Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
Entertainment
All entertainment related news will be uploaded here
ବିବାହ ବନ୍ଧନରେ ବାନ୍ଧି ହେବେ ରଶ୍ମିକା ବିଜୟ
rashmika-mandana-vijay-debarkonda-to-get-married
ପ୍ରଚାରରେ ଅନୁଭବ ଅଲୋଡ଼ା, ବର୍ଷାଙ୍କୁ ଗୁରୁତ୍ୱ
ମେଟ୍ରୋ ଟିଭି ଓଡିଶା (୧୫ .୨.୨୦୨୨): ବିଜେଡି ପାଇଁ ଏବେ ଅଭିନେତା ଅନୁଭବ ମହାନ୍ତି ଅଲୋଡ଼ା ହୋଇଯାଇଛନ୍ତି। ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଅନୁଭବଙ୍କୁ ଆଦୌ ସାମିଲ କରାଯାଇନାହିଁ। ଅପରପକ୍ଷରେ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ଗୁରୁତ୍ୱ ଦେବା ଆରମ୍ଭ!-->!-->!-->…
ବିବାହ କରିବେ କୋରିଆନ ତାରକା ହ୍ୟୁନ ବିନ ଓ ସନ ୟେ ଜିନ
pic credit-showbiz cheat sheet
ମେଟ୍ରୋ ଟିଭି ଓଡିଶା,୧୨/୨ : ସବୁଠି ଚାଲିଛି ବିବାହର ଋତୁ । ଦେଶ ହେଉ ଅବା ବିଦେଶ ବାହା ହେଉଛନ୍ତି ବହୁ କଳାକାର । ସେହିପରି କିଛି କପଲ୍ ରିଲ୍ ଲାଇଫରୁ ରିୟଲ ଲାଇଫ ପାର୍ଟନର ହେବାକୁ ଯାଉଛନ୍ତି । କୋରିଆନ ଡ୍ରାମା ଏବେ ୟଙ୍ଗମାସଙ୍କର ବେଶ!-->!-->!-->!-->!-->…
ପୁଣି ପରଦାରେ ଆସିବ ଶକ୍ତିମାନ
https://www.instagram.com/p/CZ01DRMM1fU/?utm_source=ig_web_copy_link
pic credit-sonypicsfilmsin
ମେଟ୍ରୋ ଟିଭି ଓଡିଶା,୧୨/୨ : ଟେଲି ପରଦାର ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’ ସମସ୍ତଙ୍କ ପ୍ରିୟ ପସନ୍ଦ ଶୋ ମନେଥିବ। ୯୦ଦଶକରେ ଘରେ!-->!-->!-->…
ଚିପ୍ସ ପ୍ୟାକେଟକୁ ଶାଢି ଭଳି ପିନ୍ଧି ଭାଇରାଲ ହେଲେ ମହିଳା
ମେଟ୍ରୋ ଟିଭି ଓଡିଶା,୧୧/୨ : ଫିଲ୍ମ ଦେଖିବା ସମୟରେ ଆମକୁ ନିଶ୍ଚିତ ଭାବରେ କିଛି ଖାଇବାକୁ ଇଚ୍ଛା ହୋଇଥାଏ। ସେହି ସମୟରେ ଆଳୁ ଚିପ୍ସ ହେଉ କିମ୍ବା ଚଟପଟା ଜିନିଷ ହେଉ ତାର ମଜା ଅଲଗା ହୋଇଥାଏ । ଏହା କାହାକୁ ବା ନାପସନ୍ଦ। ଅନେକ ଲୋକ ବେଶ ମଜାରେ ଏହାକୁ ଖାଇଥାନ୍ତି। ପ୍ରାୟତଃ ଆଳୁ!-->!-->!-->…
ହାର୍ଟ ସର୍ଜରୀ ପରେ ସୁନୀଲ ଗ୍ରୋଭର କଲେ ଟ୍ୱିଟ୍-ଠୋକୋ ତାଲି
ମେଟ୍ରୋ ଟିଭି ଓଡିଶା,୧୧/୨ : କିଛି ଦିନରୁ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ନିକଟରେ ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା, ଯାହା ପରେ ପ୍ରଶଂସକମାନେ ବହୁତ ଚିନ୍ତିତ ଥିଲେ କିନ୍ତୁ ବର୍ତ୍ତମାନ ସୁନୀଲ ନିଜେ ତାଙ୍କ ଅବସ୍ଥା ବିଷୟରେ ସୂଚନା ଦେଇଛନ୍ତି ଓ!-->!-->!-->…
ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଲ୍ମ writing with fire
ମେଟ୍ରୋ ଟିଭି ଓଡିଶା,୧୧/୨ : ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଲ୍ମ writing with fire’ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ଓସ୍କାର ପାଇଁ ମନୋନୀତ କରାଯାଇଛି। ଦଳିତ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଭାରତର ଏକମାତ୍ର ଖବରକାଗଜ ଲହରିୟା ନିଉଜ୍ ପେପର!-->!-->!-->…
ରାଜଧାନୀର କାନ୍ଥ କହୁଛି କଥା
ମେଟ୍ରୋ ଟିଭି ଓଡିଶା,୧୦/୨ : ସ୍ମାର୍ଟସିଟି ଭାବେ ପରିଚିତ ଭୁବନେଶ୍ୱର । ସବୁ ସ୍ମାଟ୍ ଦେଖାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ବିଭିନ୍ନ ପ୍ରକାରର ଉଦ୍ୟମ । ଏବେ ପାରମ୍ପାରିକ ଓ ଆଧୁନିକ ଚିତ୍ରରେ ସଜେଇ ହୋଇସାରିଛି ଭୁବନେଶ୍ୱର । କାନ୍ଥରେ କରାଯାଇଛି ଭଳିକି ଭଳି!-->!-->!-->…