Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Education
All education-related news will be uploaded will be uploaded in this page
କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଜିଲାୱାରି ଚୂଡ଼ାନ୍ତ ତାଲିକା ପ୍ରକାଶିତ
କନିଷ୍ଠ ଶିକ୍ଷକ(ସ୍କିମାଟିକ) ନିଯୁକ୍ତି ପାଇଁ ଜିଲାୱାରି ଚୂଡ଼ାନ୍ତ ତାଲିକା ସୋମବାର ପ୍ରକାଶ ପାଇଛି। କେବଳ ୩ଟି ଜିଲାକୁ ଛାଡ଼ି ବାକି ସମସ୍ତ ଜିଲାର ୱେବ୍ସାଇଟ୍ରେ ତାଲିକା ଉପଲବ୍ଧ ହୋଇଛି। ଜିଲାପାଳଙ୍କ ମୋହର ପରେ ଉକ୍ତ ୩ଟି ଜିଲାର ତାଲିକା ମଙ୍ଗଳବାର ୱେବ୍ସାଇଟରେ ପ୍ରକାଶ ପାଇବ ବୋଲି ଓ…
କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଛି ଏବଂ ମୃତ୍ୟୁ ପ୍ରକୋଷ୍ଠରେ ପରିଣତ ହୋଇଛି – ସୁପ୍ରିମ୍କୋର୍ଟ
ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ତିନିଜଣ ଆଇଏଏସ ଆଶାୟୀଙ୍କ ମୃତ୍ୟୁ ପରେ ସୋମବାର ଦିନ ସୁପ୍ରିମକୋର୍ଟ ଏହାକୁ ଏକ ‘ଆଖି ଖୋଲିବା’ ପରି ଘଟଣା ବୋଲି କହିଛନ୍ତି। କୋର୍ଟ କୋଚିଂ ସେଣ୍ଟରଗୁଡ଼ିକୁ “ଡେଥ୍ ଚାମ୍ବର” ବା ମୃତ୍ୟୁର ପ୍ରକୋଷ୍ଠ ବୋଲି ମଧ୍ୟ କହିଛନ୍ତି। ଏହା ଛାତ୍ରମାନଙ୍କ ଜୀବନ ସହିତ…
ବିନା ପରୀକ୍ଷାରେ କରିପାରିବେ ଚାକିରି
ଅଙ୍ଗନବାଡ଼ିରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି । ମୌଳିକ ଶିକ୍ଷା ଆଧାରରେ ଏହି ନିଯୁକ୍ତି ପ୍ରଦାନ କରାଯାଉଛି । ଏହି ନିଯୁକ୍ତି ପାଇଁ କୌଣସି ପରୀକ୍ଷା ଦେବାକୁ ପଡିବନି। ଏଥିରେ ଆପଣ ନିଜ ଯୋଗ୍ୟତା ବଳରେ ଚାକିରି ପାଇ ପାରିବେ ।ତେବେ ଏଥିପାଇଁ ଆପଣଙ୍କୁ ପ୍ରକ୍ରିୟାନୁସାରେ ଆବେଦନ…
ଅଗଷ୍ଟ ୬ରେ ବିଏଡ ରେଜଲ୍ଟ
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏନେଇ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଏଡ୍ ପ୍ରବେଶିକା ପରୀକ୍ଷାକୁ ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ଦ୍ୱାରା ପରିଚାଳିତ ହୋଇଥିବା ବେଳେ ଏହାର ଫଳ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରାଯାଇଛି । ତେବେ…
ବଦଳିବ ଯୁକ୍ତ୨ ପରୀକ୍ଷା ଢାଞ୍ଚା
ଯୁକ୍ତ୨ ପାଠ୍ୟକ୍ରମ ଓ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ପ୍ରସ୍ତୁତ କରିଛି। ପାଠ୍ୟଖସଡ଼ାକୁ ସଂକ୍ଷିପ୍ତ କରାଯିବା ସହ ପରୀକ୍ଷାକୁ ଆହୁରି ସରଳ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସିବିଏସ୍ଇ ଢାଞ୍ଚା ଅନୁଯାୟୀ…
ଅଗଷ୍ଟ ୨୧ରୁ ୟୁଜିସି ନେଟ ପରୀକ୍ଷା ଆରମ୍ଭ
ୟୁଜିସି ନେଟ ୨୦୨୪ ପାଇଁ ନୂଆ ଶିଡ୍ୟୁଲ ଜାରି କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) । ଅଗଷ୍ଟ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ସେପ୍ଟେମ୍ବର ୪ରେ ସମାପ୍ତ ହେବ । ପରୀକ୍ଷାର ୧୦ ଦିନ ପୂର୍ବରୁ ପ୍ରାର୍ଥୀମାନେ ଏନଟିଏର ଅଫିସିଆଲ ୱେବସାଇଟରେ ପରୀକ୍ଷା ସେଣ୍ଟର ବାବଦରେ ସମସ୍ତ ତଥ୍ୟ ପାଇପାରିବେ…
ଦିଲ୍ଲୀ କୋଚିଂ ସେଣ୍ଟର ମାମଲା : ସିବିଆଇକୁ ତଦନ୍ତ ଭାର ଦେଲେ ଦିଲ୍ଲୀ ହାଇକୋର୍ଟ
ଦିଲ୍ଲୀ କୋଚିଂ ସେଣ୍ଟରରେ ପାଣି ପଶି ୩ଜଣଙ୍କ ମତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ । ସିବିଆଇକୁ ତଦନ୍ତ ଭାର ଦେଲେ ଦିଲ୍ଲୀ ହାଇକୋର୍ଟ । ଗତ କିଛି ଦିନ ହେବ ଏହି ଘଟଣାକୁ ନେଇ ଦିଲ୍ଲୀ ସରକାରଙ୍କ ବିରୋଧରେ ନାରାବାଜୀ ଓ ଆନ୍ଦୋଳନ ଜାରି ରହିଥିଲା । ପୂର୍ବରୁ ମୃତ ଛାତ୍ରଛାତ୍ରୀଙ୍କ ପରିବାକୁ…
ନିଟ୍ ପରୀକ୍ଷା
ନିଟ୍ ପେପର ଲିକ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ବଡ଼ଧରଣ ପେପର ଲିକ ହୋଇଥିବା ଜଣାପଡିନି । କେବଳ ପାଟନା ଓ ହଜାରୀବାଗରେ ପେପର ଲିକ ସୀମିତ ରହିଛି । ବ୍ୟବସ୍ଥାଗତ ବଡ଼ ତ୍ରୁଟି ହୋନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ପୁନଃ ପରୀକ୍ଷା…
ଦିଲ୍ଳୀରେ ବର୍ଷା : ସ୍କୁଲ୍ ଛୁଟି
ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଦିଲ୍ଲୀ ପୂରାପୂରୀ ଭାବେ ଭିଜିଯାଇଛି। ରାଜଧାନୀ ଗୋଟିଏ ଦିନରେ ରେକର୍ଡ ବର୍ଷା କରି ୧୪ ବର୍ଷର ରେକର୍ଡ ଭାଙ୍ଗିଛି। ବର୍ଷା ସହରର ଅଧିକାଂଶ ଅଂଶକୁ ଜଳମଗ୍ନ କରି ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରଛି। ବର୍ଷା ହେତୁ ଟ୍ରାଫିକ୍ ଜାମ୍ ହେବାରୁ…
ବାହାରିବ ସିଟିଇଟି ରେଜଲ୍ଟ
ସିବିଏସଇ ପକ୍ଷରୁ କେନ୍ଦ୍ରୀୟ ଶକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଜୁଲାଇ ୨୦୨୪ର ଫଳାଫଳ ଘୋଷଣା କରାଯାଇଛି । ଏଥିପାଇଁ ଗତ ମାର୍ଚ୍ଚ ୩ରୁ ଏପ୍ରିଲ ୫ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିଥିବା ବେଳେ ଜୁଲାଇ ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଅଗଷ୍ଟ ମାସ ଶେଷ ଆଡ଼କୁ…