Browsing Category

Entertainment

All entertainment related news will be uploaded here

ପ୍ରଡକ୍ସନ ଡିଜାଇନର ନୀତିନ ଦେଶାଇଙ୍କ ଆତ୍ମହତ୍ୟା

ମୁମ୍ବାଇ: ଜଣାଶୁଣା ପ୍ରଡକ୍ସନ ଡିଜାଇନର ନୀତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ସେ ଡିପ୍ରେସନରେ ପୀଡିତ ଥିବା ଜଣାପଡିଛି  । ତେବେ ତାଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ  । ନୀତିନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛି ବଲିଉଡ  । ୫୮ ବର୍ଷ ବୟସରେ…

ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ମାମଲା

ରାଜ୍ୟର ବହୁ ଚର୍ଚ୍ଚିତ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ମାମଲାରେ ଚୂଡ଼ାନ୍ତ ସାକ୍ଷ୍ୟଗ୍ରହଣ ଶେଷ ହୋଇଛି। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା। ଆଉ ଜେରା କରିଥିଲେ ଅନୁଭବ ମହାନ୍ତିଙ୍କ…

ସଂସଦରେ ସିନେମାଟୋଗ୍ରାଫ୍ ବିଲ୍‌, ୨୦୨୩ ପାରିତ

ସିନେମାଟୋଗ୍ରାଫ୍ (ସଂଶୋଧନ) ବିଲ୍‌, ୨୦୨୩ ଲୋକସଭାରୁ ମଞ୍ଜୁରୀ ପାଇବା ପରେ ସଂସଦରେ ପାରିତ ହୋଇଛି । ୨୦ ଜୁଲାଇ ୨୦୨୩ ରେ ରାଜ୍ୟସଭାରେ ଏହି ବିଲ୍ ଆଗତ କରାଯାଇଥିଲା ଏବଂ ୨୭ ଜୁଲାଇ, ୨୦୨୩ ରେ ଆଲୋଚନା ପରେ ପାରିତ ହୋଇଥିଲା । ୧୯୫୨ ମସିହାରେ ତିଆରି ହୋଇଥିବା ଏହି ଐତିହାସିକ ବିଲ୍‍ ୪୦ବର୍ଷ…

ଟ୍ରୋଲ ହେଲେ ଉର୍ବଶୀ

ନୂଆଦିଲ୍ଲୀ:  ଅଭିନେତ୍ରୀ ଊର୍ବଶୀ ରୌତେଲା ତାଙ୍କ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଅନେକ ଥର ସେ ନିଜର ପୋଷ୍ଟ ଓ ବୟାନ ପାଇଁ ସମାଲୋଚିତ ମଧ୍ୟ ହୋଇଛନ୍ତି। ନିକଟରେ ଉର୍ବଶୀ ପୁଣି ଏମିତି ଏକ ଟୁଇଟ କରିଛନ୍ତି ଯେଉଁଥିପାଇଁ ତାଙ୍କୁ  ଟ୍ରୋଲ ହେବାକୁ ପଡ଼ିଛି।…

ବିବେକ ଅଗ୍ନିହୋତ୍ରୀଙ୍କୁ ‘ମଣିପୁର ଫାଇଲ୍ସ’ ନିର୍ମାଣ କରିବାକୁ ଚ୍ୟାଲେଞ୍ଜ

'କାଶ୍ମୀର ଫାଇଲ୍ସ'ର ଅହେତୁକ ସଫଳତା ପରେ ବିବେକ ଅଗ୍ନିହୋତ୍ରୀ ନିକଟରେ ତାଙ୍କର ଆଗାମୀ ପ୍ରୋଜେକ୍ଟ 'କାଶ୍ମୀର ଫାଇଲ୍ସ ଅନରିପୋର୍ଟେଡ୍' ର ଟ୍ରେଲରକୁ ଉନ୍ମୋଚନ କରିଛନ୍ତି। ଖୁବ୍ ଶୀଘ୍ର ZEE5 ରେ ଏହା ଷ୍ଟ୍ରିମ୍ ହେବ। ନିକଟରେ ଚଳଚ୍ଚିତ୍ର ନେଇ ନିର୍ମାତା ଅଗ୍ନିହୋତ୍ରୀ ଏକ ପୋଷ୍ଟ ସେୟାର୍…

ଅଭିନେତା ଅର୍ଜୁନ ରାମପାଲ ପୁନର୍ବାର ବାପା ହୋଇଛନ୍ତି

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ୪ର୍ଥ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ପ୍ରେମିକା ଗେବ୍ରିଏଲା ଡେମୋଟ୍ରିଏଡସ ଦ୍ବିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ଗେବ୍ରିଏଲାଙ୍କର ପୂର୍ବରୁ ଏକ ପୁତ୍ର ସନ୍ତାନ ଥିବା ବେଳେ ସେ ନିଜର ଦ୍ବିତୀୟ ପୁଅକୁ ଜନ୍ମ ଦେଇଛନ୍ତି। ଅଜୁର୍ନଙ୍କ ପୂର୍ବ ପତ୍ନୀ…

ଅମରନାଥ ଦର୍ଶନ ପରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ଟ୍ରୋଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ । ବାବା ଅମରନାଥଙ୍କ ଯାତ୍ରା ପରେ ତାଙ୍କୁ କିଛି ୟୁଜର ଟ୍ରୋଲ କରିଛନ୍ତି ।  ଜଣେ ମୁସଲମାନ ହୋଇ ମଧ୍ୟ ସବୁବେଳେ ହିନ୍ଦୁ ମନ୍ଦିର ଯାଉଥିବାରୁ ଏପରି ଟ୍ରୋଲ କରାଯାଉଛି ।  ପ୍ରାୟତଃ ଅଭିନେତ୍ରୀ ଭଗବାନ ଶିବଙ୍କୁ…

‘ହାର୍ଟ ଅଫ୍ ଷ୍ଟୋନ’ ପୋଷ୍ଟରରେ ଛାଇଗଲେ ଆଲିଆ

ଆଲିଆଙ୍କ ପ୍ରଥମ ହଲିଉଡ୍ ଫିଲ୍ମ ଦେଖିବାକୁ  ଫ୍ୟାନ୍ସମାନେ ଖୁବ୍ ଉତ୍ସାହିତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଗୁପ୍ତଚର ଏଜେଣ୍ଟ ଭୂମିକାରେ ଗେଲ୍ ଗାଡୋଟ୍ ଏବଂ ଜେମି ଡୋର୍ଣ୍ଣନ୍ ନଜର ଆସିବେ। ହଲିଉଡ୍ ତାରକାମାନଙ୍କ ମଧ୍ୟରେ ଆଲିଆଙ୍କ କାଷ୍ଟିଂ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ଏକ ରୋମାଞ୍ଚ ସୃଷ୍ଟି…

୫,୦୦୦ ସ୍କ୍ରିନରେ ରିଲିଜ୍ ହେବ ସାଲାର୍

ବଢ଼ୁଛି ସାଉଥ ସୁପରଷ୍ଟାର ପ୍ରଭାସଙ୍କ କ୍ରେଜ୍। ୫,୦୦୦ସ୍କ୍ରିନରେ ରିଲିଜ୍ ହେବ ସାଲାର। ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ସଲାର: ପାର୍ଟ ୧ ସିଜଫାୟାର’ ରିଲିଜ୍ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ନିକଟରେ ଫିଲ୍ମର ଟିଜର ଲଞ୍ଚ…

ଅଭିନେତ୍ରୀ କାଜୋଲଙ୍କ ୱେବସିରିଜ ଚୁମ୍ବନ ଦୃଶ୍ୟ ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ କାଜୋଲଙ୍କ ୱେବସିରିଜ ଚୁମ୍ବନ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ହିନ୍ଦୀ ସିନେମାର ହାତଗଣତି କିଛି ଅଭିନେତ୍ରୀମାନଙ୍କ ମଧ୍ୟରୁ କାଜୋଲ କେବଳ ମନାକରୁଥିଲେ ଏପରି କରିବା ପାଇଁ । ସେ ଚମତ୍କାର ଅଭିନୟ ପାଇଁ ଜଣାଶୁଣା। କାଜୋଲ ଜଣେ ଭଲ ଅଭିନେତ୍ରୀ ହେବା ସହ ସର୍ବଦା ତାଙ୍କ…