Browsing Category

Culture

ଆଜି ପବିତ୍ର ଶାମ୍ବ ଦଶମୀ , ଆଜି ଭକ୍ତଙ୍କ ପାଇଁ କୋଣାର୍କ ସୂର୍ୟ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼

ଆଜି ପବିତ୍ର ଶାମ୍ବ ଦଶମୀ। ଏହି ଦିନରେ  ସୂର୍ଯ୍ୟ ପୂଜା କଲେ, ମହାପାତକ କ୍ଷୟ ହୁଏ ବୋଲି କୁହାଯାଏ। ପବିତ୍ର ଶାମ୍ବ ଦଶମୀ ଅବସରରେ ଆଜି ଭକ୍ତଙ୍କ ପାଇଁ କୋଣାର୍କ ସୂର୍ୟ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ କରଯାଇଛି। ଗୋଟିଏ ଦିନ ପାଇଁ ମାଗଣା ପ୍ରବେଶ ବ୍ୟବସ୍ଥା ଥିବାରୁ ପର୍ଯ୍ୟଟକଙ୍କ ଭିଡ଼…

ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ ଓଡ଼ିଶା ପ୍ରଜ୍ଞାପନ ମେଢ଼କୁ ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ଚଳିତ ବର୍ଷ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼  ପ୍ରଦର୍ଶିତ ହେବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରସ୍ତାବିତ ମେଢ଼କୁ ସବୁଜ ସଙ୍କେତ…

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୬୮ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିର ମୂକସାକ୍ଷୀ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୬୮ତମ ପ୍ରତିଷ୍ଠା ଦିବସ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ବାବୁ…

ଶାମ୍ବଦଶମୀ ଅବସରରେ ଆସନ୍ତାକାଲି ମାଗଣାରେ ସୂର୍ଯ୍ୟ ମନ୍ଦିର ବୁଲିବେ ପର୍ଯ୍ୟଟକ; ପ୍ରବେଶ ପାଇଁ ଶୁଳ୍କ ଛାଡ

କୋଣାର୍କ: ପୁରୀ ଜିଲ୍ଲାର ସୂର୍ଯ୍ୟ ମନ୍ଦିରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୩୦ ତାରିଖରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ଶୁଳ୍କ ଛାଡ କରାଯାଇଛି। ବିଶ୍ବକୁ ରୋଗମୁକ୍ତ ଓ ବିଶ୍ବର କଲ୍ୟାଣ ପାଇଁ ଚଳିତବର୍ଷ ମଧ୍ୟ କୋଣାର୍କ ସୁରକ୍ଷା…

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା: କଳାକାରଙ୍କ ମାସିକ ଭତ୍ତା ବଢ଼ିଲା , ପାଇବେ ତିନି ହଜାର

କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ ମାସିକ ଭତ୍ତା ରାଶିରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି। ନୂତନ ଘୋଷଣା ଅନୁଯାୟୀ, ୪୦ରୁ ୮୦ ବର୍ଷ ବୟସ୍କ କଳାକାରମାନଙ୍କ ମାସିକ…

ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ, ସବୁଠି ସଜେଇ ହୋଇଛି ଚର୍ଚ୍ଚ

ଆଜି ବଡ଼ଦିନ। ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ବରେ ଚର୍ଚ୍ଚରେ ଚାଲିଛି ସମୂହ ପ୍ରାର୍ଥନା। ସବୁଠି ସଜେଇ ହୋଇଛି ଚର୍ଚ୍ଚ। ରାତି ୧୦ଟାରୁ ବିଭିନ୍ନ ଚର୍ଚ୍ଚରେ ଭିଡ଼ ଲାଗିଥିଲା । କିଏ ଗୋଲାପ ଧରି ଆସୁଥିଲେ ତ କିଏ ମହମବତୀ ବତୀ। କ୍ରିସମାସ୍ କ୍ୟାରୋଲସ୍ ରେ ଗଞ୍ଜରୁଥାଏ ଚର୍ଚ୍ଚ ପରିସର।…

ଆଜି ମଧ୍ୟରାତ୍ରିରେ ଜନ୍ମ ନେବେ ପ୍ରଭୁ ଯୀଶୁଖ୍ରୀଷ୍ଟ

ଭୁବନେଶ୍ୱର: ଆସିଗଲା ପବିତ୍ର ବଡ଼ଦିନ। ଶାନ୍ତି, ମୈତ୍ରୀ ଓ କାରୁଣ୍ୟର ଅବତାର ପ୍ରଭୁ ଯୀଶୁଙ୍କ ଧରାବତରଣ ପାଇଁ ସାରା ବିଶ୍ୱ ଉତ୍ସବମୁଖର ହୋଇଉଠିଛି। ଆଜି ମଧ୍ୟରାତ୍ରିରେ ଚର୍ଚ୍ଚଗୁଡ଼ିକରେ ପ୍ରାର୍ଥନା ଓ ସ୍ୱତନ୍ତ୍ର ନୀତିକାନ୍ତି ସହ ପ୍ରଭୁଙ୍କ ଜନ୍ମୋତ୍ସବ ପାଳନ କରାଯିବ।  ଓଡ଼ିଶାର କଟକ,…

ଆରମ୍ଭ ହେଲା ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ‘ବରଗଡ଼ ଧନୁଯାତ୍ରା’

ବରଗଡ଼: ପୁଣିଥରେ ଦ୍ୱାପର ଯୁଗର ପୁରାଣ ପୃଷ୍ଠା ଜୀବନ୍ତ ହୋଇ ଉଠିଛି। ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଗାମୀ ୧୧ ଦିନ ଧରି ବରଗଡ଼ ସହର ମଥୁରା ନଗରୀରେ ପରିଣତ ହେବାକୁ ଥିବାବେଳେ, ମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସମଗ୍ର ଅଞ୍ଚଳ।  ସମଗ୍ର ବରଗଡ଼ ସହର ଏକ…

ନିରୀହ ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇଛି ସୁଲିଆ ପୀଠ

ପ୍ରତି ବର୍ଷ ପୌଷ ମାସ ଶୁକ୍ଲ ପକ୍ଷ ପ୍ରଥମ ମଙ୍ଗଳବାରରେ ସୁଲିଆ ଯାତ୍ରା ପାଳିତ ହୋଇଥାଏ । ଆଜି ସକାଳୁ ଖଇରଗୁରା ମୁଖ୍ୟ ସୁଲିଆ ପୀଠ ତଥା ବଡଖଳା ଓ କୂମୁରିଆ ସ୍ଥିତ ସାନଖଳାରେ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା ଆରମ୍ଭ ହୋଇଛି। ସୁଲିଆ ଯାତ୍ରାରେ ସୁଲିଆ ବୁଢ଼ାଙ୍କୁ ପଶୁ, ପକ୍ଷୀ ସହ…

AI ମଡ୍ୟୁଲ୍ ଓଡ଼ିଆ ଭାଷା : ୫୦୦ ଡାଟା ଇଞ୍ଜିନିୟର ଓ ୧୦୦ ଏଆଇ ଏକ୍ସପର୍ଟ କାମ କରିବେ

ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି। କମ୍ପ୍ୟୁଟର ଓ ମୋବାଇଲ୍ ପରଦାରେ ଏଣିକି ଓଡ଼ିଆ ଭାଷା କେବଳ ଏକ ଲିପି ହୋଇ ରହିବ ନାହିଁ, ବରଂ ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ସହାୟତାରେ ଏହା ଅଧିକ ସମୃଦ୍ଧ ଓ ବ୍ୟାପକ ହେବ।…