Browsing Category

Entertainment

All entertainment related news will be uploaded here

ଯାତ୍ରା ଜଗତରୁ ପୁଣି ଆସିଛି ଦୁଃଖଦ ଖବର, ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଯୁବ ପ୍ରତିଭା ଜ୍ଞାନ ରଞ୍ଜନ…

ଯାତ୍ରା ଜଗତରୁ ପୁଣି ଆସିଛି ଦୁଃଖଦ ଖବର | ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଯୁବ ପ୍ରତିଭା ଜ୍ଞାନ ରଞ୍ଜନ ସାହୁଙ୍କର ଦେହାନ୍ତ ହୋଇଯାଇଛି । ସେ କିଛିଦିନ ଧରି ଲିଭର ଜଣ୍ଡିସରେ ପୀଡିତ ଥିଲେ । ଆଜି ସନ୍ଧ୍ୟାରେ ତାଙ୍କ ଦେହ ହଠାତ ବିଗିଡିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ…

ଆର ପାରିରେ ପ୍ରସିଦ୍ଧ ମାଲାୟଲମ ଅଭିନେତା କନ୍ନନ ପଟ୍ଟାମ୍ବୀ

ପ୍ରସିଦ୍ଧ ମାଲାୟଲମ ସିନେମା ପ୍ରଡକ୍ସନ କଣ୍ଟ୍ରୋଲର ଏବଂ ଅଭିନେତା କନ୍ନନ ପଟ୍ଟାମ୍ବୀ ଜାନୁଆରୀ ୪ ତାରିଖ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଯାହା ଫଳରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ପ୍ରାୟ ତିନି ଦଶନ୍ଧି ଧରି ସିନେମାରେ କାମ କରୁଥିଲେ, ପରଦା ପଛରେ କାମ କରିବା…

କିଙ୍ଗ୍ ଖାନ୍ ଶାହାରୁଖଙ୍କୁ ଭାରି ପଡ଼ିଲା ବାଂଲାଦେଶୀ ଖେଳାଳୀ କିଣିବା , ଦେଶବ୍ୟାପୀ ବିବାଦ ଆରମ୍ଭ

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ହତ୍ୟା ଘଟଣାକୁ ନେଇ ଭାରତରୁ ଉଠିଛି ଅସନ୍ତୋଷର ସ୍ବର । ବାଂଲାଦେଶ ସହ ସମ୍ପର୍କ ତୁଟାଇବାକୁ ଉଠିଲାଣି ଦାବି । ଏସବୁ ଭିତରେ କିଙ୍ଗ୍ ଖାନ୍ ଶାହାରୁଖଙ୍କ ପାଇଁ ବଢିଛି ଅଡୁଆ । ଶାହାରୁଖଙ୍କୁ ନେଇ ବିଜେପି ନେତା ଓ ହିନ୍ଦୁ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା…

ସନ୍ଧ୍ୟା ଆରତୀ ବେଳେ ଅଘଟଣ: ନିଆଁରେ ପୋଡ଼ି ହୋଇ ଅଭିନେତା ଜ୍ୟୋତିଙ୍କ ପତ୍ନୀ ସିମରନ ଗୁରୁତର

ଭୁବନେଶ୍ୱର: ଘଟିଛି ଏକ ଦୁଃଖଦ ଘଟଣା। ସନ୍ଧ୍ୟା ଆରତୀ ଦେଉଥିବା ସମୟରେ ଅସାବଧାନତା ବଶତଃ ନିଆଁ ସଂସ୍ପର୍ଶରେ ଆସି ଅଭିନେତା ଜ୍ୟୋତିଙ୍କ ପତ୍ନୀ ସିମରନ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ହେଲଥ ଭିଲାରେ ଭର୍ତ୍ତି କରାଯାଇଛି। ସିମରନ ଜଣାଶୁଣା ଚେହେରା…

ଅକ୍ଟୋବର୨, ୨୦୨୬ରେ ମୁକ୍ତିଲାଭ କରିବାକୁ ଯାଉଛି ‘ଦୃଶ୍ୟମ ୩’

ପୁଣି ବଡ ପରଦାରେ ଧମାକା କରିବାକୁ ଯାଉଛନ୍ତି ବଲିଉଡ ଷ୍ଟାର୍ ଅଜୟ ଦେବଗନ। ଫ୍ୟାନ୍ସ ଅଜୟଙ୍କ ସୁପରହିଟ୍ ସସପେନ୍ସ-ଥ୍ରୀଲର ଫିଲ୍ମ 'ଦୃଶ୍ୟମ'ର ତୃତୀୟ କିସ୍ତିକୁ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହା ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ନିର୍ମାତାମାନେ ଗତକାଲି ଅଜୟ ଦେବଗନଙ୍କ ଅଭିନୀତ…

ଲୋକପ୍ରିୟ ଓଡ଼ିଆ ହାସ୍ୟ ଅଭିନେତା ଗୁଲୁଆଙ୍କୁ ମିଳିଛି ହତ୍ୟା ଧମକ , ସୋସିଆଲ ମିଡିଆରେ କଲେ ପୋଷ୍ଟ

ଲୋକପ୍ରିୟ ଓଡ଼ିଆ ହାସ୍ୟ ଅଭିନେତା ଗୁଲୁଆଙ୍କ ଜୀବନ ପ୍ରତି ବିପଦ। ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ ଜଣାଇବା ସହ ପ୍ରଶାସନଠାରୁ ତୁରନ୍ତ ସାହାଯ୍ୟ ଲୋଡ଼ିଛନ୍ତି। ଭିଡିଓରେ ଗୁଲୁଆ ଅଭିଯୋଗ କରିଛନ୍ତି ଯେ କିଛି ଲୋକ ତାଙ୍କୁ ଧମକ ଦେଉଛନ୍ତି। ପ୍ରଥମେ କୋଟିଏ ଟଙ୍କା ମାଗିଥିଲେ ଏବେ…

ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ଟକ୍ସିକ”ରେ କିଆରା ଆଡଭାନୀଙ୍କ ଫାଷ୍ଟ ଲୁକ୍ ରିଲିଜ୍

ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଟକ୍ସିକ' ଏବେ ସିନେମା ହଲରେ ମୁକ୍ତିଲାଭ କରିବା ପାଇଁ ପ୍ରସ୍ତୁତ । ନିର୍ମାତାମାନେ ଫିଲ୍ମର ଷ୍ଟାରକାଷ୍ଟ ଉପରୁ ଧୀରେ ଧୀରେ ପରଦା ଉଠାଇଛନ୍ତି । ଫିଲ୍ମରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି ହୋଇଛି । ଗତକାଲି ଡିସେମ୍ବର ୨୨ରେ, ଫିଲ୍ମ ନିର୍ମାତା କିଆରା ଆଡଭାନୀଙ୍କ…

ଓଡ଼ିଆ ଅସ୍ମିତା ଓ ଅକୁହା କାହାଣୀର ନୂଆ ପରିଚୟ: ମେଟ୍ରୋ ଟିଭିର ନୂଆ ପଡ଼କାଷ୍ଟ ‘ଓ ଓଡ଼ିଶା’

https://www.youtube.com/watch?v=-OR1rxdm_HY ଭୁବନେଶ୍ୱର: ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଏବଂ ଏହି ମାଟିର ଅକୁହା କାହାଣୀକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ପ୍ରମୁଖ ଗଣମାଧ୍ୟମ ସଂସ୍ଥା ମେଟ୍ରୋ ଟିଭି। ଲୋକାର୍ପିତ ହୋଇଛି ନୂଆ…

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ଘରେ ଆୟକର ବିଭାଗର ଚଢ଼ାଉ । ବାଷ୍ଟିଅନ୍ ରେଷ୍ଟୁରାଣ୍ଟ ସହିତ ଜଡିତ ଆର୍ଥିକ କାରବାର ଏବଂ କଥିତ ଟିକସ ଅନିୟମିତତାର ତଦନ୍ତ ଲାଗି ସେମାନଙ୍କ ମୁମ୍ବାଇ ଘର ଉପରେ ଚଢାଉ କରିଛି ଆୟକର ବିଭାଗ । ଶିଳ୍ପା ସେଟ୍ଟୀଙ୍କ ଘର ଏବଂ ତାଙ୍କ…

ସ୍ୱାମୀଙ୍କଠାରୁ ୧୦୦ କୋଟି ଟଙ୍କା କ୍ଷତିପୂରଣ ଏବଂ ଭରଣପୋଷଣ ଦାବି କଲେ ଅଭିନେତ୍ରୀ ସେଲିନା ଜେଟଲୀ

ବଲିଉଡ୍ ଅଭିନେତ୍ରୀ ସେଲିନା ଜେଟଲୀ ଗତ କିଛି ଦିନ ଧରି ଖବରରେ ଅଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନରେ କିଛି ଠିକ୍ ଚାଲିନାହିଁ। ସେଲିନାଙ୍କୁ ନେଇ ସୋସିଆଲ ମିଡିଆରୁ ଆରମ୍ଭ କରି ଖବରକାଗଜ ପର୍ଯ୍ୟନ୍ତ ବ୍ୟାପକ ଆଲୋଚନା ହେଉଛି। ସେଲିନା ତାଙ୍କ ସ୍ୱାମୀ ପିଟର ହାଗଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ…