Browsing Category

Entertainment

All entertainment related news will be uploaded here

ସାହିଦଙ୍କ ଫିଲ୍ମ ଓ ରୋମିଓର ଟ୍ରେଲର ରିଲିଜ

ବଲିଉଡ ଷ୍ଟାର ସାହିଦ କପୁର ପୁଣି ଥରେ ପରଦାରେ ଧମାକା କରିବାକୁ ଯାଉଛନ୍ତି । ସାହିଦଙ୍କ ଫିଲ୍ମ “ଓ ରୋମିଓର ଟ୍ରେଲର ରିଲିଜ ହୋଇଛି । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଗତକାଲି ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି । ଏଥିରେ ସାହିଦଙ୍କ ଲୁକ ଓ ଅବତାର…

ପୀୟୁଷଙ୍କ କ୍ରେଜ୍ ପାଇଁ ମାତ୍ର କେଇ ସମୟ ମଧ୍ୟରେ ସବୁ ଟିକେଟ୍ ବିକ୍ରି ଶେଷ

ପୀୟୁଷ କ୍ରେଜ୍ । କେଇ ଘଣ୍ଟାରେ ସରିଗଲା ଟିକେଟ୍ । ଯାଜପୁର ବରୁଣେଶ୍ୱର ମେଳା ଯାତ୍ରା ରାଣୀ ସିଂହବାହିନୀର ନାଟକ ତୁ ମୋ ବଜରଙ୍ଗୀର ଟିକେଟ୍ ମାତ୍ର କେଇ ମିନିଟ୍ ମଧ୍ୟରେ ହୋଇଯାଇଛି ଶେଷ । ଯାଜପୁର ବରୁଣେଶ୍ୱର ମେଳାରେ ଯାତ୍ରା ରାଣୀ ସିଂହବାହିନୀର ପଡିଛି । ଯେଉଁଠାରେ ନାଟକ ତୁ ମୋ…

ହଟିଲା ପିୟୁଶଙ୍କ ଉପରୁ ମଞ୍ଚ ଚଢ଼ିବା ପ୍ରତିବନ୍ଧକ, ଆଜିଠାରୁ ମଞ୍ଚ ଉପରେ ଯାତ୍ରା ପରିବେଷଣ କରିପାରିବେ ପୀୟୁଷ…

ଯାତ୍ରା ଫ୍ୟାନଙ୍କ ପାଇ ଖୁସି ଖବର ।  ହଟିଲା ପିୟୁଶଙ୍କ ଉପରୁ ମଞ୍ଚ ଚଢ଼ିବା ପ୍ରତିବନ୍ଧକ ।  ଆଜିଠାରୁ ମଞ୍ଚ ଉପରେ ଯାତ୍ରା ପରିବେଷଣ କରିପାରିବେ ପୀୟୁଷ ତ୍ରୀପାଠୀ ।  ଏନେଇ ପୁର୍ବରୁ ରହିଥିବା ରହିତାଦେଶକୁ ଖାରଜ କରିଛନ୍ତି କୋର୍ଟ। ଭୁବନେଶ୍ୱର ସିଭିଲ ଜଜ ଜୁନିୟର ଡିଭିଜନ ଶୁଣାଣି ବେଳେ…

ଜାନୁଆରୀ ୨୩ ତାରିଖରେ ଧୁରନ୍ଧର ପାର୍ଟ ୨ ସହିତ ହଲରେ ରିଲିଜ ହେବ ବର୍ଡର ୨

ରଣବୀର ସିଂଙ୍କ ଫିଲ୍ମ ‘ଧୁରନ୍ଧର’ ୪୫ ଦିନ ପରେ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରୁଛି । ଫିଲ୍ମଟି ୧୩୦୦ କୋଟି ଟଙ୍କାରୁ ଅଧିକ କଲେକ୍ସନ କରି ସାରିଛି । ଯାହା ଥମିବାର ନାଁ ଧରୁନି  ମାର୍ଚ୍ଚ ୧୯ ତାରିଖରେ ପାର୍ଟ ୨ ରିଲିଜ୍ ହେବାକୁ ଯାଉଛି । ଯାହା ଦେଖିବାକୁ ପ୍ରଶଂସକମାନେ ଉତ୍ସାହର…

‘ଭାଲେଣ୍ଟାଇନ୍ସ ଡେ’ ଅବସରରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଧନୁଷ ଏବଂ ମୃଣାଳ ଠାକୁର

ସାଉଥ୍ ସୁପରଷ୍ଟାର ଧନୁଷ ଏବଂ ବଲିଉଡ୍ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ଦିନରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଗୁଜବ ଶୁଣାଯାଉଥିବା ବେଳେ, ଏବେ ସେମାନେ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ, ଆସନ୍ତା ଫେବୃଆରୀ ୧୪ ଅର୍ଥାତ୍…

ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କୁ ମହଙ୍ଗା ପଡିପାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ,ରଫ ପାଇଁ ଖୋଜୁଛି ପୁଲିସ

ଗିରଫ ହୋଇ ପାରନ୍ତି ନିଶା ମହାରଣା । ଅଶ୍ଳୀଳ ନୃତ୍ୟ ପ୍ରଦଶଶନ ପାଇଁ ଗିରଫ କରିପାରେ ବଲାଙ୍ଗୀର ଜିଲ୍ଲା ପୁଲିସ । ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କୁ ମହଙ୍ଗା ପଡିପାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ । ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ପାଇଁ ନିଶାଙ୍କୁ ଗିରଫ ପାଇଁ ଖୋଜୁଛି ପୁଲିସ । ଖବର…

‘‘ମର୍ଦ୍ଦାନୀ ୩’’ ର ଟ୍ରେଲର ରିଲିଜ୍

ଚଳିତ ନୂଆ ବର୍ଷ ଫିଲ୍ମପ୍ରେମୀଙ୍କ ପାଇଁ ଏଣ୍ଟରଟେନମେଣ୍ଟରେ ପରିପୂର୍ଣ୍ଣ ହେବ । YRF ‘‘ମର୍ଦ୍ଦାନୀ ୩’’ ଟ୍ରେଲର ରିଲିଜ୍ କରିଥିବାବେଳେ ଜାନୁଆରୀ ୩୦ ତାରିଖରେ ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି । ଟ୍ରେଲର ରିଲିଜ୍ ହେବା ସହିତ ଏହାର ନିର୍ମାତା କହିଛନ୍ତି ଯେ, ଫିଲ୍ମଟି ସତ୍ୟ ଘଟଣା ଉପରେ…

ଓସ୍କାର ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ଯୋଗ୍ୟ ଚଳଚ୍ଚିତ୍ର ତାଲିକାରେ କାନ୍ତାରା , ତନ୍ବି ଦି ଗ୍ରେଟ୍‌

ଚଳିତ ବର୍ଷର ଓସ୍କାର ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ପ୍ରତିଯୋଗିତାରେ ସାମିଲ ହେବାକୁ ଯୋଗ୍ୟତା ଅର୍ଜନ କରିଥିବା ୨୦୧ଟି ଫିଚର ଫିଲ୍ମ ମଧ୍ୟରେ କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା: ଏ ଲିଜେଣ୍ଡ- ଚାପ୍ଟର ୧’ ଏବଂ ହିନ୍ଦୀ ଚଳଚ୍ଚିତ୍ର ‘ତନ୍ବି ଦି ଗ୍ରେଟ୍‌’ ରହିଛି। ଦି ଏକାଡେମୀ ଅଫ୍‌ ମୋଶନ…

ବଡ଼ ପରଦାରେ ରିଲିଜ୍ ହେଲା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ “ଦ ରାଜା ସାବ”

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ "ଦ ରାଜା ସାବ" ଆଜି ଅର୍ଥାତ୍ ୯ ଜାନୁଆରୀରେ ବଡ଼ ପରଦାରେ ରିଲିଜ୍ ହୋଇଛି । ଫିଲ୍ମ ରିଲିଜକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମ ପରଦାକୁ ଆସିଛି । ପ୍ରଥମ ଦିନର ପ୍ରଥମ ଶୋ' ଦେଖିବାକୁ ଥିଏଟରରେ ଭିଡ଼ ଜମିଥିଲା । ଯାହାକୁ…

ଯାତ୍ରା ଜଗତରୁ ପୁଣି ଆସିଛି ଦୁଃଖଦ ଖବର, ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଯୁବ ପ୍ରତିଭା ଜ୍ଞାନ ରଞ୍ଜନ…

ଯାତ୍ରା ଜଗତରୁ ପୁଣି ଆସିଛି ଦୁଃଖଦ ଖବର | ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଯୁବ ପ୍ରତିଭା ଜ୍ଞାନ ରଞ୍ଜନ ସାହୁଙ୍କର ଦେହାନ୍ତ ହୋଇଯାଇଛି । ସେ କିଛିଦିନ ଧରି ଲିଭର ଜଣ୍ଡିସରେ ପୀଡିତ ଥିଲେ । ଆଜି ସନ୍ଧ୍ୟାରେ ତାଙ୍କ ଦେହ ହଠାତ ବିଗିଡିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ…