Trending
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
- ୬ଥାକିଆ ହେବ ଭୁବନେଶ୍ବର ବାଇପାସ୍ ରୋଡ୍
- ଇଣ୍ଡି ମେଣ୍ଟ ତରଫରୁ ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ପ୍ରାର୍ଥୀ, କିନ୍ତୁ ଜିତିବେ ଏନଡିଏ ପ୍ରାର୍ଥୀ !
- ଶ୍ରୀମନ୍ଦିରରେ କାଳୀୟଦଳନ ନୀତି
- ନବୀନ କାହାକୁ ଦେବେ ସମର୍ଥନ
- ପ୍ରବଳ ବର୍ଷା ସମ୍ଭାବନା
- ଓଡ଼ିଶାରେ ଖୁବଶୀଘ୍ର ଏସଆଇଆର
Browsing Category
Education
All education-related news will be uploaded will be uploaded in this page
ପ୍ରଧାନମନ୍ତ୍ରୀଙ୍କ ଇ-ବିଦ୍ୟା ଯୋଜନା
pic credit-prabhat khabar
ମେଟ୍ରୋ ଟିଭି ଓଡିଶା,୨/୨ : କରୋନା ମହାମାରୀ ଛଡାଇ ନେଇଛି ପିଲାଙ୍କ ପାଠପଢା । ଛାତ୍ରଛାତ୍ରୀ ମାମଙ୍କ ପାଠାପଢାରେ ବହୁ ଅବହେଳା ସୃଷ୍ଟି ହୋଇଛି । ଜାତିସଂଘ ରିପୋର୍ଟ ଅନୁଯାୟୀ, ଏହି ମହାମାରୀ କାରଣରୁ ୯ମରୁ ଦ୍ବାଦଶ ଶ୍ରେଣୀର ପିଲା ବେଶି ପ୍ରଭାବିତ!-->!-->!-->!-->!-->…
ସ୍କୁଲକୁ ବିକ୍ରି କରିବାକୁ ସରକାରଙ୍କ ଚକ୍ରାନ୍ତ !
ମେଟ୍ରୋ ଟିଭି ଓଡିଶା,୧୬/୧: ମୋ ସ୍କୁଲ ଏହି ନାମଟି କାନରେ ପଡିବା ମାତ୍ରେ ଦେହରେ ରୋମାଚଂ ଭରିଯାଏ । ମୁହୂର୍ତକ ମଧ୍ୟରେ ଆମକୁ ଭାବନାରାଇଜକୁ ଟାଣିନିଏ । ସ୍କୁଲର ସେହି ପିଲାଦିନ, ଯେଉଁଠି ଆମେ ସମସ୍ତେ ମିଳିମିଶି ହସିଖେଳି ସାଙ୍ଗସାଥି ମେଳରେ ଆମ ପିଲାଦିନ କଟାଇଥିଲୁ । ଯିଏ ଆମ ପାଟିରେ!-->!-->!-->…
ମାର୍ଚ୍ଚ ୧୨ରେ ନିଟ୍ ପରୀକ୍ଷା
ମେଟ୍ରୋ ଟିଭି ଓଡିଶା,୧୬/୧: ଆସନ୍ତା ମାର୍ଚ୍ଚ ୧୨ରେ ୨୦୨୨ର ନିଟ୍ ପିଜି ପରୀକ୍ଷା । ଏନେଇ ସୂଚନା ଦେଇଛି ଘଈଋ ୱେବସାଇଟ୍ । ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ୍ ।
ଆସନ୍ତା ଫେବ୍ରୁଆରୀ ୪ ତାରିଖରେ ସରିବ ପରୀକ୍ଷା । ଛାତ୍ରଛାତ୍ରୀମାନେ nbe.edu.in and!-->!-->!-->…
ଏସ୍ଆର୍ସିଙ୍କ ବଡ ନିର୍ଦ୍ଦେଶ, ୧୦ରୁ ବନ୍ଦ ହେବ ବିଶ୍ୱବିଦ୍ୟାଳୟ
ମେଟ୍ରୋ ଟିଭି ଓଡିଶା,୭/୧: କରୋନାର ସଂକ୍ରମଣ ବଢୁଥିବାରୁ କଟକଣା ଜାରି କରିଛନ୍ତି ସରକାର । ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ ହେବ । ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ସବୁ କଲେଜ ବନ୍ଦ ହୋଇଛି । କଲେଜ, ୟୁନିଭର୍ସିଟି ବନ୍ଦ ନେଇ ଏସ୍ଆର୍ସି ଙ୍କ ପକ୍ଷରୁ!-->…
କୋଭିଡ କଟକଣା ଭିତରେ ଆରମ୍ଭ ହେଲା ମାଟ୍ରିକ ସମେଟିଭ ଆସେସମେଣ୍ଟ୧ ପରୀକ୍ଷା
ମେଟ୍ରୋ ଟିଭି ବ୍ୟୁରୋ,୫/୧: ଆଜିଠୁ ଆରମ୍ଭ ମାଟ୍ରିକ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା । ପ୍ରଥମ ସିଟିଂରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ଓ ଦ୍ୱିତୀୟ ସିଟିଂରେ ରହିଛି ଗଣିତ । ୮ ହଜାର ୯୩୧ ସ୍କୁଲରେ ପରୀକ୍ଷା ଦେଉଛନ୍ତି ୫ଲକ୍ଷ ୭୬ହଜାର ୨୨୩ ପରୀକ୍ଷାର୍ଥୀ।ପ୍ରତିଟି!-->!-->!-->…
କାଲିଠୁ ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା
ମେଟ୍ରୋ ଟିଭି ବ୍ୟୁରୋ,୨/୧: ଆସନ୍ତାକାଲିଠାରୁ ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା । ପ୍ରଥମଥର ପାଇଁ ବୋର୍ଡ ପରୀକ୍ଷା ପୂର୍ବରୁ ବୋର୍ଡ ଢାଞ୍ଚାରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରତି ବିଷୟରେ ୫୦ ନମ୍ବର ସହ ୬ଟି ବିଷୟରେ ୩୦୦ ନମ୍ବର ପରୀକ୍ଷା ହେବ । ୫୦ ମାର୍କର ଓଏମଆରସିଟ୍!-->!-->!-->…
ଆଜି ବିଶ୍ୱ ବ୍ରେଲ୍ ଦିବସ
ମେଟ୍ରୋ ଟିଭି ବ୍ୟୁରୋ,୨/୧: ପ୍ରତିବର୍ଷ ଜାନୁଆରୀ ୪ତାରିଖକୁ ବିଶ୍ୱ ବ୍ରେଲ୍ ଦିବସ ରୂପେ ପାଳନ କରାଯାଏ । ଦୃଷ୍ଟିବାଧ୍ୟକ ଦିବ୍ୟାଙ୍ଗ ମାନଙ୍କ ପଢିବା ଲେଖିବା ପାଇ ଏହି ବ୍ରେଲ୍ ଲିପିର ପ୍ରଚଳନ କରାଯାଇଥିଲା । ଏହି ବ୍ରେଲ୍ ଲିପିର ସଷ୍ଟ୍ରା ଲୁଇସ ବ୍ରେଲ୍ଙ୍କ ସ୍ମୃତିରେ ୪ତାରିଖକୁ!-->!-->!-->…
ବର୍ଷ ଆରମ୍ଭରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ
ମେଟ୍ରୋ ଟିଭି ବ୍ୟୁରୋ,୧/୧: ରାଜ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟ ସବୁ ଜାନୁଆରୀ ୩ରୁ ହିଁ ଖେଲିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍କୁଲ ଆସିବେ । ସ୍କୁଲ ଖୋଲିବା ପ୍ଧବ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନୋଡାଲ ଅଧିକାରୀଙ୍କ ସହ ଡିଇଓ ଓ ବିଇଓମାନେ!-->!-->!-->…