Browsing Category

Culture

ରଥଯାତ୍ରାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୪୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ପୁରୀ: ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେବ । ତେବେ କେମିତି ପୁରୀରେ ଟ୍ରାଫିକ ନିୟନ୍ତ୍ରଣ ସୁରୁଖୁରୁରେ ହେବ ସେନେଇ ସୁବ୍ୟବସ୍ଥା କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ୪୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ମୋଟ୍ ୨୪ଟି ସ୍ଥାନରେ ହୋଇଛି…

ଦର୍ପଦଳନ ରଥର ଅଖରେ ଫାଟ

ପୁରୀ: ବଦଳିବନି ଦର୍ପଦଳନ ରଥର ଅଖ । ଅଖରେ ସେଭଳି କୌଣସି ଗୁରୁତର ଫାଟ ହୋଇନି । ବୈଷୟିକ କମିଟି ଦ୍ବାରା ଚକ ଓ ଅଖ ଯାଞ୍ଚ ପରେ ଏନେଇ ସ୍ପଷ୍ଟ ହୋଇଛି । ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଲାଗିବ ୟୁ କ୍ଲାମ୍ପ । ଏନେଇ ସୂଚନା ଦେଇଛନ୍ତି ବୈଷୟିକ କମିଟି ଅଧ୍ୟକ୍ଷ ଏନ.ସି ପାଲ । ବୈଠକରେ…

ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି

ପୁରୀ:ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ମହାପ୍ରଭୁ ଜ୍ବରରୁ ସୁସ୍ଥ ହେବା ପରେ  ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି ଥିଲା। ଏହି ଅବସରରେ ମହାପ୍ରଭୁଙ୍କୁ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯାଇଛି । ଏଥିପାଇଁ ପାଟଡୋର, ଖଳି ପ୍ରସାଦ ଓ ଖଡି ପ୍ରସାଦ ଲାଗି ହୋଇଛି । ଅଣସର ଘରେ…

ସୁସ୍ଥ ହେଲେ ଠାକୁର, ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ: ଗହଳି ଜମିଲାଣି

ପୁରୀ:ସ୍ନାନପୂର୍ଣ୍ଣିମା ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଦଶମୀରେ ଚକାବିଜେ ଅନୁଷ୍ଠିତ ହୋଇଥିବାବେଳେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ଔଷଧ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାବାହୁ । ଶ୍ରୀଜିଉ ସୁସ୍ଥ ହେବାର ସମାଚାର ନେଇ…

ଅଯୋଧ୍ୟା ଦୀପୋତ୍ସବରେ ଏଥର ୨୧ ଲକ୍ଷ ଦୀପ ଜଳାଯିବ

ନୂଆଦିଲ୍ଲୀ:ଅଯୋଧ୍ୟା ଦୀପୋତ୍ସବରେ ଏଥର ୨୧ ଲକ୍ଷ ଦୀପ ଜଳାଯିବ । ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୋଦି ସରକାରଙ୍କ ୯ ବର୍ଷ ପୂରଣ ହେବା ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ମହା-ଜନସମ୍ପର୍କ ଅଭିଯାନ ଅନ୍ତର୍ଗତ ଆୟୋଜିତ ‘ଜନସଭା’କୁ ସମ୍ବୋଧିତ କରି ଏକଥା…

ଅଣସର ଏକାଦଶୀ ତିଥିରେ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରିବ

ଅଣସର ଘରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆଜି ଅଣସର ଏକାଦଶୀ ତିଥିରେ ସୁଧ ସୁଆରଙ୍କ ଘରୁ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରିବ । ମଧ୍ୟାନ୍ନ ଧୂପ ପରେ ଦଇତାପତି ସେବକଙ୍କ ଦ୍ୱାରା ମହାପ୍ରଭୁଙ୍କୁ ଲାଗି କରିବାର ବିଧି ରହିଛି । ଏହା ପରେ ବାହାର ସର୍ବାଙ୍ଗ ବେଶ କରାଯିବ । ସେପଟେ…

ଆଜି ଦଶମୀରେ ମହାପ୍ରଭୁଙ୍କ ଚକା ବିଜେ ନୀତି

ପୁରୀ: ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ । ନିଶବ୍ଦ, ଅନ୍ଧକାର ଓ ରୁଦ୍ଧଦ୍ବାରର ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର । ମହାପ୍ରଭୁଙ୍କ ନିକଟରେ ଷଷ୍ଠୀରୁ ଓଷ ଲାଗି ନୀତି ଚାଲିଥିବାବେଳେ ଆଜି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ଶ୍ରୀବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ଔଷଧ…

ରଜ ସଜବାଜକୁ ନେଇ ଗାଁଠୁ ସହର ଉତ୍ସବମୁଖର

ଭୁବନେଶ୍ୱର: ଆସନ୍ତାକାଲି ମାଟି ଓ ଆକାଶର ମିଳନର ପର୍ବ ରଜ । ଏହାପୂର୍ବରୁ ଆଜି ହେଉଛି ସଜବାଜ । ରଜ ସଜବାଜକୁ ନେଇ ଉତ୍ସବମୁଖର ହୋଇପଡ଼ିଲାଣି ଗାଁଠୁ ସହର । ସଜବାଜରେ ଲାଗିପଡ଼ିଲେଣି ଝିଅବୋହୂ । ପରସ୍ପରକୁ ଅଳତା, କୁଂକୁମ, ମେହେନ୍ଦୀ ଲଗାଇ ଦେବା ସହ ଦୋଳି ଖେଳିବା ପାଇଁ ପ୍ରସ୍ତୁତ ହେଲେଣି ।…

ବିକଶିତ ହେବ ଇରମ ଇତିହାସ

ଭଦ୍ରକ: ରକ୍ତତୀର୍ଥ ଇରମର ବଦଳିବ ନକ୍ସା । ବିକଶିତ ହେବ, ବିଶ୍ବବିଦିତ ହେବ ଇରମ ଇତିହାସ । ଏଥିପାଇଁ ଶୀଘ୍ର ପ୍ଲାନ୍ ପ୍ରସ୍ତୁତ କରି ଦେଲେ ୭ ଦିନରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳଙ୍କୁ ଏନେଇ ପ୍ଲାନ୍ ଦେଲେ ୬ରୁ ୮ମାସରେ ନୂଆ ରୂପରେ ନଜର ଆସିବ ଇରମ ସହିଦ ସ୍ମୃତିସ୍ତମ୍ଭ ।…

ରଥଯାତ୍ରା ସମୟରେ ବଡ଼ଦାଣ୍ଡ ଉପରେ ଡ୍ରୋନ କଟକଣା ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଡଭାଇଜରି ଜାରି

ପୁରୀ: ଆଗାମୀ ରଥଯାତ୍ରା ସମୟରେ ବଡ଼ଦାଣ୍ଡ ଉପରେ ଡ୍ରୋନ ଉଡ଼ିବା ନେଇ କଟକଣା। ଡ୍ରୋନ କଟକଣା ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଆସନ୍ତା ଜୁନ୍ ୨୦ରେ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା…