Trending
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
- ବିଧାନସଭାରେ ବଙ୍ଗାଳି କଟାକ୍ଷ: ‘ଓଡ଼ିଆ ଅସ୍ମିତା’ ପ୍ରଶ୍ନ ଘେରରେ ଗୃହ
- ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ
- ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
Browsing Category
Entertainment
All entertainment related news will be uploaded here
ପୁଷ୍ପା ୨ଫିଲ୍ମକୁ ନେଇ କ୍ରେଜ୍ ବୃଦ୍ଧି
ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଅନ୍ୟତ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ‘ପୁଷ୍ପା ୨: ଦି ରୁଲ୍’ ହେଉଛି ଅନ୍ୟତମ। ପ୍ରଶଂସକଙ୍କ ମଧ୍ୟରେ ଧୀରେ ଧୀରେ ଏହି ଫିଲ୍ମକୁ ନେଇ କ୍ରେଜ୍ ବୃଦ୍ଧି ପାଇବାରେ ଲାଗିଛି। ଏଥିମଧ୍ୟରେ ଫିଲ୍ମର ଦ୍ୱିତୀୟ ଗୀତ…
ବିବାହକୁ ନେଇ ମୁହଁ ଖୋଲିଲେ ପ୍ରଭାସ
ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସ ଏବେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମକୁ ପ୍ରଭାସଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ପ୍ରଭାସ ପ୍ରାୟତଃ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ପ୍ରେମସମ୍ପର୍କକୁ ନେଇ ପୂର୍ବରୁ ଅନେକ ଆଲୋଚନା ହୋଇଛି। ଗତ…
କାଜଲଙ୍କ ଫିଲ୍ମକୁ ଦେଖିବାକୁ ପସନ୍ଦ କରନ୍ତିନି ପୁଅ
ଅନେକ ଲୋକ ନିଜ ମନ ପସନ୍ଦର ହିରୋ-ହିରୋଇନଙ୍କ ଫିଲ୍ମ ଦେଖିବାକୁ ଅନେଇ ବସିଥାନ୍ତି ତାହା କେବେ ଆସିବ । କିନ୍ତୁ ଅଭିନେତ୍ରୀ କାଜଲଙ୍କ ଫିଲ୍ମ ତାଙ୍କ ପୁଅ ୟୁଗ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଏହାର କାରଣ ଆପଣ ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା।କାଜଲ ପ୍ରଥମ କରି…
କାନ୍ସରେ ‘ହାବାସପୁରୀ ୱେଭିଙ୍ଗ୍’ର ପୋଷ୍ଟର ଉନ୍ମୋଚିତ
ନିର୍ଦ୍ଦେଶକ ତଥା ଲେଖକ ଓଡ଼ିଶାର ବିଶ୍ୱନାଥ ରଥ କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣରେ କୋଟପାଡ଼ ହସ୍ତତନ୍ତର ପ୍ରଦର୍ଶନ କରିବା ସହ ହାବାସପୁରୀ ହସ୍ତତନ୍ତ ଉପରେ ପ୍ରସ୍ତୁତ ଫିଚର ଡକ୍ୟୁମେଣ୍ଟାରିର ପୋଷ୍ଟର ଉନ୍ମୋଚନ କରିଛନ୍ତି। ସେ ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବକୁ ପ୍ରଥମଥର…
କଳାକାରରୁ ରେସ୍ତୋରାଁ ମାଲିକାଣୀ
ବଲିଉଡ୍ ସେଲିବ୍ରିଟିମାନେ ଅଭିନୟ ସହ ବିଭିନ୍ନ ବ୍ୟବସାୟରେ ମଧ୍ୟ ଅର୍ଥ ବିନିଯୋଗ କରିଛନ୍ତି। କେତେକ ଖାଦ୍ୟ ପ୍ରତି ଭଲପାଇବା ହେତୁ ହେଉ କିଂବା ଅନ୍ୟ କାରଣରୁ ଦେଶ ବିଦେଶରେ ରେସ୍ତୋରାଁ ଖୋଲିଛନ୍ତି। କଳାକାରରୁ ରେସ୍ତୋରାଁ ମାଲିକ ବନିଥିବା ଅଭିନେତ୍ରୀଙ୍କ ତାଲିକା ବି ଛୋଟ ନୁହେଁ।…
ମହୀଶୂର ଫିଲ୍ମ ନିର୍ମାତାଙ୍କୁ କାନ୍ସ ଲା ସିନେଫ୍ ପ୍ରଥମ ପୁରସ୍କାର
୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ଭାରତକୁ ବଡ଼ ସଫଳତା ମିଳିଛି। ମହୀଶୂରର ଫିଲ୍ମ ନିର୍ମାତା ଚିଦାନନ୍ଦ ଏସ୍ ନାଏକଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ସନ୍ଫ୍ଲାଓ୍ବାର୍ସ ଓ୍ବେୟାର ଦି ଫାଷ୍ଟ ଓ୍ବାନ୍ସ ଟୁ ନୋ’ ଗୁରୁବାର ଲା ସିନେଫ ପ୍ରଥମ ପୁରସ୍କାର ପାଇଛି। ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜନ…
ମନୋଜଙ୍କ ନୈରାଶ୍ୟଜନକ ଶତକ
ମନୋଜ ବାଜପେୟୀ ମୁଖ୍ୟତଃ ଦେଶୀ ଖଳନାୟକ ଚରିତ୍ରମାନଙ୍କ ଜରିଆରେ ଭାରତୀୟ ସିନେମା ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଶହେତମ ଚଳଚ୍ଚିତ୍ର ଭାବେ ‘ଭୈୟା ଜୀ’କୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହେବା ସ୍ବାଭାବିକ। ଏଥିରେ ସେ ନାୟକ ଭୂମିକାରେ ଅବତୀର୍ଣ୍ଣ…
ବିଗ ବସ ଓଟିଟି’ରେ ଅନିଲ କପୁର
‘ବିଗ ବସ ଓଟିଟି’ ର ସିଜନ ୩ ପାଇଁ ନୂଆ ହୋଷ୍ଟ ମିଳିଯାଇଛି। ଏଥର ସଲମାନ ଖାନ ନୁହଁନ୍ତି ବରଂ ଅନିଲ କପୁର ‘ବିଗ ବସ ଓଟିଟି’ ର ନୂଆ ସିଜନ ଆୟୋଜନ କରିବାକୁ ଯାଉଛନ୍ତି। ତାଙ୍କର ବ୍ୟସ୍ତବହୁଳ ଚଳଚ୍ଚିତ୍ର କାର୍ଯ୍ୟସୂଚୀ ହେତୁ ସଲମାନ ‘ବିଗ ବସ ଓଟିଟି’ରେ ହୋଷ୍ଟ କରିବାକୁ ମନା କରିଦେଇନ୍ତି। କେବଳ…
ହସ୍ପିଟାଲ୍ରେ କିଙ୍ଗ ଖାଁ
ବଲିଉଡ୍ ଅଭିନେତା ଶାହରୁଖ ଖାନ୍ ଅଂଶୁଘାତର ଶିକାର ହେବାରୁ ତାଙ୍କୁ ଅହମଦାବାଦର କେଡି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍ କର୍ତ୍ତୃପକ୍ଷ ଏନେଇ ଏକ ପ୍ରେସ୍ବିଜ୍ଞପ୍ତିରେ କହିଛନ୍ତି ଯେ କେକେଆର୍ ଓ ଏସ୍ଆର୍ଏଚ୍ ମ୍ୟାଚ୍ ସମୟରେ ଶାହରୁଖ୍ ଷ୍ଟାଡିୟମ୍ରେ ଉପସ୍ଥିତ ଥିଲେ।…
ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଫିଲ୍ମ ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ
ରାଜ୍ୟ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଚେହେରା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଯୋଜକ ବିଜୟ ପଟ୍ଟନାୟକ ଆଉ ନାହାନ୍ତି । ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ବିଜୟଙ୍କ ବିୟୋଗରେ ସିନେ ଜଗତ ସହ ଜଡ଼ିତ ଅନେକ ଅଭିନେତା, ଅଭିନେତ୍ରୀ,…