Trending
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
Browsing Category
Business
All business-related news will news will upload
FD ବ୍ୟାଙ୍କର ବଡ଼ ଘୋଷଣା
ସାଧାରଣ ଭାବେ ଲୋକମାନେ ଷ୍ଟକ ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ଓ ରିକରିଂ ଡିପୋଜିଟ, ପୋଷ୍ଟାଲ ଏଫଡି, ଭାରତୀୟ ଜୀବନ ବୀମା (ଏଲଆଇସି) ଆଦି ବିଭିନ୍ନ ସ୍କିମରେ ନିବେଶ କରିଥାନ୍ତି ।ତେବେ ଅନେକ ଲୋକ ଏଫଡିକୁ ନିବେଶର ଏକ ବଢ଼ିଆ ବିକଳ୍ପ ଭାବେ ଗ୍ରହଣ କରିଥାନ୍ତି । ତେବେ…
୮ ଟି ନୂତନ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ
୧୩୯୭.୧୮ କୋଟି ଟଙ୍କା ମୂଲ୍ୟର ୮ ଟି ନୂତନ ପ୍ରକଳ୍ପ ଉପରେ ମୋହର ବାଜିଛି, ଯାହା ପୁଞ୍ଜି ନିବେଶ କ୍ଷେତ୍ରରେ ଏକ ବଡ ସଫଳତା ।ମୁଖ୍ୟତଃ ପ୍ଲାଷ୍ଟିକ୍, ବୈଷୟିକ ଟେକ୍ସଟାଇଲ୍ ଏବଂ ଆଲୁମିନିୟମ୍ , ଇସ୍ପାତ, ଆଇଟି , ଆଗ୍ରୋ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ରାଜ୍ୟ ସରକାର…
ବଢ଼ିଲା ସୁନା ଦର
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୫୩୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୬୨୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୯୫୦ ଟଙ୍କା…
ଦୀପାବଳିରେ ଦେଶରେ ୩.୭୩ ଲକ୍ଷ କୋଟି
ଦୀପାବଳିରେ ସାରା ଦେଶରେ ୩.୭୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଛି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଏକ ରିପୋର୍ଟରେ ଏହା କୁହାଯାଇଛି । ଦୀପାବଳି ସମୟରେ ଲୋକମାନେ ସ୍ବଦେଶୀ ଜିନିଷ କିଣିବା ଉପରେ ଅଧିକ ଧ୍ୟାନ ଦେଇଥିଲେ। ସେଥିପାଇଁ ଭାରତୀୟ ଉତ୍ପାଦନ ଏଥର ଅଧିକ…
ଦୁଇ ଗୁଣ ବଢିଲା ପାର୍କିଂ ମୂଲ୍ୟ
ରାଜଧାନୀରେ ବଢିଲା ଗାଡ଼ି ପାର୍କିଂ ମୂଲ୍ୟ । ପ୍ରଦୂଷଣ ବୃଦ୍ଧି ହେତୁ, ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦ ପାର୍କିଂ ଚାର୍ଜକୁ ଦୁଇଗୁଣ କରିବାକୁ ନିଷ୍ପତ୍ତି ନେଇଛି ଯାହା ନିଜସ୍ୱ କର୍ମଚାରୀଙ୍କ ମାଧ୍ୟମରେ ଏନଡିଏମସି ଦ୍ୱାରା ପରିଚାଳିତ ପାର୍କିଂ ପାଇଁ ଘରୋଇ ପରିବହନକୁ ପ୍ରୋତ୍ସାହିତ କରିବ ।…
ଦୁର୍ବଳ ହେଲା ଟଙ୍କା
ଭାରତୀୟ ଟଙ୍କା ପୁଣି ଦୁର୍ବଳ ହୋଇପଡ଼ିଛି । ଏକ ଡଲାର କିଣିବା ଲାଗି ୮୩ ଟଙ୍କା ୩୪ ପଇସା ଗଣିବାକୁ ପଡ଼ିଛି । ଡଲାର ତୁଳନାରେ ଏହା ଟଙ୍କାର ସର୍ବକାଳୀନ ଦୁର୍ବଳ ସ୍ଥିତି । ଟଙ୍କା ସ୍ଥିତିରେସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବାରେ ବୋଲି କୁହାଯାଉଛି । ଏଭଳି ସଙ୍କଟ…
ଏଲ୍ଆଇସିର ନିଟ୍ ଲାଭ ୫୦ ପ୍ରତିଶତ ହ୍ରାସ ପାଇଲା
ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ନିଟ୍ ଲାଭ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ତ୍ରୈମାସିକରେ ୫୦ ପ୍ରତିଶତ ହ୍ରାସ ପାଇଛି। ସେପ୍ଟେମ୍ବର ୨୦୨୩ ତ୍ରୈମାସିକରେ ଏଲଆଇସିର ନିଟ୍ ଲାଭ ୫୦ ପ୍ରତିଶତ ହ୍ରାସ ପାଇ ୭,୯୨୫ କୋଟି ଟଙ୍କାରେ ପହଞ୍ଚିଛି। ଦେଶର ବୃହତ୍ତମ ବୀମା କମ୍ପାନି ଏଲଆଇସି…
ଭୁବନେଶ୍ବରରେ ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଉଦଘାଟିତ
ଭୁବନେଶ୍ବର : ଭୁବନେଶ୍ବରରେ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ । ଏହାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ପୁଷ୍ଟିଶସ୍ୟ ମାଣ୍ଡିଆର ବହୁଳ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ୨୦୧୭ରେ ଓଡ଼ିଶା ମିଲେଟ ମିଶନ ଆରମ୍ଭ ହୋଇଥିଲା ।…