Browsing Category

Entertainment

All entertainment related news will be uploaded here

ସୋ ରୁମ୍ ଉଦଘାଟନ ଅବସରରେ ଭୁବନେଶ୍ଵରରେ ସୁପରଷ୍ଟାର ଅକ୍ଷୟ କୁମାର୍

ଭୁବନେଶ୍ଵରରେ ସୁପରଷ୍ଟାର ଅକ୍ଷୟ କୁମାର୍। କଲ୍ୟାଣ ସୋ ରୁମ୍ ଉଦଘାଟନ ଅବସରରେ ଭୁବନେଶ୍ବରରେ ପହଞ୍ଚିଥିଲେ ଅକ୍ଷୟ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅକ୍ଷୟ କୁମାର ନିଜ ଫ୍ୟାନ ମାନଙ୍କ ସହ କଥା ହୋଇଛନ୍ତି । ନିଜ ବାପା ମାଆଙ୍କୁ ସମ୍ମାନ ଦିଅନ୍ତୁ ଏବଂ ନିଶା ଠାରୁ ଦୂରେଇ ରୁହନ୍ତୁ…

 ବକ୍ସ ଅଫିସରେ ରାଜ କରୁଛି ରଣଭୀର ସିଂଙ୍କ ଆକ୍ସନ-ସ୍ପାଏ ଥ୍ରୀଲର’ଧୁରନ୍ଧର’ ,୧୫୦ କୋଟିରୁ ଅଧିକ ଆୟ

 ରଣଭୀର ସିଂଙ୍କ ଆକ୍ସନ-ସ୍ପାଏ ଥ୍ରୀଲର'ଧୁରନ୍ଧର' ବକ୍ସ ଅଫିସରେ ରାଜ କରୁଛି। ୨୦୨୫ର ସବୁଠାରୁ ବଡ଼ ବକ୍ସ ଅଫିସ ସଫଳ ଫିଲ୍ମ ମଧ୍ୟରୁ ଗୋଟିଏ। । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ହାଇ ପ୍ରୋଫାଇଲ ଫିଲ୍ମଟି ଡିସେମ୍ବର ୫ ତାରିଖରେ ଥିଏଟରରେ ରିଲିଜ୍ ହୋଇଥିଲା ଏବଂ ଏପର୍ଯ୍ୟନ୍ତ ପ୍ରଶଂସାଯୋଗ୍ୟ…

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟିଭି ଅଭିନେତ୍ରୀ ରୂପଲ ତ୍ୟାଗୀ

ଟିଭି ଅଭିନେତ୍ରୀ ରୂପଲ ତ୍ୟାଗୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କର ଦୀର୍ଘଦିନର ପ୍ରେମିକ ନୋମିଶ ଭାରଦ୍ୱାଜଙ୍କୁ ଡିସେମ୍ବର ୫ ତାରିଖରେ ବାହା ହୋଇଥିଲେ। ଏହି ଦମ୍ପତିଙ୍କର ଏକ ଇଣ୍ଟିମେଣ୍ଟ ବିବାହ ହୋଇଥିଲା। ଯେଉଁଥିରେ କେବଳ ଉଭୟ ପରିବାର ଏବଂ ନିକଟତର ବନ୍ଧୁମାନେ ସାମିଲ…

ଟିଭି ସୁପରଷ୍ଟାର ତଥା ଗୌରବ ଖାନ୍ନା ବିଗ୍ ବସ୍-୧୯ର ବିଜେତା

ବିଗ୍ ବସ୍-୧୯ ଫାଇନାଲ ଶେଷ ହୋଇଛି । ସିଜିନ୍କୁ ମିଳି ସାରିଛି ବିଜେତା । ଟିଭି ସୁପରଷ୍ଟାର ତଥା ଗୌରବ ଖାନ୍ନା ବିଗ୍ ବସ୍-୧୯ ବିଜେତା ହୋଇଛନ୍ତି । ତାଙ୍କୁ ଟ୍ରଫି ସହ ୫୦ ଲକ୍ଷ ଟଙ୍କାର ପ୍ରାଇଜ ମନି ମିଳିଛି । ଫରହାନା ଭଟ୍ଟ ପ୍ରଥମ ରସର-ଅପ୍ ହୋଇଥିବା ଦ୍ଵିତୀୟ ରନର-ଅପ ପ୍ରଣୀତ ମୋରେ…

ହାତକୁ ଦୁଇ ହାତ ହେଲେ ଟେଲିଭିଜନ ଅଭିନେତ୍ରୀ ସାରା ଖାନ୍

ଟେଲିଭିଜନ ଅଭିନେତ୍ରୀ ସାରା ଖାନ୍ ଏବେ ହାତକୁ ଦୁଇ ହାତ ହୋଇଛନ୍ତି । ଟିଭି ସିରିଏଲ 'ବିଦାୟୀ'ର ଅଭିନେତ୍ରୀ କୋର୍ଟ ମ୍ୟାରେଜ୍ ପରେ, "ରାମାୟଣ"ରେ ଲକ୍ଷ୍ମଣ ଭୂମିକା ନିଭାଇଥିବା ସୁନୀଲ ଲାହିରୀଙ୍କ ପୁଅ କ୍ରିସ ପାଠକଙ୍କୁ ବିବାହ କରିଛନ୍ତି । ସାରାଙ୍କ ଏହି ବିବାହ ହିନ୍ଦୁ ରୀତିନୀତିରେ…

ସ୍ୱାମୀଙ୍କ ସହ ଗୃହ ପ୍ରବେଶ କଲେ ଆଲିଆ

ବଲିଉଡ୍‌ର ମୋଷ୍ଟ ଆଡରେବଲ କପଲ ଆଲିଆ ଭଟ୍ଟ ଏବଂ ରଣବୀର କପୁର । ଗତ ମାସରେ ମୁମ୍ବାଇର ପାଲି ହିଲ୍ରେ ଥିବା ସେମାନଙ୍କର ବିଳାସପୂର୍ଣ୍ଣ ୬ ମହଲା ବିଶିଷ୍ଟ ଘରର କିଛି କାମ ବାକି ଥିଲା । ଏବେ ତାହା ସମ୍ପୂର୍ଣ୍ଣ ହୋଇଛି ଏବଂ ସେମାନେ ତାଙ୍କର ସୁନ୍ଦର ଘରକୁ ଶିଫ୍ଟ ହେବା ସହ ଏକ ନୂତନ ଅଧ୍ୟାୟ…

DDLJ ରିଲିଜର ୩୦ ବର୍ଷ ପୂରଣ ଅବସରରେ ଲଣ୍ଡନର ଲିସେଷ୍ଟର ସ୍କୋୟାରରେ ଶାହାରୁଖ ଖାନ ଏବଂ କାଜୋଲଙ୍କ ବ୍ରୋଞ୍ଜ…

ଦିଲୱାଲେ ଦୁଲହାନିଆ ଲେ ଜାଏଙ୍ଗେ' (DDLJ) ରିଲିଜର ୩୦ ବର୍ଷ ପୂରଣ କରିଛି । ଫିଲ୍ମର ମୁଖ୍ୟ କଳାକାର ଶାହାରୁଖ ଖାନ ଏବଂ କାଜୋଲ ଏହି ଅବସରକୁ ଏକ ସ୍ୱତନ୍ତ୍ର ଉପାୟରେ ପାଳନ କରିଛନ୍ତି । ଲଣ୍ଡନରେ ଏହାକୁ ସେଲିବ୍ରେଟ କରିଛନ୍ତି ସେଲିବ୍ରିଟି । ଲଣ୍ଡନର ଲିସେଷ୍ଟର ସ୍କୋୟାରରେ ଫିଲ୍ମରୁ…

ଫେବୃଆରୀ ୨୦୨୬ ରେ ସାତଫେରା ନେବେ ସାଉଥ୍ କୁଇନ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା

ବିବାହକୁ ନେଇ ଚର୍ଚ୍ଚାରେ ସାଉଥ୍ କୁଇନ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା । ଉଭୟ ପ୍ରାୟତଃ ଏକାଠି ନଜର ଆସୁଥିବା ବେଳେ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହି କପଲ୍ ନିଜ ସମ୍ପର୍କକୁ ନେଇ କୌଣସି ଅଫିସିଆଲ କନଫର୍ମ କରିନାହାନ୍ତି । ଏହାରି ମଧ୍ୟରେ ଅକ୍ଟୋବର ୩ରେ…

ଅଭିନେତା ରଣଭୀର ସିଂଙ୍କୁ ‘କାନ୍ତାରା’ର ମିମିକ୍ରି କରିବା ପଡିଲା ଭାରୀ , ଇନଷ୍ଟାଗ୍ରାମରେ ମାଗିଛନ୍ତି…

ପୁଣି ଟ୍ରୋଲର ଶିକାର ହେଲେ ବଲିଉଡ ଅଭିନେତା ରଣଭୀର ସିଂ । କିନ୍ତୁ ଏଥର, ତାଙ୍କ ଆଗାମୀ ଫିଲ୍ମ 'ଧୁରନ୍ଧର' ପାଇଁ ନୁହେଁ, ବରଂ 'କାନ୍ତାରା'ର ମିମିକ୍ରି କରିବା ପଡିଲା ଭାରୀ । ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ସମାପନ ଉତ୍ସବରେ ଯୋଗ ଦେଇଥିଲେ । ଗତ ୫୦ ବର୍ଷ ଧରି ସିନେମାରେ…

ଡିସେମ୍ବର ୭ରେ ବିବାହ କରିବେ ପଲାଶ ମୁଛଲ

ଗାୟକ-ଫିଲ୍ମ ନିର୍ମାତା ପଲାଶ ମୁଛଲ ତାଙ୍କ ପ୍ରଶଂସକଙ୍କ ସହ ପୁଣି ଏକ ଖୁସି ଖବର ଶେୟାର କରିଛନ୍ତି। ଗାୟକ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସହିତ ତାଙ୍କ ବିବାହ ବିଷୟରେ ଏକ ବଡ଼ ସୂଚନା ଦେଇଛନ୍ତି। ସ୍ମୃତି ଏବଂ ପଲାଶ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ପଲାଶ ଏବଂ…