Trending
- ରାଜ୍ୟରେ ଆଉ ୧, ୮୮୯ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ
- ପଦରୁ ହଟିବାର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ରାଘବ ଚଢା
- PUCC ଅବଧି ସରିଲା, ଅମାନିଆ ତାଗିଦ କଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
- ନାସାର ବହୁ ପ୍ରତୀକ୍ଷିତ ଆର୍ଟେମିସ୍ ମିଶନ -୨ ସଫଳ ,ମହାକାଶଚାରୀ ସୁରକ୍ଷିତ ଭାବେ ପୃଥିବୀ କକ୍ଷରେ ପହଁଚି ଯାଇଛନ୍ତି
- ଖରିଫ ଧାନକିଣାରେ ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
- ଭାରତକୁ ଆସୁଛି ୬ ଲକ୍ଷ ବ୍ୟାରେଲ ଇରାନ ଅଶୋଧିତ ତୈଳ
- ୩୦ ଜିଲ୍ଲା ପାଇଁ ଗଠନ ହେଲା ଯୋଜନା କମିଟି ,ମନ୍ତ୍ରୀ କିମ୍ବା ବିଧାୟକ ମାନେ ଏହି କମିଟିର ଅଧ୍ୟକ୍ଷ ରହିବେ
- ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା,ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା
- ଆଜି ହେଉଛି ଉତ୍କଳ ଦିବସ, ସ୍ବତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଆଇଏଏସ୍ତରରେ ଅଦଳ ବଦଳ ,ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ବ
Browsing Category
Jobs
ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ
ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ । ୱେବ୍ସାଇଟରୁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ପରୀକ୍ଷାର୍ଥୀ ।OSSTET ହେଉଛି ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା । ବୋର୍ଡ ପକ୍ଷରୁ ଏହି ପରୀକ୍ଷା ଚଳିତ ବର୍ଷ ଜାନୁୟାରୀରେ…
ମେରିଟ ଲିଷ୍ଟ ଅନୁସାରେ ଜିଲ୍ଲାୱାରୀ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି
ମେରିଟ ଲିଷ୍ଟ ଅନୁସାରେ ଜିଲ୍ଲାୱାରୀ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ହାଇକୋର୍ଟରେ ଏହି ମାମଲାରେ ୨ ଜଣିଆ ଖଣ୍ଡପୀଠକୁ ନେଇ ଏହି ମାମଲାର ବିଚାର ଚାଲିଥିଲା ଏବଂ ବିଚାର ଶେଷ ହୋଇ ରାୟ ସଂରକ୍ଷିତ ଥିଲା । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି ।…
ବାୟୁସେନାରେ ଯୋଗଦେବା ପାଇଁ ବଢ଼ିଆ ସୁଯୋଗ
ଯେଉଁ ପ୍ରାର୍ଥୀମାନେ ଭାରତୀୟ ବାୟୁସେନାରେ ଯୋଗଦେବାକୁ ଚାହୁଁଛନ୍ତି ସେମାନେ ଆବେଦନ ଲିଙ୍କ୍ ଖୋଲିବା ପରେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ ।ଆମେ ଏଠାରେ ଜଡିତ ଗୁରୁତ୍ୱପୂର୍ଣ୍ଣ ବିବରଣୀଗୁଡିକ ସେୟାର କରୁଛୁ । ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଜୁଲାଇ ୮ ରେ ଭାରତୀୟ…
ଏନ୍ସିଇଆର୍ଟିର ଦ୍ୱାଦଶ ଶ୍ରେଣୀର ରାଜନୈତିକ ବିଜ୍ଞାନ ବହିରୁ ହଟିଲା ବାବ୍ରି ମସ୍ଜିଦ ବିଷୟବସ୍ତୁ
ଏନ୍ସିଇଆର୍ଟିର ଦ୍ୱାଦଶ ଶ୍ରେଣୀର ରାଜନୈତିକ ବିଜ୍ଞାନର ସଂଶୋଧିତ ବହି ବଜାରକୁ ଆସିଛି। ଏହି ବହିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଯୋଧ୍ୟା ବିବାଦ ପ୍ରସଙ୍ଗରେ ସବୁଠାରୁ ବଡ଼ ପରିବର୍ତ୍ତନ ଘଟିଛି, ଯେଉଁଠାରେ ବାବ୍ରି ମସ୍ଜିଦ ଉକ୍ତ ବହିରେ ନାହିଁ। ମସ୍ଜିଦର ନାମ ଲେଖିବା…
ଏନ.ସି.ଇ.ଆର.ଟି.ର ସର୍ବ ଭାରତୀୟ ଚୟନ ପରୀକ୍ଷା
ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ଏନ.ସି.ଇ.ଆର୍.ଟି.ର ବିଭିନ୍ନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ଵର, ଭୋପାଳ, ଆଜ୍ ମେର, ମୈସୂର ଓ ଶିଲଂରେ ବି.ଇଡି, ଏମ.ଇଡି, ବିଏ.ବି.ଇଡି, ବି.ଏସ୍.ସି.ବି.ଇଡି, ଏମ୍.ଏସସି.ଇଡି ଆଦି ଉନ୍ନତମାନର ଶିକ୍ଷାଭିତ୍ତିକ ପାଠପଢ଼ାପାଇଁ ଆସନ୍ତା…
ଏନଟିଏକୁ ନୋଟିସ ଜାରି
ସୁପ୍ରିମକୋର୍ଟରେ ଶୁକ୍ରବାର ଦିନ ନୀଟ ମାମଲାକୁ ନେଇ ଶୁଣାଣି ହୋଇଛି । କୋର୍ଟ ସିବିଆଇ ଯାଞ୍ଚ ଦାବିର ପିଟିସନ ଉପରେ ନୀଟ ପରୀକ୍ଷା କରୁଥିବା ଏଜେନ୍ସି ଏନଟିଏ କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ଅନ୍ୟପକ୍ଷରେ ଏନଟିଏ ପକ୍ଷରୁ ଅବେଦନ କରାଯାଇଥିବା ଭିନ୍ନ-ଭିନ୍ନ ହାଇକୋର୍ଟରେ ଦାଖଲ…
SSB ଜାରି କଲା ଆଡମିଟ୍ କାର୍ଡ
କିଛି ମାସ ତଳେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଓଡ଼ିଶା, ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ମୋଟ ୬୦ଟି, ସିଏଚଏସଇ ଓଡ଼ିଶାରେ ୨୮ଟି ଓ ବିଏସଇ…
ନିଟ୍ ପରୀକ୍ଷା – ଆଉଥରେ ପରୀକ୍ଷା ଦେବେ ୧୫୬୩ ଛାତ୍ରଛାତ୍ରୀ
ନିଟ୍-ୟୁଜିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଗୁରୁବାର ସୁପ୍ରିମକୋର୍ଟରେ ପୁଣି ଥରେ ଶୁଣାଣି ହୋଇଛି। ଏହି ସମୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କେନ୍ଦ୍ର କହିଛି, ନିଟ୍ରେ ଛାତ୍ରଛାତ୍ରୀମାନଙ୍କୁ ଗ୍ରେସ୍ ମାର୍କ ପ୍ରଦାନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିଛି ନେସନାଲ ଟେଷ୍ଟିଂ…
ନିଟ୍ ରେଜଲ୍ଟ ବିବାଦ – କାଉନସେଲିଂ ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମ୍କୋର୍ଟ
ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ନିଟ୍-ୟୁଜି ୨୦୨୪ ପରୀକ୍ଷା ବାତିଲ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ରାୟରେ କହିଛନ୍ତି, ପରୀକ୍ଷାର…