Browsing Category

Culture

ନଭେମ୍ବର ୧୫ରୁ ମହାନଦୀପଠାରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ

ଐତିହାସିକ କଟକ ବାଲିଯାତ୍ରାରେ ଲୋକେ ବୁଲିବାର ମଜା ନେଇଥାନ୍ତି। ମୀନାବଜାର ଠାରୁ ଆରମ୍ଭ କରି ମନୋରଂଜନ ପର୍ଯ୍ୟନ୍ତ ବ୍ୟବସ୍ଥା ହୋଇଥାଏ। ଲୋକେ ମନଖୁସିରେ ଖିଆପିଆ କରନ୍ତି। ଘରୋଇ ସାମଗ୍ରୀ କିଣାକିଣି କରନ୍ତି। ବାଲିଯାତ୍ରାରେ ବ୍ୟବସାୟୀମାନେ କୋଟିକୋଟି ଟଙ୍କାର ବ୍ୟବସାୟ କରନ୍ତି।…

ନୂଆଖାଇ ପାଇଁ ମା’ ସମଲେଇଙ୍କ ମନ୍ଦିରରେ ନୂଆ ଧାନ ପହଞ୍ଚିବ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଉ କିଛି ସମୟ ପରେ ମା’ ସମଲେଇଙ୍କ ମନ୍ଦିରରେ ନୂଆ ଧାନ ପହଞ୍ଚିବ। ସେଥୂପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।  ବଲବସପୁର ଗ୍ରାମର ସୁବାସ ବେହେରା ନୂତନ ଧାନ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ।…

ଭାଦ୍ରବ ଅମାବାସ୍ୟା କ’ଣ ?

ପିତୃପୁରୁଷଙ୍କ ଶାନ୍ତି ପାଇଁ ଅମାବାସ୍ୟାରେ ସ୍ନାନ, ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନର ନିୟମ ରହିଛି। ବିଶ୍ୱାସ କରାଯାଏ ଯେ ଏହା ପୂର୍ବପୁରୁଷଙ୍କ ଆତ୍ମାକୁ ସନ୍ତୁଷ୍ଟ କରିଥାଏ ଏବଂ ପରିବାର ସଦସ୍ୟଙ୍କୁ ଆଶୀର୍ବାଦ ମିଳିଥାଏ । ପିତୃପୁରୁଷଙ୍କ ଆଶୀର୍ବାଦ ଯୋଗୁଁ ପାରିବାରିକ ଉନ୍ନତି, ଚାକିରିରେ…

ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ

ଓଡ଼ିଆଙ୍କର ବାର ମାସରେ ୧୩ ପର୍ବ। ବର୍ତ୍ତମାନ ପାର୍ବଣର ଋତୁ ଆରମ୍ଭ ହୋଇସାରିଛି। ତେବେ ଆଗକୁ ଆସୁଛି ଦୁର୍ଗାପୂଜା। ଚଳିତ ବର୍ଷ ଦୁର୍ଗାପୂଜା ଭସାଣିରେ ଡିଜେକୁ ସଂପୂର୍ଣ୍ଣ ଭାବେ ମନାକରାଯାଇଛି।ଚଳିତବର୍ଷ ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବନି। ଏହାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି ପୋଲିସ…

କାହିଁକି ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ?

ଆପଣମାନେ କେବେ ନା କେବେ ଲକ୍ଷ୍ୟ କରିଥିବେ ଆପଣଙ୍କ ଘରେ କିମ୍ବା ପୂଜା ମଣ୍ଡପରେ ପ୍ରତ୍ୟେକ ପୂଜା ଆରମ୍ଭ ପୂର୍ବରୁ ପୁରୋହିତ ପ୍ରଥମେ ଗଣେଶଙ୍କ ବନ୍ଦନା ପାଠ କରି ପୂଜା କାର୍ଯ୍ୟ ଆରମ୍ଭ କରିଥାନ୍ତି । ହେଲେ କାହିଁକି ଅନ୍ୟ ଦେବାଦେବୀଙ୍କୁ ଛାଡି ପ୍ରଥମେ ପ୍ରଭୁ ଗଣେଶଙ୍କୁ ପୂଜା କରାଯାଏ ? କଣ…

ଶ୍ରୀମନ୍ଦିର ପକ୍ଷରୁ ନିଜସ୍ୱ ଏଫଏମ ରେଡିଓ ଚ୍ୟାନେଲ ଆରମ୍ଭ 

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ ହୋଇଛି। ଦୀର୍ଘ ଚାରିଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଏହି ବୈଠକ ଚାଲିଥିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | ଶ୍ରୀମନ୍ଦିର ପକ୍ଷରୁ ନିଜସ୍ୱ ଏଫଏମ ରେଡିଓ ଚ୍ୟାନେଲ ଆରମ୍ଭ ହେବ । ଏ ବାବଦରେ ବିସ୍ତୃତ ଆଲୋଚନା ପରେ ପଦକ୍ଷେପ ଗ୍ରହଣ…

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଶ୍ରୀମନ୍ଦିରର ବାର୍ଷିକ ଆୟ ବ୍ୟୟ ଅଟକଳ ଆଗତ କରାଯିବ। ତାପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିଲା ଅର୍ଥ…

ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଆସନ୍ତା  ସେପ୍ଟେମ୍ବର ୮ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଆଜି ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୮ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥିବାବେଳେ ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମଧ୍ୟରେ ଶୁଭଲଗ୍ନ ରହିଛି। ଏହି ସମୟ ମଧ୍ୟରେ ମା’ ସମଲେଶ୍ବରୀଙ୍କ ନିକଟରେ…

କୃଷ୍ଣମୟ ହେଲା ସାରା ଦେଶ , ଶ୍ରୀମନ୍ଦିରରେ ଆଜି ନନ୍ଦୋତ୍ସବ ନୀତି

କୃଷ୍ଣମୟ ହେଲା ସାରା ଦେଶ। ଜନ୍ମାଷ୍ଟମୀରେ ଭକ୍ତିଭାବରେ ବୁଡିଲା ସାରା ବିଶ୍ଵ। ସୋମବାର ରାତିରେ ବିଭିନ୍ନ କୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଛି। ଏଥିପାଇଁ ମନ୍ଦିର ଗୁଡିକରେ ସ୍ଵତନ୍ତ୍ର ନୀତିକାନ୍ତି କରାଯାଇଥିଲା। ଦେଶର ସବୁ ମନ୍ଦିରରେ ରାତି ସାରା ଲାଗିଥିଲା ଭକ୍ତଙ୍କ ଭିଡ। ଭଜନ…

ଆଜି ଲୀଳାମୟଙ୍କ ଜନ୍ମ ଉତ୍ସବ

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଲୀଳାମୟ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ଅଧର୍ମ ବଢ଼ିବଢ଼ି ଚାଲିଥିଲା ସେତେବେଳେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟ ରୂପରେ ଧରାବତରଣ କରିଥିଲେ । ସୁତରାଂ ପ୍ରବଳ ପ୍ରତାପୀ କଂସର ପ୍ରକୋପରେ ପୃଥିବୀ ପ୍ରକମ୍ପିତ ହେଉଥିଲା । ଅତିଶୟ ଅନ୍ୟାୟ,…