Browsing Category

Lifestyle

All lifestyle-related news will be uploaded here

ସାବଧାନ ! ପ୍ଲାଷ୍ଟିକ୍‌ ଚପିଂ ବୋର୍ଡରେ ପରିବା କାଟୁଛନ୍ତି କି? 

ଅଧିକାଂଶ ଗୃହିଣୀ ଘରେ ପ୍ଲାଷ୍ଟିକ୍‌ ଚପିଂ ବୋର୍ଡ ବ୍ୟବହାର କରିଥାନ୍ତି। କିନ୍ତୁ ଏହାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଖରାପ। ପ୍ଲାଷ୍ଟିକ୍‌ ଚପିଂ ବୋର୍ଡରେ ପରିବା କାଟିବା ଫଳରେ ସେଥିରେ ଥିବା ମାଇକ୍ରୋ ପ୍ଲାଷ୍ଟିକ୍‌ ଆମ ଶରୀର ଭିତରକୁ ଯାଇଥାଏ, ଯାହା ଅତ୍ୟନ୍ତ ଖରାପ। ବାରମ୍ବାର ଛୁରିରେ…

ସାବଧାନ ! ଥଣ୍ଡା ପାଣି ପିଉଥିଲେ

ଆମର ଦୈନନ୍ଦିନ ଜୀବନରେ ଅନେକ ଜିନିଷ ଅଛି ଯାହା ଆମ ସ୍ୱାସ୍ଥ୍ୟ ଏବଂ ଫର୍ଟିଲିଟି ଉପରେ ପ୍ରଭାବ ପକାଇଥାଏ। କେବଳ ମହିଳା ନୁହଁନ୍ତି ପୁରୁଷମାନେ ମଧ୍ୟ ଫର୍ଟିଲିଟି ହ୍ରାସ ତଥା ଏହା ସହ ଜଡିତ କୌଣସି ରୋଗରୁ ଦୂରେଇ ରହିବା ପାଇଁ କିଛି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। କିଛି ଲୋକ…

ବାରମ୍ବାର ହେଉଛନ୍ତି କି ଅପମାନତି

ଆପଣଙ୍କୁ ବାରମ୍ବାର ଅପମାନିତ କରନ୍ତି ତେବେ କ’ଣ କରିବା ଉଚିତ? ଚାଣକ୍ୟ କୁହନ୍ତି ଜଣେ ଦୁଷ୍ଟ ବ୍ୟକ୍ତି ନିଜର ଖରାପଗୁଣକୁ ଦେଖି ମଧ୍ୟ ଅଣଦେଖା କରେ। ଅନ୍ୟର ଛୋଟରୁ ଛୋଟ ଭୁଲ ଦେଖି ବ୍ୟଗ୍ର ହୋଇପଡ଼ନ୍ତି। ଅଧିକାଂଶ ଲୋକ ଏଭଳି ଲୋକଙ୍କୁ ଜୀବନରେ ଭେଟିଥାନ୍ତି, ଯିଏ ସମୟ ମିଳିବାମାତ୍ରେ ଅପମାନିତ…

ହାର୍ଟ ବ୍ଲକେଜ ଲକ୍ଷଣ

ବ୍ୟସ୍ତବହୁଳ ଜୀବନରେ ଅସନ୍ତୁଳିତ ଖାଦ୍ୟପେୟ ଏବଂ ବ୍ୟାୟାମ ଅଭାବ ଯୋଗୁଁ ହାର୍ଟ ବ୍ଲକେଜ ସମସ୍ୟା ଦେଖାଦେଇଥାଏ । ହାର୍ଟ ବ୍ଲକେଜ୍ ଯୋଗୁଁ ଷ୍ଟ୍ରୋକ୍ ଆଶଙ୍କା ବୃଦ୍ଧି ପାଇଥାଏ । ହୃଦୟରେ ରକ୍ତ ପ୍ରବାହରେ ବାଧା ସୃଷ୍ଟି କରୁଥିବା ବସ୍ତୁ ଯୋଗୁଁ ଧମନୀ କିମ୍ବା ଶିରାରେ ବ୍ଲକେଜ୍ ଦେଖାଯାଏ । ଫଳରେ…

ମଶା ଧୂପର ଧୂଆଁ ଶୁଙ୍ଘିବା ୧୦୦ଟି ସିଗାରେଟ୍ ଟାଣିବା ସହ ସମାନ

ବର୍ଷାଦିନେ ବଢ଼ିବାରେ ଲାଗିଛି ମଶାଙ୍କ ସଂଖ୍ୟା। ଏହା ଡେଙ୍ଗୁ ଏବଂ ମ୍ୟାଲେରିଆର ଆଶଙ୍କା ବଢ଼ାଇଥାଏ । ବେଳେବେଳେ ମଶାର ଭୟ ଏତେ ବଢିଯାଏ ଯେ ଆମେ ରାତିରେ ମଧ୍ୟ ଶୋଇପାରିବେ ନାହିଁ । ଫଳସ୍ୱରୂପ, ମଶା କାମୁଡ଼ାରୁ ନିଜକୁ ରକ୍ଷା କରିବା ପାଇଁ ଆମେ ତୁରନ୍ତ କ୍ରିମ୍, କଏଲ୍ ଇତ୍ୟାଦି ବ୍ୟବହାର କରୁ।…

ରକ୍ତଚାପକୁ ସନ୍ତୁଳିତ ରଖିଥାଏ ଅଙ୍ଗୁର

ଶରୀରକୁ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବାରେ ଅଙ୍ଗୁରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ରକ୍ତଚାପକୁ ସନ୍ତୁଳିତ ରଖିଥାଏ। ତେଣୁ ଜଣେ ବ୍ଲଡ୍‌ପ୍ରେସର ସମସ୍ୟା ସହଜ ଜଡ଼ିତ ବ୍ୟକ୍ତି ଏହାକୁ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିପାରିବେ। କେବଳ…

ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ

ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ କରାଯାଇଥାଏ। ଏହି ଦିନ ଭଗବାନ ଭାସ୍କର ବା ସୂର୍ଯ୍ୟଦେବଙ୍କୁ ପୂଜା କରିବା ଦ୍ୱାରା ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ। ହିନ୍ଦୁ ଧର୍ମରେ ପ୍ରତିଦିନ ସୂର୍ଯ୍ୟଦେବକୁ ଜଳ ପ୍ରଦାନ କରିବା ଲାଭଦାୟକ ହୋଇଥାଏ। ହେଲେ ଯଦି ଆପଣ ପ୍ରତିଦିନ ସୂର୍ଯ୍ୟ ଦେବଙ୍କ ପୂଜା…

ସ୍ବପ୍ନରେ ଭଗବାନ ଦେଖିଲେ ମିଳିଥାଏ ଈଶ୍ୱରୀୟ ସଙ୍କେତ

ଯାହା ଆମେ ଚିନ୍ତା କରୁ କିମ୍ବା ମନ ଭିତରେ ଯେଉଁ କଥାକୁ ନେଇ ସବୁବେଳେ ଭାବୁଥାଉ, ତାହା ହିଁ ସ୍ବପ୍ନ ମାଧ୍ୟମରେ ଆମେ ଦେଖିଥାଉ ବୋଲି ଅନେକଙ୍କ ବିଶ୍ୱାସ ରହିଛି। କିନ୍ତୁ ଏହା କେତେ ଦୂର ସତ ତାହା କହିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କେବେକେବେ ଆମେ ଦେଖୁଥିବା ସ୍ବପ୍ନ ସମ୍ପୂର୍ଣ୍ଣ…

ଚାନ୍ଦି ବାସନରେ ଭୋଜନ ସ୍ବାସ୍ଥ୍ୟ ପାଇଁ ବରଦାନ

ରୁପାରୁ କେବଳ ଗହଣା ନୁହେଁ ବରଂ ବାସନ ମଧ୍ୟ ତିଆରି କରାଯାଏ । ଏହା ମହଙ୍ଗା ହୋଇଥିବା କାରଣରୁ କମ୍‌ ଲୋକେ ଏହାକୁ ବ୍ୟବହାର କରି ଥାଆନ୍ତି । ମାତ୍ର ରୁପା ବାସନରେ ଖାଦ୍ୟ ସେବନ କରିବା କୌଣସି ବରଦାନରୁ କମ୍‌ ନୁହେଁ । ଆୟୁର୍ବେଦ ଅନୁଯାୟୀ, ରୁପାରେ ଆଣ୍ଟିସେଫଟିକ୍‌, ଆଣ୍ଟି-ବ୍ୟାକ୍ଟେରିୟଲ ଭଳି…

ମଦ ପିଇବା ପରେ ମସ୍ତିଷ୍କ ସହ କଣ ହୋଇଥାଏ ?

ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକ ମାତ୍ରାରେ ମଦ୍ୟପାନ କରିବା ଦ୍ୱାରା ଶରୀରର ନୁ୍ୟରନ୍ସ(ସ୍ନାୟୁ) ଆକାରରେ ପରିବର୍ତ୍ତନ ଦେଖାଦେଇଥାଏ । ମଦ୍ୟପାନ କରିବା ବୟସ୍କଙ୍କ ମସ୍ତିଷ୍କ ଅପେକ୍ଷା ଯୁବକଙ୍କ ମସ୍ତିଷ୍କ ଉପରେ ଅଧିକ ନକାରାତ୍ମକ ପ୍ରଭାବ ପକାଇଥାଏ । କିଶୋରାବସ୍ଥାରେ ମଦ୍ୟପାନ କରିବା ଦ୍ୱାରା…