Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
Covid-19
All information and news about Covid 19 updates
କରୋନା ପଜିଟିଭ ହେଲେ ଗୌତମ ଗମ୍ଭୀର
ମେଟ୍ରୋ ଟିଭି ଓଡିଶା,୨୫/୧ : ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ କରୋନା । ମଙ୍ଗଳବାର ଟ୍ୱିଟ୍ କରି ଗୌତମ ଗମ୍ଭୀର ଏହି ସୂଚନା ଦେଇଛନ୍ତି । ଏହାସହ ସେ ଅପିଲ କରି କହିଛନ୍ତି ଯେଉଁମାନେ ତାଙ୍କ ସହିତ ଯୋଗାଯୋଗରେ ଆସିଛନ୍ତି ।
pc credit-twitter
ସେମାନେ!-->!-->!-->!-->!-->!-->!-->!-->!-->…
ଦେଶ ଉତ୍ପାଦନ କରିବ ଓମିକ୍ରନ ଟିକା
ମେଟ୍ରୋ ଟିଭି ଓଡିଶା,୧୮/୧: କରେନାର ନୂଆ ଭାରିଆଣ୍ଟ ଓମିକ୍ରନରେ ଆକ୍ରାନ୍ତ ହେଲେଣି । ସ୍ୱାସ୍ଥ୍ୟ ବିଭାଗର ସୂଚନାଅନୁସାରେ ଏହି ଓମିକ୍ରନ ଏତେ ପ୍ରଭାବଶାଳୀ ନଥିଲେ ମଧ୍ୟ ଏହା ପାଇଁ ଭାରତ ସ୍ୱଦେଶୀ ଟିକା ଉତ୍ପାଦନ କରିବାକୁ ଯାଉଛି । ପୂର୍ବରୁ ଭାରତ କୋଭିଡର ସ୍ୱଦେଶୀ ଟିକା ପୁରା!-->!-->!-->…
ରାଜ୍ୟରେ ୨୭.୯୭ ପ୍ରତିଶତ ରହିଛି ପଜିଟିଭ ରେଟ୍
ମେଟ୍ରୋ ଟିଭି ଓଡିଶା,୧୭/୧: ରାଜ୍ୟରେ ୧୦ ହଜାର ଉପରେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୪୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୯୫ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୨ ହଜାର ୯୩୪ ନୂଆ କେସ୍ ଆସିଛି ।
ଯାହା ମୋଟ ଆକ୍ରାନ୍ତଙ୍କର ୨୭.୯୭!-->!-->!-->!-->!-->!-->!-->…
ରାଜ୍ୟରେ ଦିନକୁ ୧୦ହଜାର ଉପରେ ସଂକ୍ରମଣ
ମେଟ୍ରୋ ଟିଭି ଓଡିଶା,୧୫/୧: କରୋନାର କାୟା ବଢିବାରେ ଲାଗିଛି । ଏହି କରୋନା ଯୋଗୁ ଲଗାତର ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୦ ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୪୮ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୩ ହଜାର ୮୭ ନୂଆ କେସ୍!-->!-->!-->…
ଜରୁରୀ ନଥିଲେ ରୋଗୀଙ୍କୁ ହସ୍ପିଟାଲ ମନା
ମେଟ୍ରୋ ଟିଭି ଓଡିଶା,୧୪/୧: କରୋନା ଚାରିଆଡେ ମାଡିଗଲାଣି । ଏହି ସଂକ୍ରମଣକୁ ରୋକିବା ପାଇଁ ହେଲେ ସରକାରଙ୍କ ବିଭିନ୍ନ ଗାଇଡଲାଇନକୁ ମାନିବାକୁ ପଡିବ । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ରୋକିବାକୁ ସ୍ୱାସ୍ଥୀ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସଂକ୍ରମଣ!-->!-->!-->…
ମିଳିତ ଜାତିସଂଘର ସୂଚନା, ୩ୟ ଲହର ପାଇଁ ସତର୍କ ରହୁ ଭାରତ
ମେଟ୍ରୋ ଟିଭି ଓଡିଶା,୧୪/୧: କରୋନାର କାୟା ମାଡିଲାଣି ଏହା ସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗୁଛି । ଦିନକୁ ଦିନ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ମିଳିତ ଜାରିସଂଘ ଭାରତକୁ ଚେତାବନୀ ଦେଇଛି ।
ସୂଚନା ଅନୁସାରେ , ମିଳିତ ଜାତିସଂଘର!-->!-->!-->!-->!-->…
ବ୍ୟକ୍ତିଙ୍କ ଶରୀରରେ ଚମତ୍କାର କରି ଦେଲା କୋଭିଡ ଟିକା
ମେଟ୍ରୋ ଟିଭି ଓଡିଶା,୧୪/୧: ଚମତ୍କାର କରିଦେଲା କୋଭିଡ ଟିକା । ଝାଡଖଣ୍ଡ ବୋକାରୋ ଜିଲ୍ଲାରେ ପ୍ରଥମ ଡୋଜ ଟିକା ନେବାର ଦିନକ ପରେ ଚାଲିବା ସହ କଥା ହେଲେ ଜଣେ ବ୍ୟକ୍ତି । ପାଞ୍ଚ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୫୫ ବର୍ଷୀୟ ବ୍ୟକ୍ତି । ଦୁର୍ଘଟଣା ପରେ ଦୀର୍ଘଦିନ ଧରି!-->…
ଲକ୍ଡାଉନ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଲେ ମୋଦି କହିଲେ, ଜୀବନ ସହ ଜୀବିକା ଆବଶ୍ୟକ
ମେଟ୍ରୋ ଟିଭି ଓଡିଶା,୧୪/୧: କରୋନାର କାୟା ମାଡିଚାଲିଲାଣି । ଏହି ପରି ଭୟଙ୍କର ସ୍ଥିତିରେ ଲକ୍ଡାଉନ ହେବାକୁ ନେଇ ଯେଉଁ ଚିନ୍ତା ସାଧାରଣ ଲୋକଙ୍କୁ ଘାରୁଥିଲା ତା ଉପରେ ପୂର୍ଣ୍ଣଛେଦ ପଡିଛି । ଗତକାଲି ହୋଇଥିବା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀଙ୍କ!-->…
କୋଭିଡ-୧୯ ଓମିକ୍ରନର ୫ଟି ଲକ୍ଷଣ
ମେଟ୍ରୋ ଟିଭି ଓଡିଶା,୧୩/୧: ଦେଶରେ କରୋନାର କାୟା ମାଡିବା ସହ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏବେ ଗୋଷ୍ଠୀ ସଂକ୍ରମଣର ଚିନ୍ତା ଘାରିଲାଣି । ବର୍ତ୍ତମାନ ଓମିକ୍ରନକୁ ନେଇ ଆଉ ଏକ ଚିନ୍ତା ଜନକ ରିପୋର୍ଟ ସାମ୍ନାକୁ ଆସିଛି!-->!-->!-->…
ବିଏମସି କାର୍ଯ୍ୟାଳୟରେ କରୋନା
ମେଟ୍ରୋ ଟିଭି ଓଡିଶା,୧୩/୧: କରୋନାର କାୟା ମାଡି ଗଲାଣି ଚାରିଆଡେ ।ଏହି କରୋନାରେ ସଂକ୍ରମିତ ହେଲେଣି ବହୁ ଲୋକ । ଏହି କରୋନାରେ ଏବେ ବଡ ବଡ ନେତା ମନ୍ତ୍ରୀ ସହ ଏବେ ବିଭିନ୍ନ କାର୍ଯ୍ୟାଳୟକୁ ମାଡିଗଲାଣି କରୋନା । ଏବେ ବିଏମସି କାର୍ଯ୍ୟାଳୟରେ କରୋନା ପଜିଟିଭ ବାହାରିଛି । ଏଠାରେ ଏକାଥରକେ!-->…