Browsing Category

Covid-19

All information and news about Covid 19 updates

ଡେଲ୍ଟା ନୁହେଁ ଆମେରିକାରେ ଓମିକ୍ରନରେ ଅଧିକ ମୃତ୍ୟୁ

ମେଟ୍ରୋ ଟିଭି ଓଡିଶା,୩୦/୧ : କରୋନା ମହାମାରୀ ଦୁଇବର୍ଷ ଲୋକଙ୍କ ନିଦ ହଜାଇ ଦେଇଥିଲା । ନିଜ ଆତ୍ମୀୟ ଲୋକଙ୍କୁ ବି ଛୁଇଁବା ପାଇଁ ଡର ଲାଗୁଥିଲା । କାରଣ ବାହାରେ ରହୁଥିବା ପରିବାର ବର୍ଗଙ୍କ ଠାରୁ ସାମାଜିକ ଦୂରତା ରଖିବାକୁ ପଡୁଥିଲେ । ସେତେବେ ଲୋକେ ଲକଡାଉନ ସଟଡାଉନରେ ଛନ୍ଦି ହୋଯାଇଥିଲେ ।

ବଜାରରେ ମିଳିବ କୋଭିଡ ଭାକ୍ସିନ୍

ମେଟ୍ରୋ ଟିଭି ଓଡିଶା,୨୮/୧ : ଏବେ ମାର୍କେଟରେ ଉପଲବ୍ଧ ହେବ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା । ବଜାରରେ ବିକ୍ରି ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ ବା ଡିସିଜିଆଇ । କିନ୍ତୁ ମେଡିସିନ୍ ଷ୍ଟୋରରେ ମିଳିବ ନାହିଁ କରୋନା ଟିକା । ଘରୋଇ ହସ୍ପିଟାଲ ଓ କ୍ଲିନିକ