Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
economi
ପିଆଜ ଉତ୍ପାଦନ ପରେ ଦର ହ୍ରାସ
ମହାରାଷ୍ଟ୍ରରେ ବମ୍ପର ପିଆଜ ଫସଲ ଏଥର ଅମଳ ହୋଇଛି । ବଜାରରେ ହଠାତ୍ ଅତ୍ୟଧିକ ଯୋଗାଣ ଯୋଗୁଁ ପିଆଜର ଦର ତୀବ୍ର ଭାବେ ହ୍ରାସ ପାଇଛି। ଫେବୃଆରୀରେ ପାଇକାରୀ ଦର ପ୍ରତି କିଲୋ ୩୫-୪୦ ଟଙ୍କା ଥିବାବେଳେ ମେ’ରେ ଏହା ୭-୧୭ ଟଙ୍କାକୁ ଖସିଛି। ଖୁଚୁରା ଦର ମଧ୍ୟ ୪୫ ଟଙ୍କାରୁ ୨୫-୩୦ ଟଙ୍କାକୁ ହ୍ରାସ…
ଓଡିଶାକୁ ଏକ ମିଶ୍ରିତ ଅର୍ଥନୀତି ଭାବେ ଗଢିତୋଳିବା
ଭାରତ ବର୍ଷରେ ଖଣିଜ ସମ୍ପଦ ପରିପୂର୍ଣ୍ଣ ଭାବେ ଓଡ଼ିଶା ହେଉଛି ଏକ ଅଗ୍ରଣୀ ରାଜ୍ୟ। ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡ଼ିଶାରେ ମହଜୁଦ୍ ଅଛି। ଓଡ଼ିଶା ଖଣି ନିଗମ (ଓଏମ୍ସି) ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ ଖଣି ଖନନ…
ଏପ୍ରିଲ ୧ରୁ ଅନେକ ଆର୍ଥିକ ନିୟମ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି
୨୦୨୫ ଏପ୍ରିଲ ୧ରୁ ଅନେକ ଆର୍ଥିକ ନିୟମ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହାର ପ୍ରଭାବ ସାରା ଦେଶରେ ୟୁପିଆଇ ବ୍ୟବହାରକାରୀ, କ୍ରେଡିଟ୍ କାର୍ଡଧାରୀ ଏବଂ ପେନସନଭୋଗୀଙ୍କ ଉପରେ ପଡିବ।
ନୂଆ ଆୟକର ସ୍ଲାବ୍
କେନ୍ଦ୍ର ବଜେଟ୍ ୨୦୨୫ରେ ଆଗତ ହୋଇଥିବା ନୂଆ ଆୟକର ସ୍ଲାବ୍ ସହିତ…
୨୦୨୪-୨୫ ଆର୍ଥିକ ବର୍ଷରେ ମୁଣ୍ଡପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧି ପାଇ ୧.୮୩ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚିଛି
୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ଅର୍ଥନୀତିର ଆକାର ୯.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ୧୧୩ ବିଲିୟନ ଆମେରିକୀୟ ଡଲାର ସହ ସମାନ ଅଟେ। ୨୦୨୪-୨୫ରେ ରାଜ୍ୟର ବାସ୍ତବ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ଭାରତର ୬.୪ ପ୍ରତିଶତ ଅଭିବୃଦ୍ଧି ତୁଳନାରେ…
ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଉଦ୍ଘାଟନ କଲେ ମୋଦି
ଭୁବନେଶ୍ବର ଜନତା ମଇଦାନରେ ଉଦ୍ଘାାଟିତ ହୋଇଯାଇଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫। ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ମୋଦିଙ୍କୁ ସ୍ବାଗତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ନିବେଶକ,…
ମାସକ ଭିତରେ ଦ୍ବିତୀୟ ଥର ଲାଗି ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ମାସକ ଭିତରେ ଦ୍ବିତୀୟ ଥର ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଏଥର ରୁଷୀୟ ଭାଷାରେ ଏକ ଇମେଲ୍ ଜରିଆରେ ଏହି ଧମକ ଦିଆଯାଇଛି। ରିଜର୍ଭ ବ୍ୟାଙ୍କର ଅଫିସିଆଲ୍ ମେଲ୍ ଆଇଡିରେ ସେହି ଧମକ ଆସିଛି। ପୁଲିସ ଅଜଣା ବ୍ୟକ୍ତିଙ୍କ ନାମରେ ମାତା ରମାବାଇ ମାର୍ଗ…
ମୋଦି ସରକାର ଯୋଗାଇବେ ଶସ୍ତା ଅଟା-ଚାଉଳ
ଭାରତ ସରକାର ପୁଣି ଶସ୍ତା ଚାଉଳ, ଅଟା ଯୋଗାଇଦେବେ । ଭାରତ ବ୍ରାଣ୍ଡ ଅନ୍ତର୍ଗତ ଚାଉଳ, ଅଟା ଏବଂ ଡାଲିର ଖୁଚୁରା ବିକ୍ରି ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ କରିବ। ଦ୍ୱିତୀୟ ପର୍ଯ୍ୟାୟରେ 'ଭାରତ' ବ୍ରାଣ୍ଡ ଅଟା ଏବଂ ଚାଉଳ ୫ କିଲୋଗ୍ରାମ ଏବଂ ୧୦ କିଲୋଗ୍ରାମ ବ୍ୟାଗରେ ବିକ୍ରି ହେବ। ଦ୍ୱିତୀୟ…
ଧନ୍ତେରସ୍ ଓ ଦୀପାବଳିକୁ ନେଇ ରାଜଧାନୀ ସୁନା ବଜାରରେ ପ୍ରବଳ ଉତ୍ସାହ
ଧନ୍ତେରସ୍ରେ ସୁନା ଓ ଧାତବ ପଦାର୍ଥ କିଣିଲେ ଘରର ସମୃଦ୍ଧି ବଢ଼ିଥାଏ ବୋଲି ରହିଥିବା ବିଶ୍ବାସକୁ ଆଧାର କରି ଗହଣା ପ୍ରତିଷ୍ଠାନଗୁଡ଼ିକ ଆକର୍ଷଣୀୟ ଅଫର ଘୋଷଣା କରିଛନ୍ତି। ଗଢ଼ା ମଜୁରିରେ ରିହାତି, ସୁନାର ଗ୍ରାମ ପିଛା ଫ୍ଲାଟ୍ ରିହାତି, ପୁରୁଣା ସୁନା ବଦଳରେ ନୂଆ ଗହଣା ନେବା,…
କୋଟିଏ ଲୋକଙ୍କୁ ମୋଦି ସରକାର ଦେଲେ ମହଙ୍ଗା ଭତ୍ତା
ଦରଦାମ ବଢ଼ିଥିବା ବେଳେ ପୂଜା ଖର୍ଚ ପାଇଁ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଦୀପାବଳି ଭେଟି ଦେଇଛନ୍ତି। ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ମୋଦୀ ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ…
ବୋଇଙ୍ଗ କମ୍ପାନି ଚାଲିଛି କ୍ଷତିରେ
ବିମାନ ନିର୍ମାଣ କରୁଥିବା କମ୍ପାନୀ ଏବେ କ୍ଷତିରେ ଚାଲିଛି । ୧୭ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ । ବୋଇଙ୍ଗରେ ଏବେ ଛଟେଇ ଖବର ଆସିଛି । ବୋଇଙ୍ଗରେ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଧର୍ମଘଟ କରୁଛନ୍ତି । କମ୍ପାନୀକୁ ବହୁତ କ୍ଷତି ସହିବାକୁ ପଡିବାରୁ ଛଟେଇ ପାଇଁ କହିଚି କଂପାନି । ଏହି…