Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Entertainment
All entertainment related news will be uploaded here
ଅଡ଼ୁଆରେ ପଞ୍ଜାବୀ ଗାୟକ ଦିଲଜିତ ଦୋସଞ୍ଜ
ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସଞ୍ଜ ତାଙ୍କ ସଙ୍ଗୀତ କନସର୍ଟ ଦିଲ ଲୁମିନିଟି ଟୁର କାରଣରୁ ଏବେ ଖବରରେ ଅଛନ୍ତି। ନିକଟରେ ସେ ଦିଲ୍ଲୀ ଏବଂ ଜୟପୁରରେ ଶୋ କରିଥିଲେ। ତାଙ୍କ ସଙ୍ଗୀତ କନସର୍ଟକୁ ହଜାର ହଜାର ଲୋକ ଆସିଥିଲେ। ତାଙ୍କର ପରବର୍ତ୍ତୀ କନ୍ସର୍ଟ ଆଜି (୧୫ ନଭେମ୍ବର)…
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ‘ଦମନ’ ଶ୍ରେଷ୍ଠ ଚଳଚ୍ଚିତ୍ର
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୩୩ ଗୋଟି ବର୍ଗ ପାଇଁ ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ପୁରସ୍କାର କରାଯାଇଛି । ୨୦୨୨ ବର୍ଷ ପାଇଁ ‘ଦମନ’ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଛି । ସେହିଭଳି ୨୦୨୧ ପାଇଁ ଶଙ୍କର…
ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ହତ୍ୟା ଧମକ
ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ହତ୍ୟା ଧମକ | ଫୋନ୍ କଲ କରି ୫୦ ଲକ୍ଷ ଟଙ୍କା ମାଗିଛନ୍ତି ଦୁର୍ବୃତ୍ତ । ୨ ଦିନ ମଧ୍ୟରେ ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ଦୁର୍ବୃତ୍ତ । ନେବିହାର ଦାନେପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଅଭିନେତ୍ରୀ।
ମନୋଜ ମିଶ୍ରଙ୍କ ନାମରେ ଥାନାରେ ଏତଲା
ମନୋଜଙ୍କ ନାଁରେ କଟକ ସାଇବର ଥାନାରେ ଏତଲା । ଏତଲା ଦେଲା ଓଡ଼ିଆ ସିନେମା ଓ ଟିଭି ନିର୍ଦେଶକ ସଙ୍ଘ । ମନୋଜ ନିର୍ଦେଶକମାନଙ୍କ ଚରିତ୍ର ହନନ କରୁଥିବା ଅଭିଯୋଗ ହୋଇଛି । ସାମାଜିକ ଗଣମାଧ୍ୟମରେ ସମ୍ମାନ ହାନୀ କରୁଥିବା ନେଇ ଏତଲାରେ ଉଲ୍ଲେଖ ରହିଛି । ରାଜ୍ୟରେ ବିଭିନ୍ନ ସମୟରେ ମୁକ୍ତିଲାଭ…
ମିଥୁନଙ୍କୁ ଧମକ ଦେଲା କିଏ ?
ଅଭିନେତାରୁ ରାଜନେତା ବନିଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ ଧମକ ମିଳିଛି । ପାକିସ୍ତାନ ଗ୍ୟାଙ୍ଗଷ୍ଟର ସାହାଜାଦ ଭାଟି ଧମକ ଦେଇଛି । ଭିଡିଓ ଜାରି କରି ମିଥୁନଙ୍କୁ ଧମକ ଦେଇଥିବା ସୂଚନା ରହିଛି । ସଲମାନ ଖାନ ଓ ଶାହାରୁଖ ଖାନଙ୍କ ପରେ ଏବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଧମକ…
ଭେଟେରାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶଙ୍କ ପରଲୋକ
ଆରପାରିରେ ଭେଟେରାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଅଭିନେତାଙ୍କ ମୃତ୍ୟୁ ନେଇ ପୁଅ ମହାଦେବନ୍ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନିଜର ପୋଷ୍ଟରେ ମହାଦେବନ୍ ଲେଖିଛନ୍ତି, ଦୁଃଖର ସହ କହିବାକୁ…
ବାପା ହେବେ କେଏଲ ରାହୁଲ
ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲଙ୍କ ଘରକୁ ଆସିବାକୁ ଯାଉଛି ବଡ ଖୁସି ଖବର। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅଭିନେତ୍ରୀ ତାଙ୍କର ପ୍ରେଗ୍ନେନ୍ସି ଘୋଷଣା କରିଛନ୍ତି। ଦୁହେଁ ଏକ ଫଟୋ ଶେୟାର କରି ଲେଖିଛନ୍ତି, ”ଆମର ଅତିସୁନ୍ଦର ଆଶୀର୍ବାଦ ଖୁବଶୀଘ୍ର ଆସୁଛି, ୨୦୨୫।”…
ପରଲୋକରେ ଯୁବ ଅଭିନେତା ନିତୀନ
ରିଆଲିଟି ଶୋ ସ୍ଳିଟ୍ସଭିଲ୍ଲା ଏବଂ କ୍ରାଇମ ପେଟ୍ରୋଲରୁ ପ୍ରସିଦ୍ଧ ହୋଇଥିବା ଅଭିନେତା ନିତୀନ ଚୌହାନଙ୍କର ଦେହାନ୍ତ ହୋଇଛି । 35 ବର୍ଷ ବୟସରେ ନୀତୀନ ଏହି ଦୁନିଆକୁ ବିଦାୟ ଦେଇଛନ୍ତି । ତାଙ୍କ ସହ କାମ କରିଥିବା ଅଭିନେତା ଏବଂ ବନ୍ଧୁମାନେ ସେସିଆଲ ମିଡ଼ିଆରେ ଏହି ସୂଚନା ଦେଇଛନ୍ତି ।…
ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍ ରେ ପ୍ରଦର୍ଶିତ ହେବ ୬ଟି ଚଳଚ୍ଚିତ୍ର
ଚଳିତ ବର୍ଷ ମଧ୍ୟ ଲ୍ୟାବ୍ ଉଭୟ ଅନଲାଇନ୍ ଏବଂ ଅଫଲାଇନ ଅଧିବେଶନ ସମ୍ପାଦନ କରିବ । ବିଭିନ୍ନ ପ୍ରକାରର ନିୟୋଜନର ଏହି ମିଶ୍ରଣ ଚଳଚ୍ଚିତ୍ର ନିର୍ମାତା ଏବଂ ପରାମର୍ଶଦାତାମାନଙ୍କୁ ବାସ୍ତବ ସମୟରେ ବିଚାର ବିମର୍ଶ କରିବା ଏବଂ ପୋଷ୍ଟ-ପ୍ରଡକ୍ସନ ସମର୍ଥନ ହାସଲ କରିବାର ଉପାୟ ଖୋଜିବାକୁ ସୁଯୋଗ…
ଶାହାରୁଖ ଖାନଙ୍କୁ ହତ୍ୟା ଧମକ ଦେଇଛି ଫୈଜାନ
ଶାହାରୁଖ ଖାନଙ୍କୁ ହତ୍ୟା ଧମକ ଦେଇଛି ଫୈଜାନ । ଟଙ୍କା ବି ମାଗିଛି । ସଲମାନ ଖାନଙ୍କ ପରେ ଶାହାରୁଖ ଖାନଙ୍କୁ ହତ୍ୟା ଧମକ ମିଳିଛି । ଶାହାରୁଖ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଜଣକ ଛତିଶଗଡର ରାୟପୁରର ବୋଲି ଜଣାପଡିଛି । ଆଇପିସି ଧାରା 308(4), 351(3)(4) ଅନୁଯାୟୀ ମାମଲା ରୁଜୁ…