Browsing Category

Culture

ବନସ୍ତେ ଡ଼ାକିଲା ଗଜ ……..ଆସିଛି ରଜ

ଓଡ଼ିଶାର ପାରମ୍ପାରିକ ଗଣ ପର୍ବ ରଜ । ପୁରୁଣା ପରମ୍ପରା ଅନୁସାରେ ପହିଲି ରଜ ପାଳନ ପାଳୁଛନ୍ତି ଯୁବତୀ ।ଆଜି ପହିଲି ରଜ । ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି । ରଜର ପ୍ରଥମ ଦିନକୁ ପହିଲି ରଜ ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ ।…

୫୩ ବର୍ଷ ପରେ ୧୩ ଦିନ ଅଣସର ନୀତି

୫୩ ବର୍ଷ ପରେ ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ପଡ଼ିଛି। ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଏହାକୁ ନେଇ ଅଡ଼ୁଆ ସ୍ଥିତି ଉପୁଜିଛି। ହାତରେ ଦୁଇଦିନ କମ୍‌ ଥିବାରୁ ନୀତିକାନ୍ତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସେବାୟତ। ୧୩ ଦିନ ଭିତରେ ସବୁ…

ମହାପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଇଛି, ତାଙ୍କ ଇଚ୍ଛାରେ ସବୁକିଛି ହୁଏ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ନେଇ ରଖିଲେ ପ୍ରତିକ୍ରିୟା । ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବରୁ ପ୍ରଥମଟି କାର୍ଯ୍ୟକାରୀ ହୋଇଛି । ପ୍ରଥମ ପ୍ରସ୍ତାବ ଅନୁଯାୟୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି । ଭକ୍ତଙ୍କ…

ନଗର ପରିକ୍ରମାରେ ବାହାରିଛନ୍ତି ଦେବ ଦମ୍ପତି

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର । ବିବାହ ସମ୍ପନ୍ନ ହେବା ପରେ ନଗର ପରିକ୍ରମାରେ ବାହାରିଛନ୍ତି ଦେବ ଦମ୍ପତି । ଅଳତୀ ପରେ ସୁସଜ୍ଜିତ ରଥରେ ବିଜେ କରି ମହାଦେବ ଓ ଦେବୀ ପାର୍ବତୀ ଗ୍ର ପରିକ୍ରମା କରିଛନ୍ତି । ରାତି ୧୨ଟାରେ ବାହାରିଥିବା ଏହି ପରିକ୍ରମା ବ୍ରାହ୍ମ…

ରଥ ନିର୍ମାଣ ବିଳମ୍ବ

ଅଧିକାଂଶ ଦଣ୍ଡାକାଠ ପୋଲା ପଡ଼ୁଥିବାରୁ ଏଭଳି ଆଶଙ୍କା ଦେଖାଦେଇଛି। ମିଳିଥିବା ସୂଚନା ଅନୁସାରେ, ଗତ କିଛିଦିନ ଧରି ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ ରଥ ପାଇଁ ଆସିଥିବା କାଠ ପୋଲା ଥିବା ମିଳୁଛି। ତେବେ, ଅଧିକ ପୋଲାକାଠ ନନ୍ଦିଘୋଷ ଓ ଦର୍ପଦଳନ ରଥରୁ ମିଳୁଛି। ସ୍ଥିତି ଏପରି ହୋଇଛି ଯେ…

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ଯୋଜନା

୧୨ ତାରିଖରେ ବିଜେପି ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଥିବାରୁ ୪ ଦିନ ମଧ୍ୟରେ ଚାରିଦ୍ବାର ଖୋଲିବା ନେଇ ବିଜେପିର ତୁଙ୍ଗ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ଏହିଦୃଷ୍ଟିରୁ ୧୩ ତାରିଖ ବେଳକୁ ଭକ୍ତମାନଙ୍କ ପ୍ରବେଶ ଲାଗି ଚାରିଦ୍ବାରରେ କୌଣସି ପ୍ରତିବନ୍ଧକ ନଥିବ। ଏହିଭଳି ଏକ ଚର୍ଚ୍ଚା ଆରମ୍ଭ…

ବର ଶୋଭାଯାତ୍ରାରେ ଦୁଲୁକିଲା ଏକାମ୍ରକ୍ଷେତ୍ର

ବର ଦେଉଳରୁ କନିଆ ଘର ସବୁଠିଥିଲା ଉତ୍ସାହର ପରିବେଶ । ଶୋଭାଯାତ୍ରାରେ ଦୁଲୁକିଲା ଏକାମ୍ରକ୍ଷେତ୍ର । ବଡସିଂହାର ବେଶ ପରେ ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ବିମାନରେ ବାହାରିଥିଲେ କନିଆ ଘର । ବର ଯାତ୍ରୀଙ୍କୁ ନେଇ ବିରାଟ ପଟୁଆରର କେଦାରଗୌରୀ ମନ୍ଦିରରେ ପହଞ୍ଚିିଥିଲେ ପ୍ରଭୁ ଲିଙ୍ଗରାଜ ।…

ଆଜି ଦେବ ଦମ୍ପତ୍ତିି ବିବାହ ଉତ୍ସବ

ଆଜି ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ । ଆସନ୍ତାକାଲି ଶିତଳଷଷ୍ଠୀ ପର୍ବ । ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଚଳଚଞ୍ଚଳ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠ। ମନ୍ଦିରରେ ପ୍ରସିଦ୍ଧ ଶିବବିବାହ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ପୀଠ। ମନ୍ଦିର ପରିସର ଓ…

ଶ୍ରୀଜଗନ୍ନାଥବଲ୍ଲଭ ପ୍ରଦର୍ଶନୀ ବନ୍ଦ

ଶ୍ରୀଜଗନ୍ନାଥବଲ୍ଲଭ ପାର୍କିଂରେ ହୋଇଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ପ୍ରଦର୍ଶନୀକୁ ବନ୍ଦ କରିଦିଆଯାଇଛି ମହାପ୍ରଭୁଙ୍କର ୨୫ ପ୍ରକାରର ବେଶ ସାଙ୍ଗକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ୩ ରଥର ମିନିଏଚର ଶୋଭା ପାଉଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଯେଉଁ ଶ୍ରଦ୍ଧାଳୁମାନେ…

ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା

୫୩ ବର୍ଷ ପରେ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ହାତରେ ଦୁଇଦିନ ସମୟ କମ୍‌ ଥିବାରୁ ଚଳିତ ରଥଯାତ୍ରା ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ନୂଆ ସରକାରଙ୍କୁ ନେଇ ଚଳିତ ରଥଯାତ୍ରା କିଭଳି ସମନ୍ବୟ ଭିତ୍ତିରେ…