Browsing Category

Culture

ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପୂଜା

ବାଣପୁରର ମାଆ ଭଗବତୀଙ୍କ ପୀଠ ଅନ୍ୟତମ । ଇତିହାସ ଅନୁସାରେ ଶାଳିଆ ନଦୀ କୁଳ ଘଞ୍ଚ ବେତ ଜଙ୍ଗଲରେ ମାଆ ଆର୍ବିଭୂତ  । ଅନେକ ଅନନ୍ୟ ପରମ୍ପରା, ରୀତିନୀତିରେ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଥାଏ। ନବରାତ୍ରରେ ଦେବୀଙ୍କ ସହ ୭ ଭଉଣୀ ବା…

ନବରାତ୍ରିର ଦ୍ବିତୀୟ ଦିନ, ବ୍ରହ୍ମଚାରିଣୀ ବେଶରେ ପୂଜା ପାଇବେ ମା ଦୁର୍ଗା

ଆଜି ମା’ଙ୍କ ଷୋଡ଼ଶ ଉପଚାର ପୂଜାର ଦଶମ ଦିନ ଏବଂ ନବରାତ୍ରିର ଦ୍ବିତୀୟ ଦିନ । ଆଜି କଟକରେ ମା’ ଗଡ଼ଚଣ୍ଡୀ ଭକ୍ତମାନଙ୍କୁ ବଗଳାମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ଏଥିପାଇଁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳାରେ ମା'ଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର…

ନବରାତ୍ରର ପ୍ରଥମ ଦିନ

ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ପ୍ରଥମ…

ଆଜି ପବିତ୍ର ମହାଳୟା ଅମାବାସ୍ୟା

ଆଜି ପବିତ୍ର ମହାଳୟା ଅମାବାସ୍ୟା, ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ବଡ଼ ସମାଗମ । ପିତୃପକ୍ଷର ଶେଷ ଦିନରେ ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଚାଲିଛି ପିଣ୍ଡଦାନ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ…

ଦୁର୍ଗାପୂଜାରେ କ’ଣ କରାଯିବ ଓ କ’ଣ କରାଯିବ ନେଇ ସେନେଇ ବିଏମ୍‌ସି ପକ୍ଷରୁ ପରାମର୍ଶ ଜାରି

ଦିନକ ପରେ ଶାରଦୀୟ ଦୁର୍ଗାପୂଜାର ନବରାତ୍ରୀ ଆରମ୍ଭ ହୋଇଯିବ। ଆସନ୍ତା ୨୭ ତାରିଖ ଠାରୁ ଷଷ୍ଠୀ ପୂଜା ଅବସରରେ ରାଜଧାନୀ ଭୁବନେଶ୍ବରର ୧୭୦ରୁ ଅଧିକ ଦୁର୍ଗାପୂଜାସ୍ଥଳରେ ଜନଗହଳି ଆରମ୍ଭ ହୋଇଯିବ। ତେବେ ମେଢ଼ରେ ଦୁର୍ଗାପୂଜା ଆରମ୍ଭ ହେବା ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ…

ପାର୍ବଣ ଋତୁରେ ଯାତ୍ରୀଙ୍କ ପାଇଁ ଗଡ଼ିବ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ

ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପରିଚାଳନା କରିବ: ୧. ଝାନ୍ସୀ-ପୁରୀ-ଝାନ୍ସୀ ସାପ୍ତାହିକ ସ୍ୱତନ୍ତ୍ର…

ବିଭିନ୍ନ ଶିଳ୍ପାଞ୍ଚଳରେ ମହାସମାରୋହରେ ପାଳିତ ହେଉଛି ବିଶ୍ବ ବ୍ରହ୍ମାଣ୍ଡରନିର୍ମାଣକର୍ତ୍ତା ବିଶ୍ବକର୍ମାଙ୍କ ପୂଜା

ସମ୍ଭବତଃ ୩.୩ ମିଲିଅନ ବର୍ଷ ପୂର୍ବେ ମଣିଷ ପ୍ରଥମେ ନିଜର ଜୀବନ ଧାରଣ ପାଇଁ ପ୍ରଥମେ ଯନ୍ତ୍ରର ନିର୍ମାଣ ଓ ବ୍ୟବହାର ଶିଖିଲା। କାଠ, ପଥରରୁ ତିଆରି ହତିଆର ବିଶେଷତଃ ତା’ର ଖାଦ୍ୟ ଓ ପୋଷଣ ପାଇଁ ବ୍ୟବହୃତ ହେଉଥିଲା। ସେହି ସମୟରୁ ଅଦ୍ୟାବଧି ମଣିଷ ତା’ର କୌଶଳ ଓ ବୁଦ୍ଧିମତା ଉପଯୋଗ କରି ସଭ୍ୟତାର…

ଆଜି ମୂଳାଷ୍ଟମୀ ଅବସରରେ ଆରମ୍ଭ ହୋଇଛି ଷୋଡ଼ଶ ଦିନାତ୍ମକ ପୂଜା

ଜଗଜ୍ଜନନୀଙ୍କ ଆବାହନ ପାଇଁ ଚାଲିଛି ପ୍ରସ୍ତୁତି । ଆଜି ମୂଳାଷ୍ଟମୀ ଅବସରରେ ଆରମ୍ଭ ହୋଇଛି ଷୋଡ଼ଶ ଦିନାତ୍ମକ ପୂଜା । ଏଥିପାଇଁ ଚଳଚଞ୍ଚଳ ରାଜ୍ୟର ସବୁ ଶକ୍ତି ପୀଠ । ଚଣ୍ଡୀ ପାଠ ଓ ମନ୍ତ୍ର ଉଚ୍ଚାରଣରେ କମ୍ପୁଛି। ପୁରୀର ମା’ ବିମଳା, କାକୁଡ଼ିଖାଇ, କଟକର ଗଡ଼ଚଣ୍ଡୀ, କଟକ ଚଣ୍ଡୀ, ଝଙ୍କଡ଼ର ମା’…

କାଲିଠୁ ଝଟକିବେ ଜଗଜ୍ଜନନୀ ମାଆ ଦୁର୍ଗା, ଚଳଚଞ୍ଚଳ ହେବ ରାଜ୍ୟର ସମସ୍ତ ଶକ୍ତିପୀଠ

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଷୋଡ଼ଶ ପୂଜା । ଏଥିପାଇଁ ଚଳଚଞ୍ଚଳ ହେଲାଣି ରାଜ୍ୟର ସବୁ ଶକ୍ତିପୀଠ । ଚଣ୍ଡୀପାଠ ଓ ମନ୍ତ୍ର ଉଚ୍ଚାରଣରେ କମ୍ପିବ ଶକ୍ତିପୀଠ । କଟକର ଗଡ଼ଚଣ୍ଡୀ, କଟକ ଚଣ୍ଡୀ, ଝଙ୍କଡ଼ର ମା’ ଶାରଳା, ଯାଜପୁରର ବିରଜା, ବାଙ୍କୀର ଚର୍କିକା ଭଳି ସବୁ ଶକ୍ତି…

ବଦଳିଲା ବାଲିଯାତ୍ରା ନାଁ

ବଦଳିଲା ବାଲିଯାତ୍ରା ନାଁ। ନଭେମ୍ବର ୫ରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରାରେ ଚଳିତ ଥର ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏଥର ବାଲିଯାତ୍ରା ନାମ ବଦଳାଇବାକୁ ନିଷ୍ପତ୍ତି ‌ନିଆଯାଇଛି। ଏହି ମେଳାର ନୂଆ ନାମ ହେଲା 'ଐତିହାସିକ ବାଲିଯାତ୍ରା କଟକ ୨୦୨୫' । ଆଗରୁ କେବଳ ଐତିହାସିକ ବାଲିଯାତ୍ରା…