Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Covid-19
All information and news about Covid 19 updates
ଆଜି କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ମେଟ୍ରୋ ଟିଭି ବ୍ୟୁରୋ,୨/୧: ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା କୋଭିଡ୍ ସ୍ଥିତିକୁ ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫ଟାରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବେ । ରାଜ୍ୟରେ କରୋନାର ମାମଲା ବଢିଚାଲିଥିବାରୁ ଏନେଇ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ।!-->!-->!-->…
ମହଙ୍ଗା ପଡିଲା ନୂଆବର୍ଷ ସେଲିବ୍ରେସନ,ଶତାଧିକ ଯାତ୍ରୀଙ୍କୁ ଏବେ କରୋନା ଆଶଙ୍କା
hindustantimes.com
ମେଟ୍ରୋ ଟିଭି ବ୍ୟୁରୋ,୩/୧: ନୂଆବର୍ଷ ସେଲିବ୍ରେସନ ମହଙ୍ଗା ପଡିଛି । କୋର୍ଡେଲିଆ କ୍ରୁସ୍ ନାମକ ଯାହାଜ ମୁମ୍ବାଇରୁ ଗୋଆ ଯାଇଥିବା ଯାତ୍ରୀଙ୍କ ପାଇ ମୁସ୍କିଲ ବଢିଯାଇଛି । ନୂଆବର୍ଷ!-->!-->!-->!-->!-->…
ଆଜିଠୁ ୧୫ରୁ ୧୮ବର୍ଷ ପିଲାଙ୍କୁ ଦିଆଯିବ ଟୀକା
ମେଟ୍ରୋ ଟିଭି ବ୍ୟୁରୋ,୩/୧: ଦେଶରେ ୧୫ରୁ ୧୮ ବର୍ଷ କିଶୋର ,କିଶୋରୀଙ୍କୁ ଆଜିଠାରୁ କରୋନା ଟୀକା ଦିଆଯିବ । ଏଥିପ୍ଧବ ହିତାଧିକାରୀଙ୍କ ପଞ୍ଜିକରଣ ନୂଆବର୍ଷ ଶନିବାର ଠାରୁ ଆରମ୍ଭ ହୋଇଛି ।କିଶୋର ମାନଙ୍କୁ କେବଳ କୋଭାକ୍ସିନ ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାରେ କହିଛନ୍ତି!-->!-->!-->…
ବର୍ଷ ଆରମ୍ଭରୁ ପିଲାଙ୍କୁ ଦିଆଯିବ କୋଭିଡ ଟୀକା
ମେଟ୍ରୋ ଟିଭି ବ୍ୟୁରୋ,୧/୧: ନୂଆବର୍ଷର ଆରମ୍ବରେ କେନ୍ଦ୍ର ସରକାର ଛୋଟ ପିଲାଙ୍କୁ କୋଭିଡ୍ ଟୀକା ଦିଆଯିବାକୁ ନେଇ ନିଷ୍ପତ୍ତି ଦେଇଛନ୍ତି । ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ୍ ଟିକା । ଏଥିପାଇଁ ଆଜିଠୁ କୋ-ଓ୍ଵିନ୍ ଆପ୍ରେ ପଞ୍ଜିକରଣ କରିହେବ । ଦଶମ ଶ୍ରେଣୀର!-->!-->!-->…
ଓଡିଶାରେ ବଢୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ,ସରକାରଙ୍କ ପକ୍ଷରୁ ନିଆଯାଉଛି ପଦକ୍ଷେପ
ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ଓଡିଶାରେ ବଢିଲାଣି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।ସୂଚନା ଅନୁଯାୟୀ ରାଜ୍ୟରେ!-->!-->!-->…
ନୂଆ ବର୍ଷରେ ପିଲାଙ୍କୁ କୋଭିଡ୍ ଟୀକା
ମେଟ୍ରୋ ଟିଭି ବ୍ୟୁରୋ,୨୬/୧୨: ନୂଆ ବର୍ଷ ଜାନୁଆରୀ ୩ ତାରିଖରୁ ଦେଶରେ ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ପ୍ରତିଷେଧକ ଟୀକା ପ୍ରଦାନ କରାଯିବ । ଏହାସହ ଜାନୁଆରୀ ୧୦ ତାରିଖରୁ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ବୁଷ୍ଟର ଡୋଜ୍ ଟୀକା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ!-->!-->!-->…