଯଦି ତମ୍ବା ପାତ୍ରରେ ପାଣି ରଖି ପିଇବା ତାହାଲେ ତାହା ଦେହ ପାଇଁ…
କ୍ଷୀର ସହ ବାସି ରୁଟି ଖାଇବା ଦ୍ୱାରା ଏହା ରକ୍ତଚାପକୁ କମ୍ ହୋଇଥାଏ
ସାଧାରଣତଃ ଦିନ ହେଉ କିମ୍ବା ରାତିରେ ରୁଟି ପ୍ରସ୍ତୁତ କରିବା ପରେ ଅଳ୍ପ ପରିମାଣରେ ରୁଟି ନିଶ୍ଚୟ ବଳକା ରହିଥାଏ । କିଛି ଲୋକେ ବାସି ରୁଟି ଖାଇଥାନ୍ତି ଓ କିଛି ଫିଙ୍ଗି ଦେଇ ଥାନ୍ତି। ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ବୋଲି ନିଶ୍ଚୟ ଜାଣିଥିବେ। ମାତ୍ର କ୍ଷୀର ସହ ବାସି ରୁଟି…
ମେଥି କାହିଁକି ଉପକାରୀ ଏବଂ ଏହାକୁ କିପରି ଖାଇବେ?
ଶାରୀରିକ ଗଠନକୁ ବିଗାଡି ଦିଏ ପେଟରେ ଚର୍ବି ବୃଦ୍ଧି। ଏଥିପାଇଁ ଅନେକ ଲୋକ ବ୍ୟାୟାମ ସହିତ ବିଭିନ୍ନ ପ୍ରକାର ଖାଦ୍ୟକୁ ଡାଏଟରେ ସାମିଲ୍ କରନ୍ତି।ଏହି କ୍ଷେତ୍ରରେ ମେଥି ମଧ୍ୟ ଖୁବ୍ ଉପକାରୀ ହୋଇପାରେ ବୋଲି ଜାଣନ୍ତି କି? ଆଜ୍ଞା ହଁ... ମେଥିରେ ଏପରି କିଛି ଉପକାରୀ ଗୁଣ ରହିଛି, ଯାହା ପେଟରେ…
ଡାଳିମ୍ବ ଚୋପା ବି ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଜାଣନ୍ତି କି?
ଡାଳିମ୍ବକୁ ବିଭିନ୍ନ ଉପକାରୀ ଫଳ ମଧ୍ୟରୁ ଅନ୍ୟତମ ଭାବେ ବିବେଚନା କରାଯାଏ। ଏଥିରେ ଜିଙ୍କ, ପୋଟାସିୟମ୍, ଆଇରନ୍ ଏବଂ ଓମେଗା-6 ଫ୍ୟାଟି ଏସିଡ୍ ଥାଏ। ଡାଳିମ୍ବ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ ଏବଂ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ। ହେଲେ …
ଏଭଳି କିଛି ଭିଟାମିନ୍ ରହିଛି, ଯାହାର ଅଭାବ ହେବା ଦ୍ୱାରା ତ୍ୱଚାରେ ବ୍ରଣ ଓ ଦାଗ ହୋଇଥାଏ, ଜାଣନ୍ତୁ ତାହା କଣ
ତ୍ୱଚାରେ ବ୍ରଣ ସହ ବିଭିନ୍ନ ଦାଗ ସୃଷ୍ଟି ହେଲେ ଏହା ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ । ଏଥିପାଇଁ ଯୁବକ ହୁଅନ୍ତୁ ଅଥବା ଯୁବତୀ ବିଭିନ୍ନ କ୍ରିମ୍ ବ୍ୟବହାର କରିବା ସହ ଅନ୍ୟାନ୍ୟ ଘରୋଇ ଉପାୟ ମଧ୍ୟ ଆପଣାଇ ଥାନ୍ତି । ମାତ୍ର ତ୍ୱଚାରେ କେଉଁ କାରଣରୁ ବ୍ରଣ ଓ ଦାଗ ସୃଷ୍ଟି ହୁଏ…
ନିଜ ଭିତରକୁ ନେଉଥିବା ସିଗାରେଟ୍ ଧୂଆଁ, ଧିରେଧିରେ ଶରୀରକୁ ଭିତରୁ ଖାଇ ଚାଲିଛି
ଅଫିସ୍ ଟେନସନ୍ ହେଉ କି ଘର ଟେନସନ୍, କିମ୍ୱା ଅନ୍ୟ କୌଣସି ଟେନସନ୍ ହେଉ.. ସବୁ ଟେନସନକୁ ଦୂର କରିବା ପାଇଁ ଏବେ ଯୁବପିଢିମାନେ ସିଗାରେଟକୁ ଆପଣାଇ ନେଇଛନ୍ତି । କିଛି ଲୋକ ପ୍ରେସରରେ ଆସି ସିଗାରେଟ୍ ଟାଣୁଛନ୍ତି ତ ଆଉ କିଛି ଲୋକ ମଜା ମସ୍ତି ପାଇଁ ସିଗାରେଟ୍ ଟାଣୁଛନ୍ତି । ଖାସ କରି ସନ୍ଧ୍ୟା…