Browsing Category

Entertainment

All entertainment related news will be uploaded here

 ସଲମାନଙ୍କ ସହିତ ଡ୍ୟାନ୍ସ କଲେ ମମତା ବାନାର୍ଜୀ

ବଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ସଲମାନ ଖାନ ଏବେ କୋଲକାତାରେ ଅଛନ୍ତି । ଏହା ସହ କୋଲକାତା ଇନ୍‌ଣ୍ଟରନେସନାଲ ଫିଲ୍ମ ଫେଷ୍ଟିବାଲ ୨୦୨୩ରେ ସଲମାନ ଖାନ ଗେଷ୍ଟ ଭାବେ ଯୋଗ ଦେଇଛନ୍ତି । ଏହି KIFF ୨୦୨୩ରେ ଭାଇଜାନଙ୍କ ବ୍ୟତୀତ ପଶ୍ଚିମ ବଙ୍ଗଳାର CM ମମତା ବାନାର୍ଜୀ ଏବଂ ଟିମ୍‌ ଇଣ୍ଡିଆର ପୂର୍ବତନ…

ଓଡ଼ିଆ ସିନେମା ବାଟରେ କଣ୍ଟା କିଏ?’

‘ଓଡ଼ିଶା ନିର୍ମାଣ କନକ୍ଲେଭ୍‌’ରେ ‘ଓଡ଼ିଆ ସିନେମା ବାଟରେ କଣ୍ଟା କିଏ?’ ଶୀର୍ଷକ ଆଲୋଚନାରେ ଭାଗନେଇ  ପ୍ରଯୋଜକ ଅନୁପମ ପଟ୍ଟନାୟକ କହିଲେ, ‘ଓଡ଼ିଆ ସିନେମାର ଆଜି ଏଭଳି ଅବସ୍ଥା ପାଇଁ ପ୍ରେକ୍ଷାଳୟ, ଡିଷ୍ଟ୍ରିବ୍ୟୁସନ ବ୍ୟବସ୍ଥା, ମାକେର୍ଟିଂ ଭଳି ଅନେକ ଛୋଟମୋଟ କଣ୍ଟା ରହିଛି। ଓଲିଉଡ଼ ଏକ ଛୋଟିଆ…

ଗମ୍ଭୀର ରୋଗକୁ ନେଇ ସଂଘର୍ଷ କରୁଛନ୍ତି ବଡ଼ ବଡ଼ ସେଲିବ୍ରିଟି

ବଲିଉଡ ଷ୍ଟାରମାନେ ସେମାନଙ୍କ ଆକ୍ଟିଙ୍ଗର ଯାଦୁ ଦେଖାଇ ଫ୍ୟାନ୍ସଙ୍କ ହୃଦୟ ଜିତନ୍ତି । କିନ୍ତୁ ସେମାନଙ୍କୁ ଦେଖିଲେ ଲାଗେନି ଯେ ସେମାନେ ବି ଅନେକ ସମସ୍ୟାର ଶିକାର ହୋଇଥିବେ । ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ତାଙ୍କ ମୁହଁରେ ସବୁବେଳେ ହସ ଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ବଲିଉଡ…

ଇନଷ୍ଟାଗ୍ରାମ ପାଇଁ ଚର୍ଚ୍ଚାରେ ଉର୍ଫି

ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦ ଏବେ ପୁଣିଥରେ ଚର୍ଚ୍ଚାରେ । ହେଲେ ଏଥର କୌଣସି ଡ୍ରେସ କିମ୍ବା ବୟାନ ପାଇଁ ନୁହେଁ, ବରଂ ଇନଷ୍ଟାଗ୍ରାମ ପାଇଁ ଚର୍ଚ୍ଚାରେ । ଉର୍ଫି ଜାଭେଦଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ସସ୍‌ପେଣ୍ଡ ହୋଇଛି । ଅଭିନେତ୍ରୀ ଜଣକ ସ୍କ୍ରିନ ସର୍ଟ ସୋସିଆଲ ମିଡିଆରେ ସେୟାର…

୨୦୨୩ର ଶ୍ରେଷ୍ଠ ସିନେମା ତାଲିକା

ଆଇଏମ୍‌ଡିବି ପକ୍ଷରୁ ୨୦୨୩ ମସିହା ପାଇଁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ରର ଏକ ତାଲିକା ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରି ୧ରୁ ନଭେମ୍ବର ୬ ମଧ୍ୟରେ ମୁକ୍ତିଲାଭ କରିଥିବା ଦଶଟି ସବୁଠାରୁ ଲୋକପ୍ରିୟ ଫିଲ୍ମ ଏଥିରେ ସ୍ଥାନ ପାଇଛି। ପ୍ରାୟ ୨୦ ଲକ୍ଷ ଦର୍ଶକଙ୍କ ମତାମତକୁ ଭିତ୍ତି କରି ପ୍ରସ୍ତୁତ…

ଆଜି ରିଲିଜ୍‌ ହେବ ୨ଟି ଚର୍ଚ୍ଚିତ ହିନ୍ଦୀ ଫିଲ୍ମ

ହଲ୍‌କୁ ଆସୁଛି ୨ଟି ଚର୍ଚ୍ଚିତ ହିନ୍ଦୀ ଫିଲ୍ମ: ‘ଆନିମଲ’ ଏବଂ ‘ସାମ୍‌ ବାହାଦୁର’। ଏ ଫିଲ୍ମ ଦୁଇଟି ରିଲିଜ୍‌ ହେବା ପୂର୍ବରୁ ଏଗୁଡ଼ିକର ଟ୍ରେଲର ଓ ଗୀତକୁ କୋଟି କୋଟି ଦର୍ଶକ ଦେଖି ସାରିଛନ୍ତି। ସାରା ଦେଶରେ ଏହାକୁ ନେଇ ଉତ୍ସାହ ଲାଗି ରହିଥିବା ବେଳେ ସେଥିରୁ ବାଦ୍‌ ପଡ଼ିନି ଓଡ଼ିଶା। ବିଶେଷ…

ସଲମାନ ଖାନଙ୍କୁ ହତ୍ୟା ଧମକ

ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୁଙ୍କ ଆଉ ଏକ ଧମକ ପରେ ସଲମାନ ଖାନଙ୍କୁ ଦିଆଯାଇଥିବା ସୁରକ୍ଷାକୁ ନେଇ ମଙ୍ଗଳବାର ମୁମ୍ବାଇ ପୋଲିସ ସମୀକ୍ଷା କରିଛି । ଏହା ସହ ‘ଟାଇଗର’ ଅଭିନେତାଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ଏହି ଧମକ ପରେ ଭାଇଜାନଙ୍କୁ ମୁମ୍ବାଇ ପୋଲିସ ତରଫରୁ ଓ୍ଵାଇ – ପ୍ଲସ…