Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Browsing Category
Covid-19
All information and news about Covid 19 updates
କୋଭିଡ ଆକ୍ରାନ୍ତଙ୍କୁ ବାକ୍ସରେ ରଖୁଛି ଚୀନ୍
ମେଟ୍ରୋ ଟିଭି ଓଡିଶା,୧୩/୧: ଚୀନର ବିଭିନ୍ନ ବିଭାଗରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଦ୍ରୁତ ସଂକ୍ରମଣକୁ କମାଇବା ପାଇ ଚୀନର ଏକ ଅମାନୁଷିକ ପନ୍ଥା ସାମ୍ନାକୁ ଆସିଛି । ଯାହାକୁ ନେଇ ଆନ୍ତର୍ଜାତିକ ସ୍ତରରେ ଉଦ୍ବେଗ ପ୍ରକାଶ କରାଯାଇଛି । ଏହି କରୋନା!-->!-->!-->…
ଆଜିଠୁ ଦେଶରେ ଦିଆଯାଉଛି ପ୍ରିକସନ ଡୋଜ୍
ମେଟ୍ରୋ ଟିଭି ଓଡିଶା,୧୦/୧: କରୋନାର କାୟା ଯୋଗୁ ଆଜିଠୁ ଦେଶରେ କୋଭିଡର ପ୍ରିକସନ ଡୋଜ୍ ଦିଆଯିବ । କରୋନା ମହାମାରୀ ନ ବ୍ୟାପିବା ପାଇ ଏହି ଡୋଜ୍ ଦିଆଯାଉଛି । ଏହି ଡୋଜ୍ ସଂକ୍ରମଣର ମାତ୍ରାକୁ ରୋକିପାରିବ । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍ ଓ୍ଵାର୍କର ଓ ବହୁବିଧ ରୋଗରେ ପୀଡ଼ିତ ୬୦!-->!-->!-->!-->!-->…
ଆଜି ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ
ମେଟ୍ରୋ ଟିଭି ଓଡିଶା,୯/୧: ଆଜି ଅପରାହ୍ନ ସାଢେ ୪ଟା ସମୟରେ ହେବ କୋଭିଡ ସମୀକ୍ଷା ବୈଠକ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷାରେ ଆଜି ହେବ ଏହି ବୈଠକ । ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେବେ । ଦେଶରେ ବଢୁଥିବା କୋଭିଡ ପରିସ୍ଥିତିର ସମୀକ୍ଷା ପାଇ ଏହି ବୈଠକ ଡକାଯାଇଛି!-->!-->!-->…
ଏସସିବି ନର୍ସିଂ ଛାତ୍ରୀଙ୍କୁ କରୋନା
ମେଟ୍ରୋ ଟିଭି ଓଡିଶା,୯/୧: କରୋନାର କାୟା ଏସସିବି ମେଡିକାଲକୁ ମାଡିଗଲାଣି । ଏସସିବି ବିଏସି ନର୍ସିଂ ଛାତ୍ରୀ ହଷ୍ଟେଲରେ ୨୮ ଜଣ ଛାତ୍ରୀଙ୍କୁ କରୋନା ପଜେଟିଭ। ଗତ କାଲି ରାତିରେ ଆସିଛି ରିପୋର୍ଟ। ସମସ୍ତ ଛାତ୍ରୀଙ୍କ ସ୍ୱାବ୍ ଟେଷ୍ଟ ହୋଇଆସିଛି। ହଷ୍ଟେଲରେ ମୋଟ ୨୮୦ ଜଣ ଛାତ୍ରୀ ରହୁଥିଲେ।
!-->!-->!-->…
ସୁପ୍ରମିକୋର୍ଟରେ ବିଚାରପତିଙ୍କୁ କରୋନା
ମେଟ୍ରୋ ଟିଭି ଓଡିଶା,୯/୧: କରୋନାର କାୟା ଚାରିଆଡେ ବ୍ୟାପି ଗଲାଣି ।ବର୍ତ୍ତମାନ ଦିଲ୍ଲୀର ସଂସଦ ଗୃହରେ ପହଞ୍ଚିସାରିଲାଣି କରୋନା । ସଂସଦ ଗୃହରେ ୪୦୦ ରୁ ଅଧିକ କର୍ମଚାରୀ ଏବଂ ସୁରକ୍ଷା କର୍ମୀ କରୋନା ପଜିଟିଭ ହୋଇଥିବା ବେଳେ ସୁପ୍ରମିକୋର୍ଟର ୪ ଜଣ ବିଚାରପତିଙ୍କୁ କରୋନା ଚିହ୍ନଟ!-->!-->!-->…
ପ୍ରିକସନ ଡୋଜ ପାଇଁ କରିବାକୁ ପଡିବନି ରେଜିଷ୍ଟ୍ରେସନ
ମେଟ୍ରୋ ଟିଭି ବ୍ୟୁରୋ,୮/୧: କୋଭିଡର ଅନିୟନ୍ତ୍ରିତ କାୟା ଯୋଗୁଁ ଦେଶ ପୁଣି ଥରେ ଟୀକାକରଣ ଅଭିଯାନକୁ ଆରମ୍ଭ କରିବାକୁ ଯାଉଛି । ଏହାକୁ ବୁଷ୍ଟର ଡୋଜ ବଦଳରେ ପ୍ରିକସନ ଡୋଜ ବୋଲି ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ ୧୦ତାରିଖରୁ ଏହି ପ୍ରିକସନ ଡୋଜ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ!-->!-->!-->…
ରାଜ୍ୟରେ କରୋନାର ଲମ୍ବା ଡିଆଁ,୪ହଜାରରୁ ଅଧିକ ସଂକ୍ରମଣ
ମେଟ୍ରୋ ଟିଭି ବ୍ୟୁରୋ,୮/୧: ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଲାଣି । ଗତ ୨୪ ଘଣ୍ଟାରେ ୩ ହଜାର ୬୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୨ଶହ ୨୩ ଜଣ ସଂକ୍ରମଣ ହୋଇଛନ୍ତି । ସୁନ୍ଦରଗଡରୁ ୫୮୨ ପଜିଟିଭ୍ ଚିହ୍ନଟ । ସମ୍ବଲପୁରରୁ ୩୭୨ ଓ କଟକରୁ ୩୧୦ ସଂକ୍ରମିତ!-->!-->!-->…
କରୋନା ମହାମାରୀରେ ଉବୁଟୁବୁ ହେଲାଣି ବିଶ୍ୱ
ମେଟ୍ରୋ ଟିଭି ବ୍ୟୁରୋ,୮/୧:ବିଶ୍ୱ ଏବେ ସଂକ୍ରମଣର କବଜାରେ ଫସିଗଲାଣି । ବିଶ୍ୱରେ ୩୦କୋଟି ଟପିଲାଣି ସଂକ୍ରମଣ । ଏହି ସଂକ୍ରମଣରେ ପ୍ରଭାବିତ ହେଲାଣି ବହୁ ଦେଶ । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ଏହି ସଂକ୍ରମଣର ପ୍ରଥମ ସ୍ଥାନରେ ରହିଛି ଓ ଭାରତ ସଂକ୍ରମଣର ଦ୍ୱିତୀୟ ସ୍ଥାନରେ ରହିଛି!-->…
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କରୋନା
ମେଟ୍ରୋ ଟିଭି ଓଡିଶା,୭/୧: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ କରୋନାରେ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇ ନିଜ ଘରେ ହୋମ୍ ଆଇସୋଲେସନ୍ରେ ରହିଛନ୍ତି । ଗତକାଲି ସେ କରୋନା ପଜିଟିଭ ଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓ କହିଛନ୍ତି!-->!-->!-->…
ରାଜ୍ୟରେ ଦୁଇ ହଜାର ଟପିଲା କରୋନା ସଂକ୍ରମଣ
ମେଟ୍ରୋ ଟିଭି ଓଡିଶା,୭/୧: ରାଜ୍ୟରେ କରୋନାର କାୟା ବଢିବାରେ ଲାଗିଛି । ସେଥିପ୍ରତି ଦୃଷ୍ଟିରେ ରଖି ଆଜିଠୁ ଆରମ୍ଭ ହେବ ନାଇଟ କର୍ଫୁ । ରାତି ୯ଟାରୁ ସକାଳ ୫ଟା ଯାଏ ଚାଲିବ ନାଇଟ କର୍ଫୁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ନୂଆ ୨୭୦୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ!-->!-->!-->…